ମନୋରଞ୍ଜନ

ନିଜ ଫ୍ୟାନ ସହ ଜମେଇ କି ମସ୍ତି କଲେ Sonu Sood, କହିଲେ କିଛି ଏମିତି…ଶୁଣିଲେ ହସି ହସି ଗଡିଯିବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି ଲକ୍ଷାଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହେଉଛନ୍ତି । ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ନିଜ ପ୍ରାଣ ହରାଉଛନ୍ତି । ବନ୍ଧୁଗଣ ଏହିପରି ଶୋଚନୀୟ ଅବସ୍ଥାରେ କିଛି କଳାକାର ମାନେ ଜନସାଧାରଣ ମାନଙ୍କ ସାହାର୍ଯ୍ୟ କରିବା ପାଇଁ ରାସ୍ତାରେ ଓଲହାଇ ଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ କେତେକ ଲୋକ ଭଗବାନ ମାନୁ ଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସୋନୁ ସୁଦ । ବନ୍ଧୁଗଣ ଗତବର୍ଷ ପରି ଏହି ବର୍ଷ ମଧ୍ୟ ସୋନୁ ଜନସାଧାରଣ ମାନଙ୍କ ସାହାର୍ଯ୍ୟ ପାଇଁ ରାସ୍ତାକୁ ଓଲହାଇ ଛନ୍ତି ।

ସୋନୁ ନିଜ ପର୍ଶନାଲ ଲାଇଫ ଓ ନିଜ ଭଲ କାମ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତ ବର୍ଷ ସୋନୁ କରୋନା କାଳ ସମୟରେ ବହୁତ ଲୋକଙ୍କୁ ସାହାର୍ଯ୍ୟ କରିଥିଲେ । ଏହି ବର୍ଷ ମଧ୍ୟ ସୋନୁ ସମସ୍ତ ଅସହାୟ ଲୋକ ମାନଙ୍କ ପାଇଁ ଛିଡା ହୋଇଛନ୍ତି । ଅସହାୟ ଲୋକ ମାନେ ସୋନୁଙ୍କ ପାଖକୁ ଯାଇ ନିଜ ସମସ୍ୟା ବିଷୟରେ କହୁଛନ୍ତି ଓ ସୋନୁ ସେମାନଙ୍କର ସାହାର୍ଯ୍ୟ କରୁଛନ୍ତି ।

ବନ୍ଧୁଗଣ ଏହି କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । କିଛି ଲୋକ ସୋନୁଙ୍କ ପାଖକୁ ଯାଇଛନ୍ତି ଓ ସୂନୁ ତାଙ୍କ ସହ ଫଟୋ ଉଠାଉ ଥିବାର ନଜର ଆସୁଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋନୁ ସୁଦଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ସୋନୁ ତାଙ୍କ ଫ୍ୟାନ୍ସ ମାନଙ୍କ ସହ କଥା ହେଉଥିବାର ଓ ଫଟୋ ଉଠାଉ ଥିବାର ନଜର ଆସୁଛନ୍ତି ।

ସୋନୁଙ୍କର ଏହି ଭିଡିଓରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ପାଇଁ କିଛି ଗିଫ୍ଟ ମଧ୍ୟ ଆଣିଥିବାର ନଜର ଆସୁଛି । ବନ୍ଧୁଗଣ ସବୁଦିନ ସୋନୁ ଅସହାୟ ଲୋକଙ୍କ ସହାୟତା ପାଇଁ ନିଜ ଘର ବାହାରକୁ ଆସନ୍ତି ।

ଲୋକମାନେ ନିଜର ଅଲଗା ଅଲଗା ସମସ୍ୟା ନେଇ ତାଙ୍କ ପାଖକୁ ଆସି ଥାନ୍ତି ଓ ସମସ୍ତଙ୍କ ସମସ୍ୟାର ସମଧାନ ମଧ୍ୟ ସୋନୁ କରନ୍ତି । ହେଲେ ଏହି ଭିଡିଓରେ ସୋନୁ ନିଜ ଫ୍ୟାନ୍ସ ମାନଙ୍କ ସହ ମଜା ମସ୍ତି କରୁଥିବାର ନଜର ଆସୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button