ବିଚାର

କଣ ଖାଇଲେ ପାଠ ଶୀଘ୍ର ମନେ ରହିବ ପାଠ ମନେ ରଖିବାକୁ ମେଡିସିନ୍ 100 % ଗ୍ୟାରେଣ୍ଟି ସ୍ମରଣ ଶକ୍ତି ବଢିବ ?

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବିଷୟରେ କହିବୁ ଯାହା ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ। ତେବେ ଭଗବାନ ସମସ୍ତଙ୍କୁ ସମାନ ଭାବରେ ଗଢ଼ି ନଥାନ୍ତି। କେତେକ ପିଲା କ୍ଲାସ୍ ରେ ଟପ୍ ହେଉଥିବା ବେଳେ ଆଉ କେତେକ ପିଲା ଲାଷ୍ଟ ହୋଇଥାନ୍ତି। କେତେକ ପିଲା ଭଲ ପାଠ ପଢୁଛନ୍ତି ତ ଆଉ କେତେକ ପିଲା ଭଲ ପାଠ ପଢ଼ୁ ନାହାନ୍ତି। କେତେକ ପାଠକୁ ଶୀଘ୍ର ମନେ ରଖୁଛନ୍ତି ତ ଆଉ କେତେକ ପିଲା ପାଠକୁ ଶୀଘ୍ର ମନେ ରଖିପାରୁ ନାହାନ୍ତି। ଏହି ଅସୁବିଧା ପ୍ରାୟତଃ ନିର୍ଭର କରିଥାଏ ମନେ ରଖିବା ଶକ୍ତି ଉପରେ। ଆମ ମନ ପାଠକୁ କେତେ ଗ୍ରହଣ କରି ପାରୁଛି, କେତେ ମନେ ରଖି ପାରୁଛି, କେତେ ଶୀଘ୍ର ମନେ ରଖୁଛି ତାହା ଉପରେ ଆମ ପାଠ ନିର୍ଭର କରେ।

ତେବେ ଆପଣମାନେ ଭାବୁଥିବେ ଏମିତି କିଛି ଜିନିଷ ଥାନ୍ତା ଯାହାକୁ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇ ପାରିଥାନ୍ତା। ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କ ସ୍ମରଣ ଶକ୍ତି ନିଶ୍ଚିତ ରୂପେ ବୃଦ୍ଧି ପାଇବ। ତେବେ କିଛି ବାଦାମ, ମିଶ୍ରି, ମଧୁରି କୁ ନେଇ ଗୁଣ୍ଡ କରି ରଖିବେ।ରାତିରେ ଶୋଇବା ପୂର୍ବରୁ ଅଳ୍ପ ଉଷୁମ ପାଣି ରେ ଦୁଇ ଚାମଚ ପ୍ରସ୍ତୁତ ହୋଇଥିବା ଗୁଣ୍ଡ କୁ ମିଶାଇ ଦିଅନ୍ତୁ। ଏହାକୁ ନିୟମିତ ପିଇଲେ ସ୍ମରଣ ଶକ୍ତି ନିଶ୍ଚୟ ବୃଦ୍ଧି ପାଇଥାଏ। ତାହାଛଡ଼ା ସବୁବେଳେ ଶାକାହାରୀ ହେବା ପାଇଁ ଚେଷ୍ଟା କରିବେ। କାରଣ ଆଗରୁ ଯେତେ ମୁନି ଋଷି ଥିଲେ ସେମାନେ ବହୁତ ଜ୍ଞାନୀ ଥିଲେ।

ଆଉ ସମସ୍ତେ ଶାକାହାରୀ ଥିଲେ ମଧ୍ୟ। ଆମିଷ ଜମାରୁ ଖାଉ ନଥିଲେ ଏବଂ ତାଙ୍କର ସ୍ମରଣ ଶକ୍ତି ଅତି ପ୍ରଖର ଥିଲା। ଏଥିରୁ ଜଣା ପଡ଼ାଥାଏ ଯେ ଶାକାହାରୀ ହେଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ସେଥିପାଇଁ ଆପଣମାନେ ମଧ୍ୟ ଚେଷ୍ଟା କରିବେ ଶାକାହାରୀ ହେବାକୁ ଆଉ ଆମିଷ କୁ ତ୍ୟାଗ କରିବାକୁ। ଆପଣ ଶାକାହାରୀ ହେବା ଦ୍ଵାରା ଆମ ସ୍ମରଣ ଶକ୍ତି ବଢ଼ିବାର ୯୦ ପ୍ରତିଶତ ଚାନ୍ସ ରହିଥାଏ। ତାହା ଆମ ଇତିହାସ ରୁ ଜଣାପଡ଼େ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button