ଏହି ଫଟୋ ଗୁଡିକ ଦେଖି ଆପଣ ମଧ୍ୟ ଡର ରେ ଥରିବେ, ଦୁର୍ବଳ ହୃଦୟ ଲୋକ ଦେଖନ୍ତୁ ନାହିଁ

ଯଦି ଆପଣ ଭୁତ ପ୍ରେତ ଉପରେ ଭରସା କରନ୍ତି ନାହିଁ ତେବେ ବି ବା ଯଦି ଆପଣ ଭରସା କରନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ହବ କିନ୍ତୁଏହା ସତ ଅଟେ । ଦୁନିଆରେ ଏମିତି କେତେକ ଥର ଏମିତି ଜିନିଷ ଦେଖା ଯାଇଛି ଯାହା ଦ୍ଵାରା ନକାରାତ୍ମକ ଶକ୍ତି ର ଆଭାସ ହୋଇଛି । ଆଜି ମଧ୍ୟ ଭୁତ ଅଛନ୍ତି ବା ନାହାନ୍ତି ଉପରେ ବାଦ ବିବାଦ ଜାରି ଅଛି ।
କେତେକ ବୈଜ୍ଞାନିକ ପାରାନର୍ମଲ କାମ ଉପରେ ଧ୍ୟାନ ଦେଇ ଥାନ୍ତି ଓ ଏହି ସମୟରେ କେତେକ ନକାରାତ୍ମକ ଶକ୍ତି ବିଷୟରେ ଜାଣିବାକୁ ପାଇଛନ୍ତି ଆଜି ଆମେ ଆପଣଙ୍କୁ ଏମିତି କିଛି ନକାରାତ୍ମକ ଶକ୍ତି ବିଷୟରେ କଥା ହବୁ ଓ ଆପଣଙ୍କୁ ତାଙ୍କୁ ଦେଖେଇବୁ ମଧ୍ୟ କିନ୍ତୁ ଆମର ଅନୁରୋଧ ଦୁର୍ବଳ ହୃଦୟ ଲୋକ ଏହାକୁ ଦେଖନ୍ତୁ ନାହିଁ ।
ଗୋଟମେନ :
ଏହି ଫଟୋ ରେ ଆପଣ ଯାହାକୁ ଦେଖି ପାରୁଛନ୍ତି ତାକୁ କଣ କୁହା ଜୀବ ମଣିଷ ବା ପଶୁ ଏହା କହି ପାରିବା ବହୁତ କଷ୍ଟକର ଅଟେ, କିନ୍ତୁ ଆମେ ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ଏହା ଗୋଟମେନ ନା ରେ ପ୍ରଚଳିତ ହୋଇ ଯାଇଛି, ଫଟୋ ରେ ଗୋଟମେନ ପାଖରେ ଗୋଟେ ସବ ଦେଖା ଯାଉଛି ।
୬ ବର୍ଷ ଝିଅ ଦ୍ଵାରା ଚିତ୍ର :
୬ ବର୍ଷ ଝିଅ ଦ୍ଵାରା ଗୋଟେ ଚିତ୍ର ବନା ଯାଇଛି ଯାହା ଦ୍ଵାରା ଯେତେବେଳେ ତା ମାଁ ବାପା କାମକୁ ପଳାନ୍ତି ଲିସା ତା ସହ ଖେଳିବାକୁ ଆସେ ଓ ଝିଅ ନିଜ ଓ ଲିସା ର ଚିତ୍ର ବନେଇ ଥିଲେ ଯାହା ଦ୍ଵାରା ଲିସା ପାଟି ଆଖି ଓ କେତେକ ଜାଗା ନାଲି ରଙ୍ଗ ଦିଆ ଯାଇ ଥିଲା ।
କିଲା ରେ ଭୁତ :
ଏହି ଫଟୋ ଗୋଟେ କିଲା ର ଅଟେ ଯେଉଁଠି ଗୋଟେ ଛାଇ ଦେଖା ଯାଉଛି, ଫଟୋ ନାଉଥିବା ଲୋକ ଅନୁଯାଇ ଫଟୋ ଉଠେଇଲା ବେଳେ ଜାଗା ଫାଙ୍କା ଥିଲା କିନ୍ତୁ ଫଟୋ ରେ କାହାର ଛାଇ ଦେଖା ଯାଉଛି ।
ତେବେ ଏହି ସବୁ ଫୋଟୋ ଯଦି ଆପଣ ଠାରେ ରାତିରେ ଏକ ଥିଲା ବେଳେ ଦେଖିବେ ତ ଆପଣଙ୍କ ମନ ମଧ୍ୟ ଡରରେ ଥରିବେ ।