ଜୀବନଶୈଳୀ

ପିରିୟଡ ସମୟରେ କନ୍ୟା ମନ୍ଦିର ଗଲେ କେଉଁ ସୂଚନା ମିଳିଥାଏ- Ajira Anuchinta

ବନ୍ଧୁଗଣ ମଣିଷ ଯିବାକୁ ସରଳ ଓ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ଅନୁଚିନ୍ତା ରହିଛି । ଯାହାର ପାଳନ କରିଲେ ମଣିଷ ଜୀବନରେ ଥିବା ସମସ୍ଯାମାନ ଦୂର ହୋଇଯାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଅନୁଚିନ୍ତା ନେଇ ଆସିଛୁ ଯାହା ମାନବ ଜୀବନର କଲ୍ୟାଣରେ ଆସିଥାଏ । ଏହାର ପାଳନ କରିଲେ ମଙ୍ଗଳକାରି ହୋଇଥାଏ । ୧- ଯଦି କୌଣସି ବ୍ୟକ୍ତି ପ୍ରତେକ ଦିନ ମନ୍ଦିର ଯାଉଥାନ୍ତି ତେବେ ଦୁର୍ଘଟଣା, ହତ୍ୟା ବା ଆତ୍ମହତ୍ୟା ଭଳି ସମସ୍ଯା ଦେଖାଯାଏ ନାହି । ପ୍ରତେକ ଦିନ ମନ୍ଦିର ଯାଉଥିବା ବ୍ୟକ୍ତିଙ୍କ ମନରେ ଆଧ୍ୟାତ୍ମିକ ବଳ ରହିଥାଏ ଯାହା ଦ୍ଵାରା ଭୁତ, ପ୍ରେତ ସେମାନଙ୍କ ପାଖକୁ ଆସନ୍ତି ନାହି ।

୨- ମନ୍ଦିର ଯାଉଥିବା ବ୍ୟକ୍ତି ଙ୍କୁ କେବେ ବି ରୁଣ କରଯ ର ସମସ୍ୟାର ସମୁଖିନ୍ନ ହେବାକୁ ପଡେ ନାହି । ଯଦି କୌଣସି ବ୍ୟକ୍ତିଙ୍କର ରୋଜଗାର ନ ଥାଏ ବା ବେପାର ଚାଲୁ ନାହି ତେବେ ପ୍ରତେକ ଦିନ ମନ୍ଦିର ଯିବା ଉଚିତ ।

୩- ଅନେକ ଲୋକଙ୍କ କ୍ଷେତ୍ରରେ ବିନା କାରଣରେ ମାନସିକ ଅସାନ୍ତି ଓ ଭୟ ଦେଖା ଯାଇଥାଏ । ତେବେ ଏହି କ୍ଷେତ୍ରରେ ପ୍ରତେକ ଦିନ ମନ୍ଦିର ଯିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇଥାଏ ।

୪- ପ୍ରତେକ ଦିନ ମନ୍ଦିର ଯିବା ଦ୍ଵାରା ମନରୁ କ୍ରୋଧ ଭାବନା ଦୂର ହୋଇଥାଏ । ଯଦି ଘରେ କଳହ ଦେଖା ଦେଉଥାଏ ତେବେ ଏହା ଦୂର ହୋଇଥାଏ । ପୁରୁଣା ମନ୍ଦିରକୁ ଖାଲି ପାଦ ରେ ଯାଇ ଭଗବାନଙ୍କ ଆଗରେ ହାତ ଯୋଡିବା ଦ୍ଵାରା ଶରୀରରେ ଶକ୍ତିର ତରଙ୍ଗ ପ୍ରଭାବିତ ହୋଇଥାଏ ।

୫- ମନ୍ଦିରରେ ଭଗବାନଙ୍କ ଆଗରେ ନତ ମସ୍ତକ ହୋଇ ନମସ୍କାର କରିବା ଦ୍ଵାରା ଠାକୁରଙ୍କ ଠାରୁ ପୃଥିବୀ ଓ ଆକାଶର ଶକ୍ତି ତରଙ୍ଗ ମସ୍ତିସ୍କ ଉପରେ ପଡିଥାଏ ଯାହା ଦ୍ଵାରା ମନରେ ଉତ୍ତମ ବିଚାର ଓ ଶାନ୍ତି ଆସିଥାଏ ।

୬- ମନ୍ଦିରରେ ପ୍ରବେଶ କରିବା ଆଗରୁ ଜଳ ଦ୍ଵାରା ଶରୀର ଓ ଇନ୍ଦ୍ରିୟରୁ କୁ ସୁଧା କରିବା ଉଚିତ । ମନ୍ଦିର ରେ ପ୍ରାର୍ଥନା କରିବା ଦ୍ଵାରା ବିଶ୍ଵାସ ଓ ପଜେଟିଭ ଭାବନା ଜାଗୃତ ହୋଇଥାଏ । ଯାହା ଦ୍ଵାରା ଜୀବନରେ ବିକାଶ ଓ ସଫଳତା ମିଳିଥାଏ ।

୭- ମନ୍ଦିର ଯାଇ ମଥା ରେ ତିଳକ ଲଗାଇଲେ ଶାନ୍ତି ଅନୁଭବ ହେବା ସହ ଏକାଗ୍ରତା ବୃଦ୍ଧି ହୋଇଥାଏ । ଚନ୍ଦନ ତିଳକ ଲଗାଇବା ଦ୍ଵାରା ଆଧ୍ୟାତ୍ମିକ ଲାଭ ପ୍ରାପ୍ତ ହୋଇଥାଏ ।

୮- ମନ୍ଦିର ରେ ଘଣ୍ଟିର ଶବ୍ଦ ଶୁଣିବା ଦ୍ଵାରା ମନ ଓ ମସ୍ତିସ୍କରେ ଶକ୍ତିର ସଂଚାର ହେବା ସହ ଆର୍ଥିକ ଶାନ୍ତି ମିଳିଥାଏ । ମନ୍ଦିର ରେ ଠାକୁରଙ୍କ ମୂର୍ତ୍ତି କୁ ଛୁଇଁବା ଉଚିତ ନୁହେଁ । ଏହା ସହ ମନ୍ଦିର ରେ ଶାଳୀନଟା ସହ ଠିଆ ହୋଇ କଥା ହେବ ଉଚିତ ।

୯- ଦିନ ୧୨ରୁ ୪ଟା ମଧ୍ୟରେ ମନ୍ଦିର ଯିବା ଅନୁଚିତ । ମନ୍ଦିରକୁ କେବେ ଅପବିତ୍ର ହୋଇ ଯିବା ଉଚିତ ନୁହେଁ । ମନ୍ଦିର ଭିତରେ ଆଲୋଚନା କରିବା ଉଚିତ ନୁହେଁ ।

୧୦ – ପିରିୟଡ ସମୟରେ ମନ୍ଦିର ଗଲେ ମିଳିଥାଏ ଭଲ ସୂଚନା, କାହିଁକି ନା ଭଗବାନଙ୍କ ଡକରା ବିନା ଆମେ ତାଙ୍କ ଦର୍ଶନ କରିବାକୁ ଯାଇ ପାରୁନା । ସେଥିପାଇଁ ଯଦି ଆପଣଙ୍କ ପିରିୟଡ୍ସ ସମୟରେ ଆପଣଙ୍କୁ ମନ୍ଦିର ଯିବାର ଅବସର ମିଳୁଛି ଏହାର ଅର୍ଥ ଭଗବାନ ଆପଣଙ୍କ ଉପରେ ପ୍ରଶାନ ଅଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button