ଜୀବନଶୈଳୀ

ଏବେଠୁ ସବୁ ପୁଅ ମାନେ ନିହାତି ଭାବେ ଜାଣି ରଖନ୍ତୁ ଏହି କଥା ନହେଲେ ପରେ ପସ୍ତେଇବେ

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଚଉଠି ରାତିରେ ପୁରୁଷଙ୍କ କର୍ତ୍ତବ୍ୟ କଣ ରହିଛି। ତେବେ ବନ୍ଧୁଗଣ ପ୍ରଥମ ମିଳନର ମୁହୂର୍ତ୍ତ ଜୀବନର ଅମୂଲ୍ୟ ସମୟ। ପ୍ରଥମ ମିଳନ ସମୟରେ ପୁରୁଷ ନିଜ ମନ ଏବଂ ଶରୀର ଉପରେ ଦୃଢ଼ ସଞ୍ଜମ ନିୟନ୍ତ୍ରଣ ପ୍ରାପ୍ତ କରିବେ।
ତେବେ ପ୍ରଥମ ମିଳନ ପ୍ରଥମ ପରିଚୟ ଦିନ ପୁରୁଷ ସ୍ତ୍ରୀର ନିକଟକୁ ଆସିଥାନ୍ତି। ସେହି ସମୟରେ ସ୍ତ୍ରୀଙ୍କର ରୁଚି କଣ, ତାଙ୍କର ବିଚାର କଣ, ସେ କିପରି ଜୀବନକୁ କଳ୍ପନା କରନ୍ତି ଆଦି ଏସବୁ ଜାଣିବା ପୁରୁଷଙ୍କର ଆବଶ୍ୟକ।
ଏହାରି ଆଧାର ଉପରେ ପୁରୁଷ ନିଜ ସ୍ତ୍ରୀଙ୍କ ଅନ୍ତର ପ୍ରତିଲିଙ୍ଗ ଦେଖିପାରିବେ। ଆଜି କାଲି ଝିଅ ମାନେ ପୁରୁଣା ଯୁଗର ଝିଅ ମାନଙ୍କ ଅପେକ୍ଷା ଅଧିକ ଭାବୁକ। ତେବେ ପୁରୁଷ ଯଦି ନିଜର ପ୍ରେମ ପ୍ରଦଶର୍ନ ଦ୍ଵାରା ନବବଧୂର ହୃଦୟକୁ ଜିତି ପରେ ତାହାଲେ ନିଶ୍ଚିତ ତାଙ୍କର ଦାମ୍ପତ୍ୟ ଜୀବନ ଶୁଭାଆରମ୍ଭ ହେବ।
ନବବଧୂ ର ମନ ସ୍ଥିତିର ଅନ୍ଦାଜ ଲଗାଇବା ବେଳେ ଏକଥା ଭୁଲିଯିବା ଉଚିତ ନୁହେଁ ଯେ, ବିଚାରି ନିଜର ମାତା, ପିତା, ଭାଇ ବନ୍ଧୁ, ପରିଜନ ତଥା ସଖୀ ବାନ୍ଧବଙ୍କୁ ଛାଡି ଏକ ନୂତନ ନୂତନ ସ୍ଥାନକୁ ଆସିଛନ୍ତି।
ଏଠାରେ ତାଙ୍କର ନିକଟରେ ସମସ୍ତେ ଅପରିଚିତ, ଏପ୍ରକାର ସ୍ଥିତିରେ ପତି ନିଜ ପତ୍ନୀଙ୍କୁ ଆସ୍ଵସ୍ଥି କରିବା ଯାହା ଦ୍ଵାରା ସେ ନୂତନ ବାତାବରଣ ଗ୍ରହଣ କରି ପାରିବେ। ମନ ବୈଜ୍ଞାନିକ ନିଜର ଦୃଷ୍ଟି କୋଣରୁ ବାହାରକୁ ମଧୁ ଯାମିନୀ ପାଳନ କରିବାକୁ ଯିବା ଉଚିତ୍।
କାରଣ ସେହି ଯାତ୍ରାରେ ଏକ ପ୍ରକାର କ୍ଳାନ୍ତି ଆସିଥାଏ। ପତି ପତ୍ନୀ ପରସ୍ପର ପ୍ରଚ୍ଛନ୍ନ ସ୍ଵଭାବତ ଗୁଣକୁ ଆଲାଚନକୁ ଆଣିବେ ଏବଂ ମନର ଗଣ୍ଠିକୁ ଖୋଲିବେ। ପରସ୍ପର ଦୁଧ ଓ ମିଶ୍ରି ଭଳି ମିଶିଯିବେ। ଏହିଭଳି ମିଳନ ଉଭୟକୁ ସାରାଜୀବନ ସୁଖ ଦେବ।
ପ୍ରଥମ ମିଳନ ସୁଖଦ ସ୍ମୃତି ଜୀବନର ଦାମ୍ପତ୍ୟ ପ୍ରେମର ଗଛ ମୂଳରେ ଜୀବନ ସାର ପାଣି ଦେଉଥିବ। ପତି କେବେ ହେଲେ ନିଜର ନବବଧୂ ସମ୍ମୁଖରେ ଅନ୍ୟ ସ୍ତ୍ରୀର ସୌନ୍ଦର୍ଯ୍ୟ, ଗୁଣ, ଅଥବା ରହିବା ବା ଚାଲିବାର ଢଙ୍ଗ ଓ ଲୁଗା ପୋଷାକର ପ୍ରଶଂସା କରିବା ଉଚିତ୍ ନୁହେଁ।
ପ୍ରଥମ ରାତିରେ ସ୍ଵାମୀଙ୍କର ଉଚିତ୍ ଯେ ସଂଭବ କରିବା ପାଇଁ କେବେ ହେଲେ ତତ୍ପର ହେବ କଥା ନୁହେଁ। ପ୍ରଥମ ରାତି ପ୍ରସ୍ତାବନ ପ୍ରେମନିମନ୍ତେ ଉଦ୍ଧିଷ୍ଟ। ପ୍ରେମାଳପ ମାଧ୍ୟମରେ ପତ୍ନୀକୁ ହାଲକା ଆଲିଙ୍ଗନ ବା ଚୁମ୍ବନ ହେଉଛି ପ୍ରଥମ ରାତିର ମିଳନକୁ ପ୍ରସସିଗ୍ଧ କରିଥାଏ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button