ଜୀବନଶୈଳୀ

ଆଜି ରାତିରେ କାଗଜରେ ଏହି 3 ଟି ଅକ୍ଷର ଲେଖି ଚୁପଚାପ୍ ଏଠି ରଖି ଦିଅନ୍ତୁ- ଯାହା ମାଗିବେ ତାହା ମିଳିବ

ନମସ୍କାର ବନ୍ଧୁଗଣ ତେବେ ଭଗବାନ ହନୁମାନ ଙ୍କ ପୂଜା ବହୁତ ଶକ୍ତିଶାଳୀ ହୋଇଥାଏ ଏବଂ ହନୁମାନ ଙ୍କ ପୂଜା କିମ୍ବା ନାମ ରେ ଯେ କୌଣସି ଇଛା କୁ କାମନା କରାଯାଇ ଥାଏ ତାହା ମଧ୍ୟ ସବୁ ପୂର୍ଣ୍ଣ ହୋଇ ଯାଇଥାଏ । ତେବେ ପ୍ରଭୁ ଶ୍ରୀରାମ ହନୁମାନ ଙ୍କୁ ଏକ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ କହିଥିଲେ କି କଳିଯୁଗ ରେ ସମସ୍ତେ ତୁମର ଆରାଧନା କରିବେ ଏବଂ ତୁମ୍ଭର ପୂଜା ଏହି ଯୁଗରେ ବହୁତ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ହେବ । ଯିଏ ହନୁମାନ ଙ୍କ ପୂଜା ଅର୍ଚ୍ଚନା ନିଜ ହୃଦୟ ରୁ ଏବଂ ଭକ୍ତି ଭାବ ସହ କରିବ ସେ ନିଶ୍ଚୟ ଉଚିତ ଫଳ ପ୍ରାପ୍ତ କରିବ ।


ତେବେ ଆପଣମାନେ ନିଜର ବ୍ୟସ୍ତ ବହୁଳ ଜୀବନରେ ବହୁତ ଚିନ୍ତିତ ମଧ୍ୟ ଥିବେ ଏବଂ ବ୍ୟବସାୟ , ଚାକିରୀ କିମ୍ବା ଘର ର ବିଭିନ୍ନ ସମସ୍ୟା କିମ୍ବା ଧନ ର ବୃଦ୍ଧି ର ଚି-ନ୍ତା କୁ ନେଇ ସବୁବେଳେ ଅଶାନ୍ତ ମନରେ ରହୁଥିବେ ତେବେ ସେହି ଚି-ନ୍ତା ରୁ ମୁ-କ୍ତି ପାଇବା ପାଇଁ ଏକ ସହଜ ଉପାୟ କହିବୁ । ଯାହା ଦ୍ୱାରା ଆପଣ ନିଜର ସମସ୍ତ ସମସ୍ୟା ରୁ ମୁ-କ୍ତି ହେବା ସହ ନିଜର ସମସ୍ତ ଅସୁବିଧା ର ସମାଧାନ ମଧ୍ୟ ପାଇବେ । ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ବିଷୟ ରେ ।


ତେବେ ଉପାୟ ଟି ହେଉଛି ଆପଣ ଏକ ସାଧା କାଗଜ ଟି ନିଅନ୍ତୁ ଏବଂ ସେଥିରେ ନାଲି ସିନ୍ଦୂର ରେ ଏକ ସ୍ୱସ୍ତିକ ଚିହ୍ନ ବନାନ୍ତୁ ଏବଂ ତାର ଆର ପଟେ ୭,୮,୬ ଲେଖି ଦିଅନ୍ତୁ ଏବଂ ଏହା ସହ ଏକ ମନ୍ତ୍ର ମଧ୍ୟ ଲେଖନ୍ତୁ ଯାହାକି “ହନୁ ହନୁମନ୍ତେ ରୁଦ୍ରତ୍ମକାୟ ହମ ଫଟ ସ୍ୱହା” । ଏହି ମନ୍ତ୍ର କୁ ୧୧ ଥର ପଢନ୍ତୁ ।

ଏହା ପରେ ଘରେ ଯଦି ହନୁମାନ ଙ୍କ ମୂର୍ତ୍ତି ଥାଏ ,  ତେବେ ତାଙ୍କ ଗୋଡ ତଳେ ରଖି ଦିଅନ୍ତୁ କିମ୍ବା କୌଣସି ହନୁମାନ ମନ୍ଦିର ରେ ରଖି ଦିଅନ୍ତୁ ଏବଂ ନିଜର ମନୋକାମନା କୁ ଭଗବାନ ହନୁମାନ ଙ୍କ ଆଗରେ କହି ଦିଅନ୍ତୁ ।

ଏହା ପରେ ସେହି କାଗଜ କୁ ପାଣି ରେ ପକାଇ ଦିଅନ୍ତୁ । ତେବେ ଗୋଟିଏ କଥାର ଧ୍ୟାନ ଦେବେ ଯେପରି ଏହି ଉପାୟ କଲା ବେଳେ କେହି ବି ଆପଣ ଙ୍କୁ ଦେଖିବେ ନାହିଁ । ତେବେ ଏହି ଉପାୟ ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button