କ୍ରାଇମ

ରାଜଧାନୀରେ ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ, ୧୦୨ ବାଇକ୍‌ ଜବତ – Utkal Mail


ଭୁବନେଶ୍ବର: ଆଜି ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ କରାଯାଇଥିଲା। ରଙ୍ଗ୍‌ ରୁଟ୍‌ ଡ୍ରାଇଭିଂ ଉପରେ ଆଜିର ଏନ୍‌ଫୋର୍ସମେଣ୍ଟ ଡ୍ରାଇଭ୍‌ କରାଯାଇଥିଲା। ଏହି ଅଭିଯାନରେ ଆଜି ୧୦୨ ବାଇକ୍‌ ଜବତ କରାଯାଇଛି। ଜବତ ଗାଡ଼ିଗୁଡ଼ିକୁ ନେଇ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ୍ ଦାଖଲ ହୋଇଛି। ଆଗକୁ ଏହିପରି ଡ୍ରାଇଭ୍‌ ଜାରି ରହିବ ଏବଂ ପାର୍ବଣ ଆସୁଥିବାରୁ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button