ଦେଶ ବିଦେଶ

ମହିଳାଙ୍କ ବେଡରୁମ୍‌ ଲାଇଫକୁ ନଷ୍ଟ କରିଦିଏ ମଦ, କମାଏ ଯୌନ ସନ୍ତୁଷ୍ଟି

ଅଧିକ ମାତ୍ରାରେ ମଦ୍ୟପାନ କରିବା ସମସ୍ତଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ। କିନ୍ତୁ ମହିଳାମାନେ ଅଧିକ ମଦ୍ୟପାନ କରିବା ସେକ୍ସ ଲାଇଫ୍‌କୁ ମଧ୍ୟ ପ୍ରଭାବିତ କରିଥାଏ। ମଦ୍ୟପାନ କରିବା ଦ୍ୱାରା ଏହା ଆମ ବୁଝି ବିଚାର କରିବା କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଏମିତିରେ ଅଧିକ ମଦ୍ୟପାନ କରିବା ଦ୍ୱାରା ମହିଳାମାନେ ନିଜର ବୁଝି ବିଚାରି କାମ କରିବା କ୍ଷମତା କମ୍‌ କରିବସନ୍ତି। ଏଥିପାଇଁ କେବେ କେବେ ମହିଳାମାନେ ଅନିଚ୍ଛାକୃତ ଗର୍ଭର ସାମ୍ନା କରନ୍ତି।

life

ମଦ୍ୟପାନର ପ୍ରଭାବ କେବଳ ମସ୍ତିଷ୍କ ନୁହେଁ ବରଂ ଶରୀର ଉପରେ ମଧ୍ୟ ପଡିଥାଏ। ଅଧିକ ପିଇବା ଦ୍ୱାରା ମହିଳାମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ। ଏଥିପାଇଁ ସେମାନେ କମ୍‌ ସମୟରେ ମଧ୍ୟରେ ନିଜର ମନକୁ ଶାନ୍ତି କରିଦିଅନ୍ତି।

alachol

କେବଳ ଏତିକି ନୁହେଁ, ମଦ୍ୟପାନ କରିବା ଦ୍ୱାରା ରକ୍ତ ସଂଚାଳନ ଠାରୁ ଆରମ୍ଭ କରି ଯୌନ ସନ୍ତୁଷ୍ଟି ଉପରେ ଧ୍ୟାନ ଦେବା ହ୍ରାସ କରିଦିଏ। ଯେଉଁଥିପାଇଁ ଆପଣଙ୍କ ସେକ୍ସ ଲାଇଫ ଯନ୍ତ୍ରଣା ଦାୟକ ହୁଏ। ଏପରି ସ୍ଥିତିରେ ରଫ୍‌ ସେକ୍ସ ଆପଣଙ୍କ ପ୍ରାଇଭେଟ ପାର୍ଟକୁ କ୍ଷତି ପହଞ୍ଚାଏ। ଏକ ରିସର୍ଚ୍ଚ ମୁତାବକ, ଯଦି ମହିଳାମାନେ ସୀମିତ ମାତ୍ରାରେ ମଦ୍ୟପାନ କରନ୍ତି , ତେବେ ତାହା ଯୌନ ସମ୍ପର୍କ ରଖିବାର ଇଚ୍ଛାକୁ ବଢାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button