ବିନା ପରିଶ୍ରମ ରେ କେବଳ ୩ ଦିନ ରେ ବିକ୍ସ ଭାପୋରବ ଦ୍ଵାରା କମାନ୍ତୁ ପେଟର ଚର୍ବି- ଜାଣନ୍ତୁ କେମିତି

ଏହା ସମସ୍ତେ ଜାଣିଛନ୍ତି ଯେ ବିକ୍ସ କେଉଁ କାମରେ ଉପଯୋଗ ହୋଇଥାଏ, ବିକ୍ସ ଥଣ୍ଡା ଜର ରେ କାମରେ ଆସିଥାଏ ଏହା ଦ୍ଵାରା ଶରୀରକୁ ଗରମ ଅନୁଭବ ହୋଇଥାଏ ଓ ଥଣ୍ଡା କମିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ବିକ୍ସ ର ଉପଯୋଗ ଦେଖେଇବାକୁ ଯାଉଛୁ ଯାହା ପରେ ଆପଣ ମଧ୍ୟ କହିବେ ଏମିତି ବି ହୋଇପାରେ ? ତେବେ ଯଦି ଆମେ ଏହା କହିବୁ ଯେ ବିକ୍ସ ଦ୍ଵାରା ପେଟ ଚର୍ବି କମି ପାରିବ ତେବେ କଣ ଆପଣ ଆମ କଥା ମାନିବେ ?
ବହୁତ ଥର ଏମିତି ମଧ୍ୟ ହୋଇଥାଏ ଯେ ଆମ ପେଟ କମି ଯାଏ କିନ୍ତୁ ଚର୍ବି ଯାହାକୁ ସେଇଆ ରୁହେ ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ଆଣିଛୁ ଯାହା ଦ୍ଵାରା ଆପଣ ନିଜ ପେଟ ଚର୍ବି ଆରମରେ କମେଇ ପାରିବେ ।
ତେବେ ଆସନ୍ତୁ ଜାଣିବା ବିକ୍ସ ଦ୍ଵାରା କେମିତି ଚର୍ବି କମେଇବା ତେବେ ବିକ୍ସ ବେପୋରବ ରେ ଏମିତି ୪ଟି ଜିନିଷ ଥାଏ ଯାହା ପେଟ ଚର୍ବି କମ କରିବାରେ ସାହାଯ୍ୟ କରିଥାଏ । କୁହାଯାଇଛି ଯେ ବିକ୍ସ ରେ ୟୁକେଲିପ୍ଟସ ଆୟଲ, ଟରପେନଟାଇନ ଆୟଲ, କୈମ୍ଫର ଓ ଲିୱର ମେଂଥୋଲ ଉପଲବ୍ଧ ଥାଏ, ଯାହା ନା କେବଳ ଆପଣଙ୍କ ପେଟ ଚର୍ବି କମ କରିନଥାଏ ଏହା ସହ ଆପଣଙ୍କ ପେଟ ଉପରେ ଥିବା ଷ୍ଟ୍ରେଚ ମାର୍କ୍ସ ମଧ୍ୟ ଲିଭେଇ ଥାଏ ।
ତେବେ ପେଟ ଚର୍ବି କମ କରିଆ ପାଇଁ ଆପଣଙ୍କୁ ୪ଟି ଜିନିଷ ଦରକାର ପଡିଥାଏ, ସର୍ବ ପ୍ରଥମେ ଆପଣଙ୍କୁ ଗୋଟେ ବିକ୍ସ ବେପୋରବ, ଗୋଟେ ଛୋଟ କର୍ପୁର, ଟିକେ ବେକିଙ୍ଗ ସୋଡା ଏବଂ କୌଣସି ପ୍ରକାର ଅଲକୋହଲ ଏହି ୪ଟି ଜିନିଷ ଆପଣଙ୍କୁ ଦରକାର ପଡିବ । ଏହା ପରେ ଗୋଟେ ଚାମଚ ବିକ୍ସ ବେପୋରବ ନିଅନ୍ତୁ ଏହା ପରେ ଗୋଟେ ଛୋଟ କର୍ପୁର ବାଟି ସେଥିରେ ମିଶେଇ ଦିଅନ୍ତୁ, ଏହା ପରେ ଅଧା ଚାମଚ ବେକିଙ୍ଗ ସୋଡା ଓ ଟିକେ ଏଲକୋହଲ ମିଶାଇ ମିକ୍ସ କରି ନିଅନ୍ତୁ ।
ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ଗୋଟେ ଶିଶି ରେ ରଖି ଦିଅନ୍ତୁ, ଏହି ମିଶ୍ରଣ ରାତିରେ ପେଟ ଉପରେ ଲଗାଇ କୌଣସି ପ୍ଲାଷ୍ଟିକ ରେ କବର କରି ସୋଇ ପଡନ୍ତୁ, ଏହି ଉପାୟ ଦ୍ଵାରା ୩-୪ ଦିନରେ ଗୋଟେ ଇଞ୍ଚ କମି ଜୀବ । ତେବେ ଆପଣ ଥରେ ବ୍ୟବହାର କରି ଦେଖନ୍ତୁ ଆପଣଙ୍କୁ ନିଜେ ଜଣା ପଡି ଜୀବ ଯେ ଏହା କାମକରୁଛି କି ନାହିଁ ।