ଅଜୟ ଦେବଗନଙ୍କ ଭଉଣୀ ଅଟେ ଏହି ସୁନ୍ଦର ଝିଅ, ଫଟୋ ଦେଖି ଆପଣ ବି କହିବେ ୱାଓ!

ଆଜିକା ସମୟ ରେ ମନୋରଞ୍ଜନ ଆମ ଜୀବନ ଗୋଟେ ମୁଖ୍ୟ ଅଂଶ ହୋଇଯାଇଛି ଯାହା ବିନା ଆମ ଜୀବନ ସବୁ ଥାଇ ମଧ୍ୟ ଖାଲି ଖାଲି ଲାଗି ଥାଏ । ଆମ ଏହି ଆବଶ୍ୟକତା ଗୁଡିକୁ ଆମ ଚଳଚିତ୍ର ଜଗତ ଅଭିନେତା ଓ ଅଭିନେତ୍ରୀମାନେ ପୂର୍ଣ୍ଣ କରି ଥାନ୍ତି, ଯାହାକୁ ଆମେ ପର୍ଦା ଉପରେ ଦେଖି ଥାଉ ଏବଂ ତାଙ୍କ ରଙ୍ଗୀନ ଦୁନିଆ ର ଆମେ ଆନନ୍ଦ ନେଇ ଥାଉ । ଟିଭି ଓ ବଲୀଉଡ ଜଗତ ବିଷୟରେ ବହୁତ ଖବର ଆପଣ ଶୁଣିବାକୁ ପାଊଥିବେ । ତେବେବି ଟିଭି ଓ ବଲୀଉଡ ଜଗତ ଏମିତି ବହୁତ କଥା ଅଛି ଯାହା ଆପଣ ଜାଣି ନଥିବେ । ଆଜି ଆମେ ଆପଣଙ୍କୁ ଟିଭି ଓ ବଲୀଉଡ ଜଗତର ଏମିତି କିଛି କଥା କହିବୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ ।

ରଶ୍ମି ଦେସାଇ ଏବଂ ଅଜୟ ଦେବଗନ :
ସର୍ବ ପ୍ରଥମେ ଆମେ ରଶ୍ମି ଦେସାଇଙ୍କ ବିଷୟରେ କହିବୁ ଯିଏ ବହୁତ ସିରିୟଲ ରେ ମୁଖ୍ୟ ଅଭିନେତ୍ରୀ ରହି ସାରିଛନ୍ତି ଏବଂ ଧାରାବାହିକ ଜଗତ ରେ ତାଙ୍କୁ ସମସ୍ତେ ଚିହ୍ନନ୍ତି ଓ ଜାଣନ୍ତି, ଏହା ଛଡା ରଶ୍ମି ଭୋଜପୁରୀ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ଅଜୟ ଦେବଗନ, ଆପଣ ସମସ୍ତେ ଏହି ମହାନ କଳାକାରକୁ ଚିହ୍ନିଛନ୍ତି ତେବେ ଅଜୟ ରଶ୍ମି କୁ ନିଜ ଭଉଣୀ ଭଳି ମାନନ୍ତି ଓ ସେ ଦୁହେଁ ଦୁହିଙ୍କୁ ବହୁତ ସମ୍ମାନ ମଧ୍ୟ ଦିଅନ୍ତି ଏହା ଛଡା ରଶ୍ମି ପ୍ରତି ବର୍ଷ ରକ୍ଷା ବନ୍ଧନ ରେ ନିଜ ଭାଇ ଅଜୟଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ଘରକୁ ଯାଆନ୍ତି ।

ଶ୍ଵେତା ମୁଁଶି ଓ ସଲମାନ ଖାନ :
ଶ୍ଵେତା ଟିଭି ଜଗତ ର ବହୁତ ହଟ ଅଭିନେତ୍ରୀ କୁହା ଯାଅନ୍ତି, ସେ ବଲୀଉଡ ଜଗତର ଭାଇଜାନ ସଲମାନ ଖାନଙ୍କୁ ନିଜ ଭାଇ ମାନନ୍ତି । ଦୁହେଁ ଦୁହିଙ୍କୁ ବହୁତ ସମାନ କରନ୍ତି ଓ ପର୍ବ ପର୍ବାଣି ରେ ଦୁହେଁ ଦୁହିଙ୍କ ଘରକୁ ମଧ୍ୟ ଯାଆନ୍ତି ।

ଅଙ୍କିତା ଲୋଖଣ୍ଡେ ଏବଂ ରଣବିର ସିଂହ :
ଅଙ୍କିତା ଲୋଖଣ୍ଡେ ଯିଏ ଟିଭି ଜଗତ ର ବହୁତ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି, ହଟାତ ଟିଭି ଜଗତରୁ ଗାୟବ ହୋଇ ଗଲେ । କିନ୍ତୁ ଏହି ସୁନ୍ଦର ଅଭିନେତ୍ରୀ ନିଜ ଅଭିନୟ ଓ ସୁନ୍ଦରତା ଦ୍ଵାରା ସମସ୍ତଙ୍କ ମନ କିଣି ନେଇଛନ୍ତି । ଅଙ୍କିତା ରଣବିର ସିଂହ କୁ ନିଜ ଭାଇ ମାନନ୍ତି ଓ ପ୍ରତି ବର୍ଷ ତାଙ୍କୁ ରାକ୍ଷୀ ବାନ୍ଧନ୍ତି ଓ ଦୁହେଁ ଭାଇ ଭଉଣୀ ଭଳି ଅଛନ୍ତି ।