ସତ ହେଲା ମାଳିକା ବଚନ! ମଣିଷ ଖାଇଲା ମଣିଷ ମାଂସ, ଓଡିଶାରେ କଳି ଯୁଗର ଶେଷ ଲକ୍ଷଣ ! ସତରେ କଣ ଶେଷ ହେବ କଳିଯୁଗ ?
ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସତ ହୋଇଗଲା ମାଳିକା ବଚନ ମଣିଷ ଖାଇଲା ମଣିଷ ମାଂସ ଓଡିଶାରେ କଳିଯୁଗର ଶେଷ ଲକ୍ଷଣ । କଣ ସତରେ ଗୋଟି ଗୋଟି କରି ସତ ହେଉଛି ମାଳିକା ବଚନ । ସତରେ କଣ ସରିଆସୁଛି ଏ କଳିଯୁଗ ଯାହା ମହାପୁରୁଷ ଅଚିତନନ୍ଦ ଲେଖିଥିଲେ ତାହା ଆଜି ଅକ୍ଷର ଅକ୍ଷର ସତ ହେବାକୁ ଯାଉଛି । ପୂର୍ବରୁ ମଧ୍ୟ କଳିଯୁଗ ଶେଷ ହେବାର ବହୁତ ଗୁଡାଏ ସଂକେତମାନ ଦେଖିବାକୁ ମିଳିଥିଲା ।
ମହାପୁରୁଷ ଅଚିତାନନ୍ଦ ତାଙ୍କ ମାଳିକାରେ ଲେଖିଥିଲେ କି ଯେବେ କଳି ଯୁଗ ସରିଆସିବ ତେବେ ମଣିଷ ଅନ୍ୟ ମଣିଷର ମାଂସକୁ ଖାଇବ । କହିବା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ ସେଠାରେ 25 ବର୍ଷର କୁଆଋ ଝିଅଏ ଜୁଇରୁ ମାଂସ କାଢି ଖାଇଲା ନରରାକ୍ଷସ । ଆପଣମାନେ ଏହାକୁ ବିଶ୍ଵାସ କରିପାରୁନଥିବେ କିନ୍ତୁ ଏହା କଠୁ ସତ୍ୟ ଅଟେ ।
ଝିଅର ଶବ ଅଧା ଜଳିଥିବା ବେଳେ ଜଣେ ବ୍ୟକ୍ତି ଜଣକ ଜୁଇରୁ ପୋଡା ମାଂସକୁ ଆଣି ଖାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ ଏବେ ତାହା ମୟୁରଭଞ୍ଜ ଜିଲ୍ଲାରେ ଜୋର ଧରିଛି । ମାଂସକୁ ଖାଇ ମଣିଷ ପାଲିଟି ଗଲା ରାକ୍ଷସ ମାଳିକାର ବଚନ କୁ ଅକ୍ଷର ଅକ୍ଷର ସତ କରିଦେଲା ଏହି ନରରାକ୍ଷସ । ଅଚିତାନନ୍ଦ ମାଳିକାରେ କହିଥିଲେ ସମଗ୍ର ଦେଶ ଧ୍ଵଂସ ହେବ ପୂର୍ବରୁ ଏ ଭଳି ଦୃଶ୍ୟ ଦେଖିବାକୁ ମିଳିବ ଯଥା ଦେଶ ସାରା ଜଳରେ ଭରିଯିବ ।
ଏବେ ଆମ ଦେଶ ସାରା ଜଳର ଭୟଲାଗିଛି । ମହାପୁରୁଷ ଅଚିତାନନ୍ଦ ଏହା ମଧ୍ୟ କହିଛନ୍ତି ଓଡିଶାରେ ଦିନେ ନ ଦିନେ ବରଫ ବର୍ଷା ହେବ ଓ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର 14 ଦିନ ଯାଏ ବନ୍ଦ ରହିବ । ଏବେ ଠିକ ସେହିପରି ଘଟିବାକୁ ଯାଉଛି ତେବେ କଣ ସତରେ ଓଡିଶାରେ କଳିଯୁଗର ଶେଷ ହେବାର ଲକ୍ଷଣ ଦେଖାଦଉଛି । ମୟୂରଭଞ୍ଜ ଜିଲ୍ଲାର ଘଟଣା ଆମକୁ କଣ ଆଗାମୀ ବିପଦର ଚେତାବନି ଦେଉଛି ।


