ଦେଶ ବିଦେଶ
ସ୍ଵାମୀ ନ ଥିଲା ବେଳେ ସ୍ତ୍ରୀ ନେଉଥିଲା ପର ପୁରୁଷ ଠୁ ଦେହ ସୁଖ ! ପଡିଶା ଘର ଲୋକେ ଶବ୍ଦ ଶୁଣି ଧରିଲେ ପ୍ରେମିକ କୁ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସୋସିଆଲ ମିଡିଆରେ ରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ସ୍ୱାମୀ ଦାଦନ ଖଟିବାକୁ ଯାଇଥିବା ବେଳେ ନିଜ ପ୍ରେମିକ କୁ ଘର ଭିତରେ ପୁରାଇଛି ସ୍ତ୍ରୀ।

ସ୍ୱାମୀ ଘରେ ନଥିବା ବେଳେ ଯେତେବେଳ ସ୍ତ୍ରୀ ତାର ପ୍ରେମିକ କୁ ଘରକୁ ଡାକିଥିଲା ସେତେବେଳେ ସବୁ କିଛି ଧରା ପଡି ଯାଇଥିଲା। ଘରର ରୋଷେଇ ଶାଳ ର ଭାଡ଼ି ତଳେ ଲୁଚି ରହିଥିଲା ଏହି ପ୍ରେମିକ ଜଣକ।
ସେ ଅଧ ରାତିରେ ଆସିଥିଲା ନିଜର ପୁରୁଣା ପ୍ରେମିକା ପାଖକୁ କାରଣ ପ୍ରେମିକା ର ସ୍ଵାମୀ ସେଦିନ ଘରେ ନଥିଲା। ଆଉ ସେଥିପାଇଁ ଦୁଇ ଦୁଇଟା ସନ୍ତାନର ମାଆ ସହ ରାତି ବିତେଇବାକୁ ଆସିଥିଲା ଏହି ପ୍ରେମିକ ଜଣକ।
ଦୁଇଜଣ ଙ୍କ କାରନାମା ଧରା ପଡ଼ିଯିବା ପରେ ଦଉଡ଼ି ରେ ବନ୍ଧା ହୋଇଛନ୍ତି ଏହି ପ୍ରେମିକ ଆଉ ତାଙ୍କର ସେହି ମହିଳା ଜଣକ। ଏହି ମହିଳା ଜଣକ ହେଉଛନ୍ତି ପାର୍ବତୀ ସିଂହ ଆଉ ସେ ଜଣେ ବିବାହିତା ମହିଳା ମଧ୍ୟ।

ଏଥି ସହ ତାଙ୍କର ଦୁଇ ଦୁଇଟା ପୁଅ ଝିଅ ମଧ୍ଯ ରହିଛନ୍ତି। ନିଜର ଜନ୍ମକଲା ପିଲା ମାନଙ୍କ ସାମ୍ନାରେ ଏହି ମହିଳା ଜଣକ ନିଜର ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି। ସେପଟେ ପିଲା ମାନେ ତାଙ୍କର ମାଆ ଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ କିଛି ବିଶ୍ବାସ କରି ପାରି ନଥିଲେ। ସ୍ଵାମୀ ବାହାରେ ରହି ନିଜ ପରିବାର ଓ ପିଲାଛୁଆ ପାଇଁ ଏତେ ପରିଶ୍ରମ କରୁଥିବା ବେଳେ ସ୍ତ୍ରୀ ଜଣକ କିନ୍ତୁ ଏହାର ଭରପୁର ଲାଭ ଉଠାଉ ଥିଲେ। ଆଉ ଏହି ପ୍ରେମିକ ଜଣକ ନାମ ହେଉଛି ମୋହନ ଜେନା। ଘର ଭିତରେ ଚାଲିଥିବା ଏହି ଚୋରା ପିରତି ଦିନକୁ ଦିନ ଏହା ଅଭ୍ୟାସରେ ପରିଣତ ହୋଇ ଯାଇଥିଲା।
ଏଭଳି ସବୁ ଦିନ ଖାଇ ସାରିବା ପରେ ପାର୍ବତୀ ପ୍ରେମିକର ଆସିବା ବାଟ କୁ ଚାହିଁ ରହୁଥିଲା। ହେଲେ ସବୁଦିନ ଭଳି ସେହିନ ମଧ୍ଯ ପ୍ରେମିକ ଆସିଥିଲା ମାତ୍ର ଘର ଲୋକ ଙ୍କ ସାମ୍ନାରେ ଧରା ପଡି ଯାଇଥିଲା। ଏହି ଘଟଣା ସଂପର୍କରେ ସୋସିଆଲ ମିଡ଼ିଆ ଅନେକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।