ସ୍ୱାସ୍ଥ୍ୟ

ବାସୀ ମୁହଁରେ ବାସୀ ଗରମ ପାଣି ପିଇଲେ ମୂଳରୁ ଶେଷ ହୁଏ ୨୦ ଭୟଙ୍କର ରୋଗ

ଆମେ ଛୋଟ ବେଳୁ ଏହା ଶୁଣି ଆସୁଛୁ ଯେ ଆମ ଶରୀର ପାଣି ଦ୍ଵାରା ନିର୍ମିତ ଅଟେ, ଆମ ଶରୀରରେ ୭୦% ପାଣି ଅଟେ ଏବଂ ଆମ ଶରୀରକୁ ସବୁଠାରୁ ଅଧିକ ପାଣି ଦରକାର ହୋଇଥାଏ ସେଥିପାଇଁ ଆମକୁ ଏମିତିକା ଜିନିଷ ଗ୍ରହଣ କରିବା ଉଚିତ ଯାହା ପାଣି ଦ୍ଵାରା ପରି ପୂର୍ଣ ହୋଇଥିବ, ତେବେ ଆଜିକା ଲୋକ କଣ କରୁଛନ୍ତି ଏବେ ଲୋକ ଥଣ୍ଡା ପାଣି ଫ୍ରିଜରୁ ବାହାର କରି ପିଉଛନ୍ତି ଏବଂ ବୋତଲ ପାଣି ସେବନ କରୁଛନ୍ତି ଯାହା ଆମ ଶରୀର ପାଇଁ ବିଷାକ୍ତ ଜିନିଷ ଭଳି କାମ କରିଥାଏ, ପାଣି ଆମ ଶରୀର ପାଇଁ ବହୁତ ମହତ୍ଵପୂର୍ଣ ଜିନିଷ ଅଟେ ।

Image Courtesy: Google

ଆମ ମୁଣ୍ଡ ୭୫% ପାଣି ଦ୍ଵାରା ନିର୍ମାଣ ହୋଇଥାଏ ବା ଆମ ମୁଣ୍ଡରେ ୭୫% ପାଣି ହୋଇଥାଏ, ଏହା ଛଡା ଆମ ହୃଦୟ ୭୦% ପାଣି ହୋଇଥାଏ ଓ ଆମ ଲଙ୍ଗସ୍ ୮୩% ପାଣି ଯୁକ୍ତ ହୋଇଥାଏ ଏହା ଛଡା ଆମ ଶରୀର ହାଡ ଯାହାକୁ ଆମେ କଠୋର ବୋଲି କହିଥାଉ ତାହା ମଧ୍ୟ ୩୫% ପାଣି ଯୁକ୍ତ ହୋଇଥାଏ ।

Image Courtesy: Google

ଆଜିକା ସମୟରେ ଲୋକ ଧର୍ମ ମାନୁ ନାହାନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ପୁରୁଣା ସମୟରେ ଧର୍ମ ନାରେ ଯାହା କରା ଯାଉଥିଲା ତାହା ଆମ ମାନବ ପାଇଁ କଲ୍ୟାଣ କାରୀ ହେଉଥିଲା ଆପଣ ନଦୀରେ ତାମ୍ବା ସିକା ପକେଇ ନିଜ ମନ ଇଛା କହିବା କଥା ଶୁଣିଥିବେ ଏହା ଦ୍ଵାରା କାହା ମନ ଇଛା ପୂର୍ଣ ହେଲା ବା ନାହିଁ ତାହା ଜଣା ନାହିଁ କିନ୍ତୁ ତାମ୍ବା ଦ୍ଵାରା ନଦୀ ପାଣି ସଫା ହେଉଥିଲା, ପୁରୁଣା ସମୟରେ ଲୋକ ତାମ୍ବା ବାସନରେ ପାଣି ରଖିବା ଏବଂ ପିଇବା ପସନ୍ଦ କରୁଥିଲେ କିନ୍ତୁ ବର୍ତମାନ ସମସ୍ତଙ୍କ ଘରେ ଷ୍ଟିଲ ଆଲୁମିନିଅମ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ନୁହ ।

Image Courtesy: Google

ଯେଉଁ ଲୋକଙ୍କୁ ଲୋ ବିପି ଅଛି ତାଙ୍କୁ ଏହି ରୋଗ ଥଣ୍ଡା ଫ୍ରିଜ ପାଣି ପିଇବା ଦ୍ଵାରା ହୋଇଥାଏ ଥଣ୍ଡା ପାଣି ଦ୍ଵାରା ଶ୍ମଲ ଇନଟେସଟାଇନ ଛୋଟ ହେଇଥାଏ ଯାହା ଦ୍ଵାରା ହଜମ କରିବାରେ ଅସୁବିଧା ହୋଇଥାଏ ଏହି ଭଳି ଲୋକଙ୍କ ସ୍ମରଣ ଶକ୍ତି ମଧ୍ୟ କମ ହୋଇଥାଏ । ଆମ ହୃଦୟ ମଧ୍ୟ ଥଣ୍ଡା ପାଣି ପିଇବା ଦ୍ଵାରା ଦୁର୍ବଳ ହୋଇଥାଏ, ସେଥିପାଇଁ ଥଣ୍ଡା ପାଣି ପିଅନ୍ତୁ ନାହିଁ, ଯଦି ପାରୁଛନ୍ତି ତେବେ ସାମାନ୍ଯ ବା ଉଷୁମ ପାଣି ପିଅନ୍ତୁ, ଗରମ ପାଣି ମଧ୍ୟ ପିବା ଉଚିତ ନୁହ । ଉଷୁମ ପାଣି ଆମ ଶରୀରର ବହୁତ ଭୟଙ୍କର ରୋଗ ନିବାରଣ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button