ସ୍ୱାସ୍ଥ୍ୟ

ବିନା ଔଷଧରେ ହାଇ ବ୍ଲଡ଼ପ୍ରେସର ସବୁଦିନ ପାଇଁ କଣ୍ଟ୍ରୋଲ ହେବ

ବନ୍ଧୁମାନେ ଆମ ଦେବ ମନ ସୁସ୍ଥ ରହିଲେ ଯାଇ ଆମେ ଆମେ କିଛି କାର୍ଯ୍ୟ ଠିକ ଭାବରେ କରିପାରୁ ନହେଲେ କିଛି କାର୍ଯ୍ୟ କରିବା ଜାଗାରେ ବିଗିଡି ଯାଇଥାଏ ।ତେବେ ଆଜିର ଜୀବନ ବଞ୍ଚିବାର ପ୍ରକ୍ରିୟା ସମସ୍ତଂକଟ ଭିନ୍ନ ଭିନ୍ନ ଅଟେ ତା ଭିତରେ ସବୁଠାରୁ ସାଧାରଣ ସମସ୍ତଙ୍କ ଭିତରେ ହେଉଛି ଯହିକରେ ଖାଦ୍ୟ ଖାଇବା,ଷ୍ଟ୍ରେସ ନେବା ଆଦି ଆହୁରି କିଛି ।ମାତ୍ର ଏହାର ପରିଣାମ ଧୀରେ ଧୀରେ ଆମ ଶରୀରରେ ଦେଖିବାକୁ ମିଳିଥାଏ,ସେଥିପାଇଁ ତ ଖୁବ ଅଳ୍ପ ବୟସରୁ ଆମ ପାଖରେ ବିଭିନ୍ନ ଶାରୀରିକ ସମସ୍ୟା ମାନ ଦେଖା ଯାଇଥାଏ ।ଆଉ ସେହି ସମସ୍ୟା ଗୁଡିକ ଭିତରୁ ହାଇବ୍ଲଡ଼ପ୍ରେସର ବା ଉଚ୍ଚ ରକ୍ତଚାପ ଯାହା ଆଜିକାଲି ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଥାଏ ।

ତେବେ ଏହି ଉଚ୍ଚ ରକ୍ତଚାପ ହେବା ପଛରେ କାରଣ ତ ଅନେକ ଯେପରି ଅଧିକ ଷ୍ଟ୍ରେସ, ଜେନେଟିକ ଆଦି କିନ୍ତୁ ସେହି ଭିତରେ ବି ଦୁଇଟି ଏମିତି କାରଣ ରହିଛି ଯାହା ମୁଖ୍ୟ କାରଣ ଅଟେ ।ଗୋଟିଏ କାରଣ ଲୁଣ ବା ସୋଡିୟମ ର ମାତ୍ରା ଶରୀରରେ ବଡିଯିବା ଅନ୍ୟ ଅନ୍ୟଟି ହେଉଛି କଲେଷ୍ଟ୍ରଲ ର ମାତ୍ରା ବଡିଗଲେ ।ତେବେ କଲେଷ୍ଟ୍ରଲ ବଡ଼ିଲେ ରକ୍ତ ଧମନୀ ବ୍ଲକ ହେବାକୁ ଲାଗେ ଓ ଉଚ୍ଚରକ୍ତଚାପ ସମସ୍ୟା ଆରମ୍ଭ ହୁଏ ।ତେବେ ଏହି ଉଚ୍ଚରକ୍ତଚାପ କେମିତି ନିୟନ୍ତ୍ରଣ ରେ ରଖିବେ ବା ନୂଆ କରି ଅଳ୍ପ ଉଚ୍ଚରକ୍ତଚାପ ଦେଖାଯାଉଥିଲେ ତାହାକୁ ସମ୍ପୂର୍ଣ୍ଣ ଭଲ କରିବା ପାଇଁ ଆମେ ଆଜି ଏକ ସୁନ୍ଦର ରେମେଡି ନେଇ ଆସିଛୁ ।

ରେମେଡି ପାଇଁ ଆବଶ୍ୟକ ସାମଗ୍ରୀ:-

-ଅଳସୀ(flax seeds)
-ପାଣି
-ମହୁ

ରେମେଡି ପ୍ରସ୍ତୁତି ପ୍ରଣାଳୀ:-

-ତେବେ ଏହି ଉଚ୍ଚରକ୍ତଚାପ ନିୟନ୍ତ୍ରଣ କରିବାର ରେମେଡି ପାଇଁ ମୁଖ୍ୟ ଉପାଦାନ ଅଳସୀ(flax seeds) ଦରକାର ।ତେବେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେଥିପାଇଁ କାରଣ ଏଥିରେ ଅମେଗା 3 ଫାଟି ଏସିଡ ରହିଛି ଯାହା ଶରୀରରେ ଥିବା ଖରାପ କଲେଷ୍ଟ୍ରଲ ମାନେ LDL ଲେବୁଲ କୁ କମେଇ ଥାଏ ଓ ଶରୀରରେ ଥିବା ଭଲ କଲେଷ୍ଟ୍ରଲ ମାନେ HDL ଲେବୁଲ କୁ ବଡେଇ ଥାଏ ।ତା ସହିତ ଏଥିରେ ପୋଟାସିୟମ ରହିଥାଏ ଯାହା ଶରୀରରେ ସୋଡିୟମ କୁ ନିୟନ୍ତ୍ରଣ କରିଥାଏ ।

-ତେବେ ଆଜିର ଉପାୟ ଏହି ପାଇଁ ଆପଣ ଦେଡ଼ କପ ପାଣି ଗୋଟିଏ ପେନରେ ନିଅନ୍ତୁ ଆଉ ସେଥିରେ ଏକ ଚାମୁଚ ଅଳସୀ ପକାନ୍ତୁ ।ତାପରେ ତାହାକୁ ଫୁଟାନ୍ତୁ ଯେତେ ଯାଏ ସେହି ପାଣି ଫୁଟି ଏକ କପ ନ ହେଇଛି ।ତାପରେ ସେହି ପାଣିକୁ ଛାଣି ସେଥିରେ ଏକ ଚାମୁଚ ମହୁ ମିଶାନ୍ତୁ ଏବେ ଆମର ଏହି ରେମେଡି ତିଆରି ହେଇଗଲା ।

-ଏହି ରେମେଡିକୁ ଆପଣ ଦିନରେ ଯେକୌଣସି ସମୟରେ ନେଇ ପାରିବେ ଆଉ ଦିନକୁ 2ଥର ପିଇ ପାରିବେ ଏମିତି ଲଗାତାର 2 ମାସ ପିଇଲା ପରେ ଦେଖିବେ ଆପଣଙ୍କ ଉଚ୍ଚବ୍ଲଡ଼ପ୍ରେସର କୋନ୍ତ୍ରଲ ହେଇ ଯାଇଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button