ଓଡିଶା

ଦୁର୍ନୀତିକୁ କେବେ ସରକାର ପ୍ରଶୟ ଦେବେ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୮/୮: ଜଳ ସମ୍ପଦ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖି କହିଛନ୍ତି କି ଦୁର୍ନୀତି ଗ୍ରସ୍ତଙ୍କୁ ମାଫ ନାହିଁ । ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ଦୁର୍ନୀତି ଗ୍ରସ୍ତ ଅଧିକାରୀ ବିରୁଦ୍ଧରେ ଆକ୍ସନ ବ୍ୟାପକ ହେବ ।

ଦୁର୍ନୀତିକୁ କେବେ ସରକାର ପ୍ରଶୟ ଦେବେ ନାହିଁ ।

ଦୁର୍ନୀତି ରାଜ୍ୟର ବିକାଶରେ ବାଧକ । ତେଣୁ ଆମ ସରକାର ପ୍ରଥମ ଦିନରୁ ଦୁର୍ନୀତି ବିରୁଦ୍ଧରେ ଶୁନ୍ୟ ସହନଶୀଳତା ପନ୍ଥା ଅବଲମ୍ବନ କରି ଆସୁଛନ୍ତି । ଅନେକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଭିଜିଲାନ୍ସ ଜରିଆରେ ଆକ୍ସନ ନିଆଯାଉଛି । ଆଗକୁ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button