ଜୀବନଶୈଳୀ

ସକାଳୁ ଉଠିବା ମାତ୍ରେ କୁହନ୍ତୁ ଏହି 2 ଟି ଶବ୍ଦ, ଯାହା ଚାହିଁବେ ସବୁ ମିଳିବ

ଜୀବନରେ ଲଗାତାର ଅସଫଳତା ଦେଖିବାକୁ ମିଳିବ ତ ଚିନ୍ତା ବଢ଼ିଥାଏ ଏବଂ ଭାବନା ମଧ୍ୟ ନକାରାତ୍ମକ ହୋଇଥାଏ, ଏହି କାରଣରୁ ଧନ ର ଅଭାବ ହୋଇଥାଏ । କିଛି ପୁରୁଣା ଉପାୟରୁ ଏହି ନକାରାତ୍ମକ ଭାବନା ଦୁର କରାଯାଇପାରିବ । ଭଗବାନ ଙ୍କୁ କେବଳ ଭଲ ମନରୁ ହିଁ ପ୍ରସନ୍ନ କରିହେବ କିନ୍ତୁ ସାଥିରେ ଯଦି କରିବେ ଏହି ସବୁ ଉପାୟ ତେବେ ମଧ୍ୟ ଭଗବାନ ଖୁସି ହେବେ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଆପଣ ସକାଳୁ ଉଠି କଣ କରିବେ ଯାହା ଦ୍ଵାରା ଆପଣଙ୍କ ଚିନ୍ତା ଦୁର ହେବ ଏହି ଉପାୟ ମଧ୍ୟରୁ ଯଦି ଗୋଟେ ବି ଉପାୟ ଆପଣ କରିବେ ତେବେ ଆପଣ ନିଜେ ଏହାର ଫରକ ଜାଣି ପାରିବେ ।

ସକାଳୁ ଉଠି ଏହି ସବୁ ଶବ୍ଦ କହିଲେ ଭଗବାନ ବହୁତ ଖୁସି ହୋଇ ଥାନ୍ତି । ତେବେ ଚାଲନ୍ତୁ ଜାଣିବା । ସକାଳୁ ଘର ବାହାରେ ରଙ୍ଗୋଲି କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ରଙ୍ଗୋଲୀ ଦ୍ଵାରା ଘରେ ସୁଖ ଶାନ୍ତି ବଢ଼ି ଥାଏ । କୁହାଯାଏ କି ରଙ୍ଗୋଲି ଦ୍ଵାରା ମାତା ଲକ୍ଷ୍ମୀ ଘର ପ୍ରତି ଆକର୍ଷିତ ହୋଇଥାନ୍ତି, ଏହି କାରଣ ପାଇଁ ଶୁଭ କାର୍ଯ୍ୟ ରେ ରଙ୍ଗୋଲି କରା ଯାଇଥାଏ । ଯାହା ଦ୍ଵାରା ଭଗବାନ ପ୍ରସନ୍ନ ହେବେ ଏବଂ ଘରେ ସୁଖ ଶାନ୍ତି ଲାଗୀରହିବ ।

ସକାଳୁ ଗାଧୋଇବା ପରେ ତମ୍ଭା ର କଳସ ରେ ପାଣି ଭାରନ୍ତୁ ଏବଂ ସେଥିରେ ତୁଳସୀ ପତ୍ର ପକାନ୍ତୁ ଏବଂ ଏହି ପାଣି କୁ ଘରର ଦ୍ଵାର ଏବଂ ସବୁ ରୁମ ରେ ଚିଞ୍ଚନ୍ତୁ । ଏହା ଦ୍ଵାରା ଘରେ ଥିବା ଖରାପ ଶକ୍ତି ଦୁର ହୋଇଯାଇଥାଏ ।

ସକାଳୁ ଉଠିବା ପରେ ତୁଳସୀ ଗଛ ରେ ଜଳ ଅର୍ପଣ କରନ୍ତୁ । ଭଗବାନ ବିଷ୍ଣୁ ଙ୍କ ମନ୍ତ୍ର ଜପ କରନ୍ତୁ । ” ଓମ୍ ନମଃ ଭଗବତେ ବାସୁଦେବାୟ ନମୋଃ” ।

ଘର ବାହାରେ ପ୍ରତିଦିନ ଦୀପ ଜଳାନ୍ତୁ । ଅଗ୍ନି ଶକ୍ତି ର ପ୍ରତୀକ ଅଟେ ଏବଂ ଦେବତା ମାନଙ୍କ ପ୍ରିୟ ଅଟେ । ଏହା ଦ୍ଵାରା ଘରେ ଭଲ ଶକ୍ତି ଆସିଥାଏ ଯାହା ଦ୍ଵାରା ସୁଖ ଶାନ୍ତି ବନିରହିଥାଏ ।

ସକାଳେ ଦୀପ ଏବଂ କର୍ପୁର ର ସୁଗନ୍ଧ ଧୂଆଁ ଦ୍ଵାରା ଘରେ ପବିତ୍ରତା ବଢ଼ିଥାଏ ଏବଂ ବାତାବରଣ ରେ ଖୁସି ରହିଥାଏ । ଦୀପ କୁ ଧରି ଥରେ ଘର ଚାରିପଟେ ବୁଲି ଆସନ୍ତୁ ଏହା ଦ୍ଵାରା ଘରେ କେବେବି କାହାର ଖରାପ ନଜର ପଡିନଥାଏ ।

ସକାଳୁ ଉଠି ନିଜ ହାତର ରେଖା କୁ କିଛି ସମୟ ଦେଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଥାଏ । ହାତକୁ ଦେଖି ଏହି ମନ୍ତ୍ର କୁହନ୍ତୁ” କରାଗ୍ରେ ବସତେ ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍”ଏହା ପରେ ହାତକୁ ୩ ଥର ମୁହଁରେ ବୁଲାନ୍ତୁ ଏହା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ, ସଫଳତା ମିଳିଥାଏ, ସବୁ କାମ ନିଶ୍ଚିନ୍ତ କରିବେ । ବାସ ସକାଳୁ ଉଥି ଏହି ମନ୍ତ୍ର ପଢନ୍ତୁ ଏବଂ ଏହାର ଫଳ ଦେଖନ୍ତୁ ।

ସକାଳେ ଖାଇବା ପାଇଁ କରାଯାଇଥିବା ଖାଦ୍ୟ କୁ ଖାଇବା ପୂର୍ବରୁ ଗାଈ କୁ ଦିଅନ୍ତୁ କାରଣ ଗ୍ରନ୍ଥ ଅନୁସାରେ ଗାଈ ରେ ସବୁ ଦେବୀ ଦେବତା ବାସ କରିଥାନ୍ତି । ଯଦି ସବୁଦିନ ଗାଈ ଙ୍କୁ ଖାଦ୍ୟ ଦିଆଯିବା ତେବେ ଭଗବାନ ଖୁସି ହୋଇଥାନ୍ତି ଏବଂ ଆପଣଙ୍କର ସବୁ ମନିକମାନ ପୂର୍ଣ୍ଣ ହେବ ।

ସବୁ ଦିନ ପିମ୍ପୁଡ଼ି ମାନଙ୍କୁ ଅଟ୍ଟା ରେ ଚିନି ଗୋଳାଇ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ସବୁ ପାପ ଦୁର ହେବ ଆଊ ଆପଣଙ୍କୁ ପୂର୍ଣ୍ୟ ମିଳିବ ଯାହା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button