ଜୀବନଶୈଳୀ

କଣ ଆପଣ ଜାଣିଛନ୍ତି ସ୍ତ୍ରୀ ପୂର୍ବରୁ ସ୍ଵାମୀର କାହିଁକି ମୃତ୍ୟୁ ହୋଇଥାଏ ? ବିବାହିତ ମହିଳା ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ବ୍ୟକ୍ତି ଜୀବନ ସେତେ ଯାଏଁ ଅଧୁରା ରହିଥାଏ ଯେବେ ଯାଏଁ ତାର ଜୀବନ ସାଥି ତା ଜୀବନରେ ନ ଆସିଛି । ସ୍ଵାମୀ ସ୍ତ୍ରୀ ଦୁହେଁ ପରସ୍ପର ପରିପୂରକ ଅଟନ୍ତି । ଅର୍ଦ୍ଧାଙ୍ଗିନୀ କୁହାଯାଉଥିବା ସ୍ତ୍ରୀ ନିଜ ସ୍ଵାମୀକୁ ବଞ୍ଚିବା ପାଇଁ ଅନେକ ନୀତି ନିୟମ ପାଳନ କରିଥାଏ । ଯେମିତକୀ କରବା ଚୌଥ, ଧାର୍ମିକ ଯାତ୍ରା କରିବା, ବଟ ସାବିତ୍ରୀ ଇତ୍ୟାଦି । କିନ୍ତୁ ଆୟୁଷ ହେବା ପୂର୍ବରୁ ସ୍ବାମୀର ମୃତ୍ୟୁ ହୋଇଯାଏ । ଗରୁଡ ପୁରାଣ ଅନୁଯାୟୀ ସ୍ତ୍ରୀର କିଛି ଭୁଲ କାରଣରୁ ସ୍ଵାମୀର ଅଳ୍ପ ବୟସରେ ମୃତ୍ୟୁ ହୋଇଥାଏ । ତେବେ ଆସନ୍ତୁ ସେହି ଭୁଲ ଗୁଡିକ କଣ ରହିଛି ।

୧- ଯେବେ କୌଣସି ନାରୀ କରୱା ଚୌଥ ବା ବାଟ ସାବିତ୍ରୀ ବା କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରୁଥାଏ ସେହି ସମୟରେ ଲୁଚି କରି ଭୋଜନ ଗ୍ରହଣ କରିଥାଏ ତା ସହ ଯଦି ପାଣି ସେବନ କରିଥାଏ ତେବେ ନିକଟ ଭବିଷ୍ୟତରେ ସ୍ବାମୀର ମୃତ୍ୟୁ ହୋଇଥାଏ । ଏମିତିକି ସ୍ତ୍ରୀକୁ ଅନେକ ବର୍ଷ ଯାଏଁ ସ୍ଵାମୀ ସୁଖରୁ ବଞ୍ଚିତ ହୋଇଥାଏ । ଗରୁଡ ପୁରାଣ ଅନୁଯାୟୀ ଯେବେ ସ୍ତ୍ରୀ ସ୍ଵାମୀ ପାଇଁ ବ୍ରତ ରଖିଥାଏ ତେବେ ଭୋଜନ ଗ୍ରହଣ କରିବା ଅନୁଚିତ । ବ୍ରତକୁ ଶ୍ରଦ୍ଧା ସହକାରେ କରିବା ପରେ ବ୍ରତ ଭାଙ୍ଗିବା ଉଚିତ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଗଭୀର ହୋଇଥାଏ ।

୨- କଥା କଥାରେ ସ୍ଵାମୀର ମିଛ ରାଣ ଖାଇବା, କଥା କଥାରେ ସ୍ଵାମୀ ସହ କଳହ କରିବା, ମୁଖରୁ ସ୍ଵାମୀକୁ ଖରାପ ଭାଷାରେ ଗାଳି ଗୁଲଜ କରିବା ଘୋର ପାପ ହୋଇଥାଏ । ଏମିତି ମାନାଯାଏ ନିକଟ ଭବିଷ୍ୟତରେ ଏଭଳି ସମ୍ପର୍କ ଭାଙ୍ଗିବା ସହ ଯୁବ ଅବସ୍ଥାରେ ସ୍ଵାମୀର ମୃତ୍ୟୁ ହୋଇଥାଏ । ଅନେକ ନାରୀ ବ୍ରତ ରଖି ମଧ୍ୟ ସ୍ଵାମୀର ମିଛ ରାଣ ଖାଇବା ବା ଖରାପ ଭାଷାରେ ଗାଳି ଦେବା, ମାଡ ମାରିବା, କଥା କଥାରେ ସମସ୍ଯା ସୃଷ୍ଟି କରିବା ଦ୍ଵାରା ସ୍ଵାମୀର ମୃତ୍ୟୁ ବହୁତ ଜଲ୍ଦି ହୋଇଥାଏ । ଏମିତି ନାରୀକୁ ଗରୁଡ ପୁରାଣ ଅନୁଯାୟୀ ସ୍ଵାମୀ ସୁଖରୁ ବଞ୍ଚିତ ରହିବାକୁ ପଡିଥାଏ ।

୩- ଗରୁଡ ପୁରାଣ ଅନୁଯାୟୀ ଯେବେ କୌଣସି ନାରୀ ମାଂସ ଭକ୍ଷଣ କରିଥାଏ ତେବେ ତାର ସ୍ଵାମୀ ଯୁବ ଅବସ୍ଥାରେ ମୃତ୍ୟୁବରଣ କରିବା ସହ ସ୍ଵାମୟ କଷ୍ଟ ପାଇଥାଏ । ଗୁରୁବାର ଦିନ ନାରୀ କେଶ ଧୋଇଲେ ସ୍ବାମୀର ମୃତ୍ୟୁ ହେବା ନିଶ୍ଚିନ୍ତ ହୋଇଥାଏ । ସ୍ଵାମୀ ଥାଇ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବା ବା ନଜର ରଖିବା ମୃତ୍ୟୁର କାରଣ ହୋଇଥାଏ ।

ଯେବେ କୌଣସି ନାରୀ ନିଜର ମଙ୍ଗଳସୂତ୍ର ବାହାର କରିଥାଏ ବା ହାତରେ ଚୁଡି, ମଥାରେ ସିନ୍ଦୁର ଓ ପାଉଁଜି ପିନ୍ଧେ ନାହି ତେବେ ନିକଟ ଭବିଷ୍ୟତରେ ସ୍ଵାମୀର ମୃତ୍ୟୁ ହୋଇଥାଏ । ସ୍ଵାମୀ ଆଗରୁ ସ୍ତ୍ରୀ ଭୋଜନ କରୁଥିଲେ ସ୍ଵାମୀ ମୃତ୍ୟୁ ନିକଟତର ହୋଇଥାଏ । ରାତିରେ ବିଳମ୍ବରେ ଶୋଇବା ଓ ସକାଳେ ଡେରି ଯାଏଁ ଶୋଉଥିବା ନାରୀର ସ୍ବାମୀର ମୃତ୍ୟୁର କାରଣ ହୋଇଥାଏ ।

 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button