ଓଡିଶା

ନାଳକୁ ଖସିଲା କାର; ଅଳ୍ପକେ ବର୍ତ୍ତିଲା ୫ ଜୀବନ

ଳାବାଡିଆ: ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡ଼ିଲା କାର। ଅଳ୍ପକେ ବର୍ତ୍ତିଲା ଦୁଇଟି ପରିବାରର ପାଞ୍ଚ ଜଣଙ୍କ ଜୀବନ। ପୂଜା ଛୁଟିରେ ବୁଲିବାକୁ ଯାଇଥିଲେ ଅଯୋଧ୍ୟା। ସେଠାରୁ ଘରକୁ ଫେରୁଥିବା ସମୟରେ ବାଙ୍ଗିରିପୋଷି ଥାନା ଅଧୀନ ଧୋଡାଙ୍ଗୀରି ନିକଟରେ ଘଟିଛି ଦୁର୍ଘଟଣା। ଏଥିରେ ଆହତ ହୋଇଥିବା ପାଞ୍ଚ ଜଣକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପି.

ଆର. ଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button