ବିଚାର

ପାଣିରେ ପିଲାକୁ ଜନ୍ମ ଦେବା ସବୁଠାରୁ ଭଲ ଉପାୟ, କେଜାଣି ଭାରତରେ ଏହା କାହିଁ କି ପ୍ରଚଳିତ ନୁହେଁ

ସୋସିଆଲ ମିଡିଆକୁ ଫଲୋ କରୁଥିବା ଅନେକ ଲୋକ ଏହି କଥା ଦେଖୁଛନ୍ତି ଆଜିକାଲି ବିଦଶରେ ପିଲା ଜନ୍ମ କରିବାର ଏକ ନୂଆ ଉପାୟ ଚାଲିଛି ଯାହାକୁ ‘ୱାଟର ବାର୍ଥ’ ନାମାରେ ଜଣା ଯାଉଛି କିନ୍ତୁ ଏବେ ଜାକେ ଭାରତରେ ଏହି ପ୍ରକାର ଉପାୟ ଚର୍ଚାକୁ ଆସିନାହିଁ । ଭାରତରେ ଏକ ଖାସ କାରଣ ପାଇଁ ଏହା ଆରମ୍ଭ ହୋଇନାହିଁ । ଆଜି ଆମେ ଆପଣଙ୍କୁ ବିଦେଶର ପିଲା ଜନ୍ମ କରିବାର କିଛି ଖାସ ଉପାୟ ଏବଂ ଭାରତରେ ଏହାକୁ କଣ ପାଇଁ ଫଲୋ କରାଯାଉନାହିଁ,

ସେହି ବିଷୟରେ କହିବାକୁ ଯାଉଛୁ, ଚାଲନ୍ତୁ ଜାଣିବା ଏହି ବିଷୟରେ ।

ବିଦେଶରେ ଆଜିକାଲିର ଜନ୍ମ ହେଉଛି ସବୁଠାରୁ ଅଧିକ ଚର୍ଚାରେ

ବିତି ଯାଇଥିବା କିଛି ଦିନରେ ୱାଟର ବାର୍ଥ କାଫି ଚର୍ଚାରେ ଅଛି । ୱାଟର ବାର୍ଥର ମାନେ ହେଉଛି ପ୍ରେଗନେଟ ମହିଳା ଯେବେ ଛୁଆକୁ ଜନ୍ମ ଦେବା ପାଇଁ ଯାଆନ୍ତି ତାଙ୍କୁ କିଛି ପାଣିରେ ଭରିଥିବା କୁଣ୍ଡରେ ବସାଯାଏ ଏବଂ ସେଥିରେ ସେ ଛୁଆକୁ ଜନ୍ମ ଦେଇଥାଏ । ଦେଖିବାକୁ ମିଳିଛି ଇନ୍ଟରନେଟରେ ଏକ ଲୋକ ଏକ ନବଜାତ ଶିଶୁକୁ ହାତରେ ଧରି ଲାଲ ସାଗରରୁ ବାହାରି ଆସୁଛି ତାପରେ ଏକ ମହିଳା ସେହି ଲାଲ ସାଗରରୁ ବାହାରି ଆସିବାର ଦେଖାଗଲା । ବିଦେଶର ଡାକ୍ତର ମାନେ ଏହି ୱାଟର ବାର୍ଥ ମା ଏବଂ ଛୁଆ ପାଇଁ ବହୁତ ଭଲ ବୋଲି କହିଛନ୍ତି ।

ଏହି କାରଣରୁ ଭାରତରେ ନାହିଁ ୱାଟର ବିର୍ଥର ଚର୍ଚା

ହିନ୍ଦୁ ଧର୍ମଶାସ୍ତ୍ରର ମୁଖ୍ୟ ଗ୍ରନ୍ଥ ଗରୁଡ ପୁରାଣରେ ଏମିତି କୁହାଯାଇଛି କି ଗୋଟେ ମାଆ ଜେତାବେଳେ ଛୁଆକୁ ଜନ୍ମ ଦେଇଥାଏ ସେଟାବେଳେ ମାଆ ଏବଂ ଛୁଆ ଦୁଇଜଣଙ୍କ ଉପରେ କରିବ ଦେଢ ମାସ ଜାକେ ସଫାରେ ରହିଥାନ୍ତି । ସେଥିପାଇଁ ମା ଓ ଛୁଆକୁ ଦେଢ ମାସ ପର୍ଯ୍ୟନ୍ତ ଅଲଗା ଏକ ଘରେ ରହିଥାନ୍ତି ।

କୁହାଯାଏକି ପିଲା ଜନ୍ମ ହେବା ପରେ ମହିଳା ମାନଙ୍କ ଶରୀରରୁ ବହୁତ ବିଷାକ୍ତ ପଦାର୍ଥ ବାହାରିଥାଏ ଯାହାକୁ ଅଶୁଦ୍ଧ ବୋଲି କୁହାଯାଇଥାଏ । ୱାଟର ବାର୍ଥ ଲାଭ କଥା ହେଇଥିବାରୁ ଆପଣଙ୍କୁ କହୁଛୁ ଭାରତର ଡାକ୍ତରମାନେ ବି ଭଲ ବୋଲି ମାନିଛନ୍ତି ହେଲେ ଭାରତରେ ଏହି ଉପାୟ ଏଥିପାଇଁ କରାଯାଉ ନାହିଁ କାରଣ ଯେଉଁଠି ମେଡିକାଲ ଟିମକୁ ବେସୀ ଟ୍ରେନିଂ ଦିଆଯାଇନଥାଏ ଯାହା ଦ୍ଵାରା କି ସେ ପାଣିରେ ଡେଲିବରୀ କରି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button