ଶରୀରରେ ହଠାତ ପବନ ଅଟକି ଗଲେ କ’ଣ କରିବେ ? ଜାଣନ୍ତୁ ଏହାର ଘରୋଇ ଉପାୟ

ସୂଚନା ଅନୁସାରେ ଆପଣ ପ୍ରତିଦିନ ସ୍ନାନ କରିଥାନ୍ତି । କେତେକ ବ୍ୟକ୍ତି ଏମିତି ଅଛନ୍ତି କି ଯେଉଁମାନେ ଦିନକୁ ଦୁଇଥର ମଧ୍ୟ ସ୍ନାନ କରିଥାନ୍ତି । ପ୍ରତିଦିନ ଗାଧୋଇବା ଦ୍ଵାରା ଆପଣଙ୍କ ଦେହରେ ଥିବା ଜୀବାଣୁ ବାହାରି ଯାଇଥାଏ । ଏହା ସହିତ ଆପଣଙ୍କ ଶରୀର ଧୂଳି ମଇଳା ମୁକ୍ତ ହୋଇ ଆପଣ ସତେଜ ଅନୁଭବ କରିଥାନ୍ତି । ପ୍ରତିଦିନ ସକାଳୁ ଉଠି ନିଜର ନିତ୍ୟ କର୍ମ ସାରି ଆପଣ ସୂର୍ଯ୍ୟ ନମସ୍କାର କରିଥାନ୍ତି । ଏହି ସୂର୍ଯ୍ୟ ନମସ୍କାର କରିବାର ଅନେକ ନିୟମ ରହିଥାଏ ।
ଆଜି ଆମେ ଏହି ସୂଚନା ବିଷୟରେ ଆପଣଙ୍କୁ ଅବଗତ କରାଇବୁ । ବର୍ଷକୁ ବାର ମାସ ପଡିଥାଏ । ଏହି ବାର ମାସରେ ଆପଣ ୧୨ଟି ଅଲଗା ଅଲଗା ନାମରେ ଭଗବାନ ସୂର୍ଯ୍ୟଙ୍କୁ ସମ୍ବୋଧନ କରି ପ୍ରଣାମ କରିବେ । ଅର୍ଥାତ ଗୋଟିଏ ମାସରେ ଗୋଟିଏ ନାମ ପୁଣି ଆର ମାସରେ ଆଉ ଗୋଟିଏ ନାମ ଏହିପରି କରି ବାର ମାସରେ ୧୨ ନାମରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଡାକି ତାଙ୍କର ପୂଜା କରିବେ ।
ଏପରି କରିବା ଦ୍ଵାରା ଆପଣଙ୍କୁ ଅଖଣ୍ଡ ସୁଖ ପ୍ରାପ୍ତି ହୋଇଥାଏ । ଆପଣ ବୈଶାଖ, ଜେଷ୍ଠ ଓ ଆଷାଢ ମାସରେ ଏହି ନାମରେ ପ୍ରଭୁ ସୂର୍ଯ୍ୟଙ୍କୁ ଡାକି ପ୍ରଣାମ କରିବେ । ବୈଶାଖ ମାସରେ ଓମ୍ ତପନ ନାଥାୟ ନମଃ କହି ସୂର୍ଯ୍ୟ ନମସ୍କାର କରିବେ । ଜେଷ୍ଠ ମାସରେ ଓମ୍ ମିତ୍ରାୟ ନମଃ କହି ସୂର୍ଯ୍ୟ ପ୍ରଣାମ କରିବେ । ଆଷାଢ ମାସରେ ଓମ୍
ଆପଣ ଏହି ନିୟମର ପାଳନ କରିଲେ ଆପଣଙ୍କ ଘରେ ସୁଖ ଓ ଶାନ୍ତିର ବାତାବରଣ ଦେଖାଯିବା ସହିତ ଘରେ ଧନ, ସମ୍ପତି ବୃଦ୍ଧି ପାଇଥାଏ । ବହୁତ ଲୋକଙ୍କର ବେଳେ ବେଳେ ଶରୀରରେ ପବନ ଅଟକି ଯାଇଥାଏ । ଯାହାକୁ ଆମେ ରକା ବୋଲି କହିଥାଉ । ଶରୀରରେ ଏହି ରକା ପଶିଯିବା ଦ୍ଵାରା ଆପଣଙ୍କୁ ସେହି ଜାଗାରେ ବହୁତ ପେନ୍ ହୋଇଥାଏ । ଆପଣ ସେହି ଜାଗାକୁ ଆଉ ହଲଚଲ କରିପାରନ୍ତି ନାହିଁ ।
ଏକ ଘରୋଇ ଉପାୟରେ ଆପଣ ଏହି ରକାକୁ ନିହାତି ଭାବରେ ଭଲ କରିପାରିବେ । ଗୋଟିଏ ରସୁଣ ଆଣନ୍ତୁ ଏବଂ କିଛି ସନ୍ଧବଲବଣ ବା ସନ୍ଧବଲୁଣ ଆଣନ୍ତୁ । ପ୍ରଥମେ ରସୁଣକୁ ଛେଚି ଦିଅନ୍ତୁ । ତାପରେ ସେହି ଛେଚା ଯାଇଥିବା ରସୁଣରେ କିଛି ଗନ୍ଧବଲୁଣ ମିଶାଇ ଦେଇ ଗୋଳାଇ ଦିଅନ୍ତୁ । ତାପରେ ଏକ କପଡାରେ ତାକୁ ବାନ୍ଧି ନିଆଁରେ ଦେଖେଇ ଟିକେ ଗରମ କରିଦିଅନ୍ତୁ।
ସେହି କପଡାକୁ ଆଣି ଯେଉଁ ଜାଗାରେ ରକା ପଶିଥିବ ସେହି ସ୍ଥାନରେ ସେହି କପଡାକୁ ଥୋଇ ବାରମ୍ବାର ସେକ ଦିଅନ୍ତୁ । ଦେଖିବେ ବହୁତ ଶୀଘ୍ର ଆପଣ ରକା ଭଲ ହୋଇଯିବ । ଆପଣଙ୍କର ଯେତେବେଳେ ମଧ୍ୟ ପବନ ଅଟକି ଥିବ ଏହି ରେମିଡିକୁ ଟ୍ରାଏ କରିବା ଦ୍ଵାରା ନିହାତି ରକା ଭଲ ହୋଇଯିବ