ମନୋରଞ୍ଜନ

ଗରମକୁ ମାତ୍‌ ଦେବ ‘ଫ୍ରୁଟ୍‌ କକଟେଲ ଫ୍ଲଫ୍‌’, ମାତ୍ର ଦୁଇ ମିନିଟ୍‌ରେ ହେବ ପ୍ରସ୍ତୁତ

ନାଁଟି ଶୁଣି ଟିକେ ଅଡୁଆ ଲାଗୁଛି। କିନ୍ତୁ ପ୍ରସ୍ତୁତ କରିବା ଅତିସହଜ। ଗରମ ଦିନରେ ପ୍ରତ୍ୟେକ ମଣିଷ କିଛି ନା କିଛି ଥଣ୍ଡା ଖାଇବାକୁ କିମ୍ବା ପିଇବାକୁ ଇଚ୍ଛା କରିଥାଏ। ଯାହା ଆପଣଙ୍କ ମନ ଏବଂ ଶରୀରକୁ ମଧ୍ୟ ଥଣ୍ଡା ରଖିଥାଏ। ଏମିତି ଏକ ରେସପି ଆଜି ଆମେ କହିବୁ, ଯାହା ମାତ୍ର ଦୁଇ ମିନିଟ୍‌ଷର ପ୍ରସ୍ତୁତ ହେବ। ଯାହାକୁ ପିଇ ଆପଣ ଫ୍ରେସ୍‌ ଅନୁଭବ କରିବେ। ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଫ୍ରୁଟ୍‌ କକ୍‌ଟେଲ ଫ୍ଲଫ୍‌।

ft

ଆବଶ୍ୟକ ସାମଗ୍ରୀ :

ଚୀଜ କ୍ରିମ୍‌ : ୧୦୦ ଗ୍ରାମ

କ୍ରିମ : ୧/୪ କପ୍‌

ମାର୍ଶମେଲୋ : ୧/୪ କପ୍‌

ଫ୍ରୁଟ କକଟେଲ : ୧ କପ୍‌

22

ପ୍ରସ୍ତୁତି କରିବାର ବିଧି :

କ୍ରିମ୍‌କୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। କ୍ରିମ୍‌କୁ ସ୍ମଦ ହେଲା ପର୍ଯ୍ୟନ୍ତ ପେଣ୍ଟିଦିଅନ୍ତୁ। ଏବେ ଏଥିରେ ଚିଜ୍‌ କ୍ରିମକୁ ମିଶାଇବା ପରେ ସେଥିରେ ମାର୍ଶମେଲୋ ଏବଂ ଫ୍ରୁଟ୍‌ କକଟେଲକୁ ଭଲଭାବେ ମିଶାଇ ଦିଅନ୍ତୁ। ଏହା ପରେ ଥଣ୍ଡା ହେବା ପାଇଁ ଫ୍ୟିଜରେ ଅଧଘଣ୍ଟା ପାଇଁ ରଖିଦିଅନ୍ତୁ। ତା’ ପରେ ଥଣ୍ଡା ଥଣ୍ଡା ପରଷନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button