ଦେଶ ବିଦେଶ

ମୋଦି ସରକାରଙ୍କ ନୂଆ Jojona ଏହି ଯୋଜନାରେ ସବୁ ମହିଳା ମାନଙ୍କୁ ମିଳିବ ମାସିକ ଟଙ୍କା, ସବୁ ହିତାଧିକାରୀ ମାନେ ଜାଣିରଖନ୍ତୁ

ଏବେ ଏବେ କେନ୍ଦ୍ର ସରକାର ଘୋଷଣା କଲେ ଆଉ ଏକ ନୂଆ ଯୋଜନା ଯେଉଁ ଯୋଜନାର ନାମ ହେଉଛି ଗାଁ ଝିଅ ଯୋଜନା ଏହି ଯୋଜନାରେ ଗାଁ ଝିଅ ମାନଙ୍କୁ ମିଳିବ ପାଞ୍ଚ ହଜାର ଟଙ୍କା କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଖବର ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ଶେଷରେ ଯୁବତୀ ତଥା ମହିଳାଙ୍କ ବିକାଶ କ୍ଷେତ୍ରରେ ବେଶ୍ ପ୍ରାଧାନ୍ୟ ଦେଉଛନ୍ତି କେନ୍ଦ୍ର ସରକାର । ମହିଳାଙ୍କ ବିକାଶଧାରାକୁ ଆଗେଇବା ପାଇଁ ସରକାର ଆଉ ଏକ ନୂଆ ଯୋଜନା ଆଣୁଛନ୍ତି ।

ଏହି ଯୋଜନାରେ ଗ୍ରାମାଞ୍ଚଳର ଝିଅମାନେ ବେଶ୍ ଲାଭ ପାଇପାରିବେ । କାରଣ ନୂଆ ଯୋଜନା ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଝିଅମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଉଛି । କେନ୍ଦ୍ର ସରକାରଙ୍କ ମହିଳା ମାନଙ୍କୁ ସମାଜରେ ଆର୍ଥିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ମଜଭୁତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି | ବର୍ତ୍ତମାନ ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର, ‘ଗାଁ ଝିଅ ଯୋଜନା’ ।

ଏହି ଯୋଜନାରେ ପ୍ରତ୍ୟେକ ବର୍ଷ ଗାଁର ଝିଆମାନଙ୍କର ଆକାଉଣୁ ଖୋଲାଯିବା ସହ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ବିଶେଷ କରି ଛାତ୍ରୀମାନଙ୍କୁ ଏହି ଯୋଜନାରେ ଅଧିକ ଗୁରୁତ୍ଵ ଦିଆଯାଉଛି । ଗ୍ରାମାଞ୍ଚଳର ଝିଅମାନଙ୍କୁ ଆତ୍ମନିର୍ଭର କରାଇବା ହିଁ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ରହିବ । ବିଶେଷ କରି ଶିକ୍ଷା କ୍ଷେତ୍ରରେ ଝିଅମାନଙ୍କ ଆଗ୍ରହ ସଖି କରିବାକୁ ଏହି ଯୋଜନା ପ୍ରମୁଖ ଭୂମିକା |

ଗାଁ ଝିଅ ଯୋଜନାର ଲାଭ ପାଇବାକୁ ଜଣେ ଛାତ୍ରୀ ଦ୍ବାଦଶ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ରଖୁଥିବା ଆବଶ୍ୟକ । ଆର୍ଥିକ ଅନଗ୍ରସର ସ୍ଥିତିରେ ଥିବା ପରିବାରର ଝିଅମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ସମସ୍ତ ବର୍ଗର ଛାତ୍ରୀଙ୍କ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ | ୧୦ ମାସ ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟକୁ ୫୦୦ ଟଙ୍କା ଲେଖାଏଁ ମୋଟ ୫୦୦୦ ଟଙ୍କା ପଠାଇବେ ସରକାର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button