ମନୋରଞ୍ଜନ

South ସଙ୍ଗେ ଟକ୍କର ଦେବ ଦମନ, ଦେଖନ୍ତୁ ଆସିଲା ବଡ ଅପଡେଟ, ମୁମ୍ବାଇରେ ବାବୁଶାନ

ନମସ୍କାର ବନ୍ଧୁଗଣ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଯାଉଛି ଓଡିଆ ଫିଲ୍ମ ଦମନ ଏବେ ସବ୍ ଟାଇଟେଲ୍ ଥାଇ ଭାରତର ବିଭିନ୍ନ ସହରରେ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥିବା ବେଳେ ହିନ୍ଦୀ ଭାଷାରେ ଖୁବ୍ ଶୀଘ୍ର ରିଲିଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ଏହି ଫିଲ୍ମର ନିର୍ଦ୍ଦେଶକ ବିଶାଲ ମୁର୍ଜା |

ତେବେ ଅରିଜିନାଲ କଣ୍ଟେଣ୍ଟ ଆଉ ଦମଦାର ଅଭିନୟ ପାଇଁ ଏହି ସିନେମାକୁ ଖାଲି ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ବୋହୁତ ଭଲ ପାଇବା ମିଳୁଛି ଯାହାକି ବଡ଼ ବଡ଼ ନେସ୍ନାଲ୍ ମିଡ଼ିଆ ମଧ୍ୟ ଏହି ଚଳଚ୍ଚିତ୍ରକୁ କଭର୍ ଅପ୍ କରୁଛନ୍ତି ତେବେ ଏହି ଚଳଚ୍ଚିତ୍ର ମୁମ୍ବାଇ ଚେନ୍ନାଇ ବେଙ୍ଗାଲୁରୁ ଅହମଦାବାଦ କଲିକତା ରାୟପୁର ଭଳି ସହରର ବିଭିନ୍ନ ପ୍ରେଖ୍ୟାଳୟରେ ପ୍ରଦର୍ଶିତ ହେଉଛି ତେବେ ଏହାକୁ ଅଣଓଡ଼ିଆ ଲୋକମାନେ ମଧ୍ୟ ପସନ୍ଦ କରିବାରେ ଲାଗିଛନ୍ତି।

ତେବେ ଏହାକୁ ଦେଖି ଫିଲ୍ମ ନିର୍ଦ୍ଦେଶକ ବିଶାଲ ମୁର୍ଜା ଏହାକୁ ହିନ୍ଦୀ ଭାବରେ ଡବ କରିବାକୁ ପ୍ଲାନିଂ କରୁଛନ୍ତି କିନ୍ତୁ ଏହି ଫିଲ୍ମକୁ କିଏ ଡବ୍ କରିବେ ସଙ୍କେତ ମେହେସ୍ତ୍ରେ କରିବେ କିମ୍ବା ନିଜେ ବାବୁସାନ୍ ହିନ୍ଦୀରେ ଏହାକୁ ଡବ କରିବେ ତାହାର କୌଣସି ସୂଚନା ମିଳିନାହିଁ ତେବେ ଏହି ଫିଲ୍ମକୁ ଦେଖିବାର ସୁଯୋଗ ପାଇଛନ୍ତି ଗଜପତି ଜିଲ୍ଲାର ଅନାଥ ଅନ୍ତବାସି ଫିଲ୍ମ ଦେଖିବା ପାଇଁ ଅନ୍ତବାସିଙ୍କ ସ୍ବପ୍ନ ଥିବାବେଳେ ଏହି ସ୍ଵପ୍ନକୁ ପୂରଣ କରିଛନ୍ତି |

ପାରଳାଖେମୁଣ୍ଡିର ଜଣେ ମେରାଇନ୍ ଇଞ୍ଜିନିୟର ଦେବିପ୍ରସାଦ ଦାସ ଅନାଥ ଆଶ୍ରମରେ ଅନ୍ତବାସିଙ୍କ ନାଥ ସାଜି ପ୍ରାୟ ୮୩ ଜଣ ଗଜପତିର ଏହି ପ୍ରେଖ୍ୟାଳୟରେ ଫିଲ୍ମ ଦେଖାଇଥିଲେ ଦେବିପ୍ରସାଦ ଫିଲ୍ମ ହଲ୍ ରେ ଟିକେଟ କରିବା ସହିତ ନିଜେ ମଧ୍ୟ ସେମାନଙ୍କ ସହ ବସି ଫିଲ୍ମ ଦେଖିଥିଲେ ତେବେ ପ୍ୟାନ ଇଣ୍ଡିଆରେ ଦମନ ସିନେମା ଓଲିଉଡର ଏକ ବାଟ ତାହା କହିବା ଭୁଲ୍ ନୁହେଁ କାରଣ ନେସ୍ନାଲ୍ ଲେବୁଲ୍ ରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ପ୍ରାୟତଃ କେହି ଜାଣିନଥିଲେ |

କିନ୍ତୁ ଦମନ ଚଳଚ୍ଚିତ୍ର ସାହାଯ୍ୟରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ବର୍ତ୍ତମାନ ସମସ୍ତେ ଜାଣିବାକୁ ଲାଗିଛନ୍ତି ତେବେ ଜଣେ ଡାକ୍ତର ରୋଗୀକୁ ସାହାଯ୍ୟ କରେ ରୋଗୀକୁ ବଞ୍ଚାଏ କିନ୍ତୁ ଏଠି ଜଣେ ଡାକ୍ତର ଓଲିଉଡ ଇଣ୍ଡଷ୍ଟ୍ରିକୁ ବଞ୍ଚିବାର ଦେଖିବାକୁ ମିଳୁଛି ତେବେ ଯଦି ଆପଣମାନେ ଏହି ଫିଲ୍ମଟିକୁ ଦେଖିଛନ୍ତି ତେବେ ଆପଣମାନଙ୍କୁ ଏହି ଫିଲ୍ମ କେତେ ଭଲ ଲାଗିଛି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button