ଏଥିରୁ ମାତ୍ର 2 କପ ପ୍ରତିଦିନ ପିଅନ୍ତୁ…ସବୁବେଳେ ଫିଟ ରହିବ Liver…ସମସ୍ତ ପ୍ରକାରର ପେଟ ରୋଗ ହେବ ଗାୟବ…

ଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଉପଚାର ଯାହାକୁ ଯଦି ଆପଣ ପ୍ରତିଦିନ ମାତ୍ର ୨ ଥର ସେବନ କରିଥାନ୍ତି, ତେବେ ଆପଣ ଚିରଦିନ ପାଇଁ ଲିଭର ଜନିତ ସମସ୍ଯା ରୁ ମୁକ୍ତ ହୋଇ ପାରିବେ । ବନ୍ଧୁଗଣ ଆଜିର ସମୟରେ କେବଳ ଆମ ଭାରତ ରେ ହିଁ ପ୍ରାୟତଃ ୩୨ ଶତକଡା ର ଲୋକ କେବଳ ଲିଭର ଜନିତ ସମସ୍ୟାରେ ଗ୍ରସ୍ତ ହୋଇଥାନ୍ତି । ବନ୍ଧୁଗଣ ଲିଭର ଜନିତ ସମସ୍ଯା ଶୁଣିଲେ ହିଁ ସମସ୍ତେ ଭାବିଥାନ୍ତି କି ଆଲ୍କୋହଲ ର କାରଣରୁ ହିଁ ଲିଭର ଜନିତ ସମସ୍ଯା ଦେଖା ଦେଇଥାଏ ।
କିନ୍ତୁ ବନ୍ଧୁଗଣ ଅନେକ କ୍ଷେତ୍ରରେ କିଛି ରୋଗୀ ଏପରି ମଧ୍ୟ ଥା’ନ୍ତି । ଯେଉଁମାନେ କି ନିଜ ଜୀବନରେ ଥରେ ମଧ୍ୟ ଆଲ୍କୋହଲ ନେଇ ନଥାନ୍ତି । ତେଣୁ ଯାଞ୍ଚ ରୁ ଜଣା ଯାଇଛି ଯେ ଲିଭର ଜନିତ ସମସ୍ଯା ପ୍ରାୟତଃ ଭିନ୍ନ ଭିନ୍ନ କାରଣରୁ ଦେଖା ଦେଇଥାଏ । ବନ୍ଧୁଗଣ ଯଦି ଆପଣଙ୍କୁ ଲିଭର ଜନିତ କୌଣସି ଅସୁବିଧା ହୋଇଥାଏ, ତେବେ ଆପଣ କେବଳ ଉପଚାର ଟିର ବ୍ୟବହାର ଦ୍ଵାରା ସମସ୍ତ ଲିଭର ଜନିତ ସମସ୍ଯାରୁ ମୁକ୍ତ ହୋଇ ପାରିବେ ।
ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ ଏକ ଗ୍ଲାସ ପାଣି ନିଅନ୍ତୁ । ଏହା ପରେ ଆପଣ ଗ୍ରୀନ ଟି ଏକ ଚାମଚ, ଏକ ଚାମଚ ଲେମ୍ବୁ ରସ, ଏକ ଚାମଚ ମହୁ, ଏକ ଚାମଚ ମୁଲେଠି ଗୁଣ୍ଡ ଓ ଏକ ଚାମଚ ଅଦା ରସ । ବନ୍ଧୁଗଣ ଏହି ସବୁ କିଛି ଏପରି ଜିନିଷ ଯାହାକି ଆପଣଙ୍କ ଲିଭର କୁ ସୁରକ୍ଷା ପ୍ରଦାନ କରିଥାଏ ।
ବନ୍ଧୁଗଣ ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଗ୍ଯାସ ଉପରେ ଏକ ପାତ୍ର ବସାନ୍ତୁ । ବର୍ତ୍ତମାନ ଏଥିରେ ୧ ଗ୍ଲାସ ପାଣି ଓ ଏହି ପାଣି ରେ ଦୁଇ ଖଣ୍ଡ ମୁଲେଠି କୁ ଠିକେ ଛେଚି ଏଥିରେ ପକେଇ ଦିଅନ୍ତୁ । ଏବଂ ଏଥିରେ ଏକ ଚାମଚ ଅଦା ଛେଚି ପକାଇ ଦିଅନ୍ତୁ । ବର୍ତ୍ତମାନ ଏହାକୁ କିଛି ସମୟ ଭଲ ଭାବରେ ଫୁଟିବାକୁ ଛାଡି ଦିଅନ୍ତୁ । ଏହା ଭଲ ଭାବରେ ଫୁଟିଲା ପରେ ଏହାକୁ ଗ୍ଯାସ ରୁ କାଢି ନିଅନ୍ତୁ । ଏହି ଗରମ ପାଣି ରେ ନିଆଁ ରୁ କାଢିଲା ପରେ ଏଥିରେ ଏକ ଚାମଚ ଗ୍ରୀନ ଟି କୁ ପକାଇ ଦିଅନ୍ତୁ ।
୨ ମିନିଟ ପରେ ଏହାକୁ ଏକ କପରେ ଛାଣି ନିଅନ୍ତୁ । ବର୍ତ୍ତମାନ ଏହି ଚାହା ରେ ଏକ ଚାମଚ ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶାଇ ଏହାର ସେବନ ଦିନକୁ ଦୁଇ ଥର କରିବା ଦ୍ଵାରା ଆପଣ ସମସ୍ତ ପ୍ରକାରର ଲିଭର ଜନିତ ସମସ୍ଯାରୁ ମୁକ୍ତ ହୋଇପାରିବେ । ଆପଣ ଏହାକୁ ଦିନରେ ୧୧ ଟା ରୁ ୧୨ ଟା ବେଳେ, ନଚେତ ସନ୍ଧ୍ୟା ୫ ଟା ରୁ ୬ ଟା ମଧ୍ୟ ରେ ଆପଣ ଏହାକୁ ଯଦି ମାତ୍ର ୨୧ ଦିନ ଧରି ସେବନ କରିବେ ତେବେ ଆପଣ ସବୁ ପ୍ରକାର ଲିଭର ଜନିତ ସମସ୍ଯାରୁ ମୁକ୍ତ ହୋଇପାରିବେ ।