ଓଡିଶା

ବାରିପଦା ମେଡିକାଲରେ ଅଗ୍ନିକାଣ୍ଡ – Utkal Mail


ବାରିପଦା,ଏନ୍‌ଏନ୍‌ଏସ୍‌: ବାରିପଦା ପିଆରଏମ୍ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟିଛି । ମେଡିକାଲର ୩ୟ ମହଲା ପ୍ରସୂତି ବିଭାଗରେ ନିଆଁ ଲାଗିଥିବା ଜଣାପଡ଼ିଛି । ପ୍ରଥମେ ଓଟିରୁ ସଟସର୍କିଟ ହେବା ପରେ ନିଆଁ ଲାଗିଥିଲା । ୩ୟ ମହଲାର ଆଇସିୟୁ ୱାର୍ଡରେ ଥିବା ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ଦୀର୍ଘ ସମୟ ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ନିଆଁ ଲିଭି ଯାଇଥିଲେ ମଧ୍ୟ ଏବେ ସୁଦ୍ଧା ଧୂଆଁ ବାହାରୁଛି । ଅଗ୍ନିକାଣ୍ଡରେ କୌଣସି ରୋଗୀଙ୍କର କିଛି କ୍ଷତି ଘଟିନଥିବା ନେଇ ସୂଚନା ମିଳିଛି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button