ବିଚାର

ସ୍ୱାମୀଙ୍କର ଖରାପ ସମୟ ଆସିବା ପୂର୍ବରୁ ସ୍ତ୍ରୀ କରିଥାଏ ଏହି ୫ ଖରାପ କାମ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, କେଉଁ କାର୍ଯ୍ୟ କଲେ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ ଏବଂ ଆର୍ଥିକ ଅଭାବ ଦେଖା ଦେଇଥାଏ। ଶାସ୍ତ୍ର ଅନୁସାରେ ଈଶ୍ବରଙ୍କ ଇଚ୍ଛାରେ ସବୁକିଛି ହୋଇଥାଏ। ତେଣୁ ଜାଣତରେ ହେଉ ଅବା ଅଜାଣତରେ କିଛି ଏଭଳି ଭୁଲ ଆମ ଦ୍ଵାରା ହୋଇଥାଏ, ଯାହାଫଳରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଖାଇବା ସମୟରେ ଉଭୟ ସ୍ତ୍ରୀ ଓ ପୁରୁଷ ବ୍ୟକ୍ତି କେବେବି ଗୋଡ଼ ହଲାଇବା ଉଚିତ ନୁହେଁ। ଏହାଦ୍ବାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଯେଉଁ ଘରର ଲୋକେ ରାତିରେ ଅଇଁଠା ବାସନ ନଧୋଇ ଶୋଇ ଥାଆନ୍ତି, ସେମାନଙ୍କ ଘରେ ଦେବୀ ଲକ୍ଷ୍ମୀ ବାସ କରନ୍ତି ନାହିଁ। ସେହି ଘର ଖୁବ୍ ଶୀଘ୍ର ଦରିଦ୍ର ହେବାକୁ ଲାଗେ। ଯଦି ଆପଣଙ୍କର ପାଦ ଝାଡୁ ଦେହରେ ଲାଗି ଯାଏ, ତାହେଲେ ଶୀଘ୍ର ପ୍ରଣାମ କରନ୍ତୁ। ଝାଡୁ ଦେହରେ ପାଦ ବାଜିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ।

ଯେଉଁ ଘରେ ଲୋକେ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ସାରି ଥାଆନ୍ତି, ସେହି ପରିବାର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଅଧିକ ସମୟ ଶୋଇ ରହୁଥିବା ଲୋକଙ୍କ ଘରେ କେବେବି ଦେବୀ ଲକ୍ଷ୍ମୀ ରହନ୍ତି ନାହିଁ। କୁହାଯାଏ କି ଦେବୀ ଲକ୍ଷ୍ମୀ ଚଞ୍ଚଳି ହୋଇଥାନ୍ତି। ତେଣୁ କେବେବି ଗୁରୁବାର ଦିନ ଅନ୍ୟମାନଙ୍କୁ ଟଙ୍କା ଦାନ କରନ୍ତୁ ନାହିଁ। ନଚେତ ଆପଣଙ୍କୁ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button