ଓଡିଶା

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଲା ରଥ କାଠ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ପୁରୀରେ ପହଞ୍ଚିଛି ରଥ କାଠ l ଆସନ୍ତା ଜୁନ ୨୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହାପୂର୍ବରୁ ଓଡିଶାର ବିଭିନ୍ନ ବନଖଣ୍ଡରୁ ରଥ ନିର୍ମାଣ ଲାଗି ରଥ କାଠ ପହଞ୍ଚିଛି l ଆସନ୍ତା ରାମ ନବମୀରେ କଟକ ସ୍ଥିତ କରତ କଳରେ ରଥ କାଠ ଚିରଟ କାର୍ଯ୍ୟ ଅନୁକୂଳ ହେଵା ସହ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ l ଚଳିତ ବର୍ଷ ରଥଯାତ୍ରା କୁ ଶୃଙ୍ଖଳିତ କରିବା ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button