ଦେଶ ବିଦେଶ

ପ୍ରଥମ ଥର ଯୁବକ NONSTOP ଚଢ଼ୀଲେ ହେଲିକପ୍ଟର : ଆପଣବି ଦେଖିଲେ ବି ଆଶ୍ଚର୍ଯ୍ୟ ହେବେ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ କୁହାଯାଏ କି ବେଳେ ବେଳେ କିଛି ଏଭଳି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଅନେକ କିଛି କଥା ଶିଖିବାକୁ ମଧ୍ୟ ପାଇଥାନ୍ତି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ମନଛୁଆ କିଛି ନୂଆ ଟେକ୍ନିକ ଦେଖିବାକୁ ମିଳିଛି | ତାହା ସହିତ ସେହି ଭଳି ଭିଡ଼ିଓ ଟି ମସ୍କୁଇଟ ଷ୍ଟାଇଲ ରେ ବନାଯାଇଛି |ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

କୁହାଯାଉଛି କି ଆଜି କାଲି ଲୋକ ମାନେ ନିଜର ବୁଦ୍ଧି ବଳରେ କେତେ ଅସାଧ୍ୟ କୁ ମଧ୍ୟ କରିକି ଦେଖାଇ ପାରୁଛନ୍ତି | ଆଉ ତାହା ସହିତ ତାଙ୍କର ଜ୍ଞାନ ଓ କୌଶଳ କୁ ବ୍ୟବହାର କରିକି ନୂଆ ନୂଆ ଟେକ୍ନିକ ପ୍ରୟୋଗ କରି କିଛି ନୂଆ ଉଦ୍ଭାବନ କରିବା ପାଇଁ ଲାଗୁଛନ୍ତି ଯାହା ଆମ ପାଇଁ ଅନେକ ଦରକାରୀ ହୋଇଥାଏ ଆଉ ଆମର ଉନ୍ନତି ରେ ସହାୟକ ହୋଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ମସ୍କୁଇଟ ଷ୍ଟାଇଲ ରେ ଉଡ଼ାଜାହାଜ ବିନେଇବାର ପ୍ରସେସ

ଆଉ ଯେଉଁଠି ଭାଇରାଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଲୋକ ଜଣଙ୍କ ନିଜର ନୂଆ ଟେକ୍ନିକ କୁ ପ୍ରୟୋଗ କରିକି ବନାଇବା ପାଇଁ ଲାଗିଛନ୍ତି ସୁନ୍ଦର ଉଡ଼ାଜାହାଜ ଟିଏ | ଆଉ ଯେଉଁଥିରେ ଦେଖିବାକୁ ମିଳିଛି ଲୋକ ଜଣଙ୍କ ସେଥିରେ ବସି ଉଡି ମଧ୍ୟ ପାରୁଛନ୍ତି ଆଉ କିଛି ବି ଅସୁବିଧା ଦେଖିବାକୁ ମିଳୁନାହିଁ ସେଥିରେ | ଏହା ବ୍ୟତୀତ ସେହି ଉଡ଼ାଜାହାଜ ରେ ରିମୋଟ ମଧ୍ୟ ଲାଗିଛି ଯାହା ସାହାଯ୍ୟ ରେ ଆପଣ ମାନେ ଉଡ଼ାଜାହାଜ କୁ କଂଟ୍ରୋଲ ମଧ୍ୟ କରିପାରିବେ ଓ ଆପଣ ଙ୍କ ଇଚ୍ଛା ଅନୁସାରେ ଆପଣ ତାହାକୁ ଉପରକୁ ଉଡାଇ ମଧ୍ୟ ପାରିବେ ଓ ତଳେ ମଧ୍ୟ ରଖି ପାରିବେ ବୋଲି କୁହାଯାଉଛି |

ତେବେ ଏହି ଭଳି ନିଜର ବୁଦ୍ଧି କୁ ପ୍ରୟୋଗ କରିକି ସୁନ୍ଦର ଭାବରେ ଉଡ଼ାଜାହାଜ ଉଡାଇବାର ପ୍ରୋସେସ ସମସ୍ତ ଙ୍କୁ ବେଶ ଆକୃଷ୍ଟ ମଧ୍ୟ କରେଇଛି ବୋଲି କୁହାଯାଉଛି | ତାହା ସହିତ ଏକ ନୂଆ ଟେକ୍ନିକ ମଧ୍ୟ ଲୋକ ମାନେ ଜାଣି ପାରିଲେ ଯାହା ସେମାନଙ୍କୁ ଆଗକୁ ଯିବାରେ ଓ ନୂଆ ନୂଆ ଜିନିଷ ପ୍ରସ୍ତୁତି କରିବା ପାଇଁ ଦିଗଦର୍ଶନ ଦେବ | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button