ବିଚାର

ନୂଆବର୍ଷ 2023 ରେ ଏହି 4ଟି ପକ୍ଷୀ ଘରକୁ ଆସିଲେ, ମିଳିଥାଏ ଏହି ଶୁଭ ସଂକେତ…. ଭୁଲରେ ବି ଅଣଦେଖା କରନ୍ତୁ ନାହିଁ

ବନ୍ଧୁଗଣ ଆମ ମଣିଷ ମାନଙ୍କର ଜୀବନ ଆମ ଆଖ ପାଖର ବାତାବରଣ ଦ୍ଵାରା ହିଁ ପ୍ରଭାବିତ ହୋଇଥାଏ । ଏହାସହ ପଶୁପକ୍ଷୀ ମାନେ ଆମ ଜୀବନ ର ଏକ ଭିନ୍ନ ଅଙ୍ଗ ଅଟନ୍ତି । ଋଷି, ତାନ୍ତ୍ରିକ ତଥା ଆଧ୍ୟାତ୍ମିକ ମାଧ୍ୟମ ରେ ପକ୍ଷୀ ମାନଙ୍କୁ ନ ଆକେବଳ ଜ୍ଯୋତିଷ ତଥା ଆମ ମଣିଷ ମାନଙ୍କର ଭାଗ୍ଯର ସହ ଯୋଡିଛନ୍ତି । ଏପରିକି ପକ୍ଷୀ ମାନଙ୍କର ଉପଯୋଗ ଶକୁନ ଜ୍ଯୋତିଷ, ତାନ୍ତ୍ରିକ ଉପଚାର ଓ ଶାରୀରିକ ଓ ମାନସିକ ରୋଗ ର ନିବାରଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।

ପକ୍ଷୀ ମାନଙ୍କୁ ସ୍ଵତନ୍ତ୍ରତା, ନବୀନ ବିଚାର, ଆନନ୍ଦ, ମୁକ୍ତି, ପ୍ରଶଂସା, ପ୍ରଜନ୍ନନ ଶକ୍ତି, ମାନସିକ ଏବଂ ଆତ୍ମାର ଯାତ୍ରା ଓ ପ୍ରେରଣା ର ପ୍ରତୀକ ମନା ଯାଇଥାଏ । ପରନ୍ତୁ ଏହାର ବିପରୀତ ଆମକୁ ଏମାନଙ୍କ ଦ୍ଵାରା କିଛି ଅପବାଦ ମଧ୍ୟ ମିଳିଥାଏ ।

ଯେପରିକି ଶୁଆ ଅଚାନକ ଭାବରେ ହିଁ ଘରକୁ ଆସିଯିବା, ମୟୂର ଘରେ ନୃତ୍ୟ କରିବା, କୁକୁଡା ସକାଳେ ସକାଳେ ବୋବେଇବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । କିଛି ପକ୍ଷୀ ଙ୍କର ଘରକୁ ଆସିବା ଅଶୁଭ ଫଳଦାୟକ ହୋଇଥାଏ । ସକାଳୁ ସକାଳୁ ଘରକୁ ପାରା ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ ।

କିନ୍ତୁ ଯଦି ସନ୍ଧ୍ୟା ସମୟରେ ପାରା ଘରକୁ ଆସି ଘୁମୁରିବା ଶବ୍ଦ କରେ, ତେବେ ଏହା ଘରେ ଚୋରୀ ହେବାର ସଂକେତ ଦେଇଥାଏ । ଦ୍ଵିତୀୟ ପକ୍ଷୀ ଟି ହେଉଛି ପେଚା । ଧାର୍ମିକ ମତ ଅନୁସାରେ ପେଚା କୁ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କର ବାହନ ବୋଲି କୁହାଯାଇ ଥାଏ ।

ଏପରି ରେ ଦୀପାବଳି ରାତିରେ ଘର ର ଅଗଣା କୁ ଧଳା ପେଚା ଆସିବା ବା ଧଳା ପେଚା ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ପେଚା ଘରେ ପଶିବା ଅଶୁଭ ସଂକେତ ହୋଇଥାଏ । ଏଠାରେ ବନ୍ଧୁଗଣ କହି ରଖୁଚୁ କି ଧଳା ପେଚା ଶୁଭତା ର ପ୍ରତୀକ ହେବା ସମୟ ରେ କଳା ପେଚା ଅଶୁଭତା ର ଓ ନକରତ୍ମକତା ସଂକେତ ଦେଇଥାଏ । ଶାଗୁଣା ଏକ ଏପରି ପକ୍ଷୀ ଅଟେ ।

ଯେ କି ଘର କୁ ଆସିବା ଆସିବା ଦ୍ଵାରା ଧନ ହାନି ହେବାର ସଂକେତ ଦେଇଥାଏ । କାଉ ଯଦି କୌଣସି ବ୍ୟକ୍ତି ର ମୁଣ୍ଡ ଉପରେ ଆସି ବସିଯାଏ, ତେବେ ସେହି ବ୍ୟକ୍ତି ର ମାନ ସମ୍ମାନ ରେ ଆଞ୍ଚ ଆସିବାର ସମ୍ଭାବନା ଥାଏ । ଏହାଛଡା ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଘରକୁ ବାଦୁଡି ଆସିବାର ଅସୁହ ହୋଇଥାଏ । ଏହା ମୃତ୍ୟୁ ର ସୂଚକ ଦେଇଥାଏ । ଛୋଟ ଛୋଟ ଚଢେଇ ମାନେ ଯଦି ଘର ର ନିକଟ ସ୍ଥାନ ରେ କେଉଁଠି ନିଜର ବସା ବାନ୍ଧିଥାନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ତାହାସହ ବନ୍ଧୁଗଣ ଚିଲ ଏକ ଏପରି ପକ୍ଷୀ ଅଟେ । ଯାହା ମୃତ ଜୀବ ମାନଙ୍କୁ ଖାଇଥାଏ । କିନ୍ତୁ ଯଦି ଆପଣ ଙ୍କୁ ସବୁ ଦିନ ଚିଲ ଦେଖାଯିବାରେ ଲାଗେ, ତେବେ ଏହାର ଅର୍ଥ ଆପଣ ମାନଙ୍କ ଉପରେ ପୂର୍ବଜ ଙ୍କର ଆଶୀର୍ବାଦ ରହିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା, ତାହା ଆପଣ ଆମକୁ ତଳେ କମେଣ୍ଟ ରେ ଲେଖି ଜଣାଇବାକୁ ଭୁଲିବେନି। ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button