01 ଜୁଲାଇ, ପବିତ୍ର ରଥଯାତ୍ରା, ଏହି 8ଟି ରାଶିରେ ରାଜଯୋଗ, ମିଳିବ ବଡ ଖୁସି ଖବର, ଦେଖନ୍ତୁ ଆପଣଙ୍କ ରାଶି ଅଛି କି ?

ଜୁଲାଇ ୧ ତାରିଖ ୨୦୨୨ ରେ ଏହି ଚଳିତ ବର୍ଷ ପାଳିତ ହେବ ରଥଯାତ୍ରା। ୨ ଜୁଲାଇ ୨୦୨୨ ରେ ବୁଧ ଗ୍ରହଙ୍କ ର ରାଶିରେ ପରିବର୍ତ୍ତନ ହେବାକୁ ଯାଉଛି । ମିଥୁନ ରାଶିକୁ ଗୋଚର କରିବେ ୧୭ ଜୁଲାଇ ପର୍ଯ୍ୟନ୍ତ ରହିବେ । ଯୋଗୁଁ କିଛି ରାଶିର ଲୋକ ମାନଙ୍କୁ କିଛି ଶୁଭ ଫଳ ପ୍ରାପ୍ତି ହେବ। ଯାହା ଫଳରେ ଏହି ରାଶିର ଲୋକମାନଙ୍କୁ ପ୍ରଭୁ ଜଗନ୍ନାଥଙ୍କ କୃପା ମିଳିବାକୁ ଯାଉଛି । ବୃଷ ରାଶି – ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଚାକିରୀ ମିଳିବ। ବାଣୀ ରେ ବଡ଼ ପରିବର୍ତ୍ତନ ଦେଖିବା କୁ ମିଳିବ।
ଆପଣଙ୍କ ବାଣୀ ମଧୁର ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ବୈବାହିକ ଜୀବନ ସୁଖମୟ ହେବ । କୌଣସି ଶୁଭ ଖବର ଆପଣଙ୍କୁ ମିଳିପାରେ। ମିଥୁନ ରାଶି – ବୁଧ ଗ୍ରହ ଆପଣଙ୍କ ରାଶିରେ ହିଁ ଗୋଚର କରିବେ । ସୁନ୍ଦର ଓ ସୁଖମୟ ଜୀବନ ଆପଣ ଅତିବାହିତ କରିବେ । ପାରିବାରିକ ସହଯୋଗ ମିଳିବ। ଆକସ୍ମିକ ଧନ ଲାଭ ର ଯୋଗ ଅଛି ।
ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବେ ଓ ସେଥିରେ ଆପଣଙ୍କୁ ଉନ୍ନତି ମଧ୍ୟ ମିଳିବ । ମୀନ ରାଶି – ଆପଣଙ୍କ ମନ ଶାନ୍ତ ରହିବ। ଧାର୍ମିକ ପୂଜା ପାଠରେ ଆପଣ ନିବେଶ ରହିବେ । ମନ ପ୍ରସନ୍ନ ରହିବ। କାହାକୁ ଯଦି ଆପଣ କିଛି ମହତ୍ୱ ଜ୍ଞାନ ଦେଇଥିବେ ତାଙ୍କ ଦ୍ୱାରା ଆପଣଙ୍କୁ କିଛି ସହାର୍ଯ୍ୟ ମିଳିବ। ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ଧନ ଲାଭ ର ଯୋଗ ଅଛି ।
ସିଂହ ରାଶି – ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ । ମାନ ସମ୍ମାନ ବୃଦ୍ଧି ହେବ। ବହୁତ ଦିନ ଧରି ଯେଉଁ ଜିନିଷ ଆପଣ ପାଇବାକୁ ଇଛା ଅଛି ତାହା ଆପଣଙ୍କୁ ପ୍ରାପ୍ତି ହେବ। କୌଣସି ଭଲ କାମର ଫଳ ଆପଣଙ୍କୁ ମିଳିବ। ପୁରାତନ ବନ୍ଧୁଙ୍କ ସହସାକ୍ଷାତ କରି ଆପଣଙ୍କ ମନପ୍ରସନ୍ନ ହେବ।
ତୁଳା ରାଶି – ବ୍ୟବସାୟରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ଭଲ ରହିବ । ନିଜର ବନ୍ଧୁ ବାନ୍ଧବ ଓ ପରିବାର ଲୋକଙ୍କ ର ସହଯୋଗ ମିଳିବ। ପୁରୁଣା ଶତ୍ରୁତା ଶେଷ ହେବ। ଚାକିରୀ ର ଯୋଗ ମଧ୍ୟ ଅଛି । ଧନୁ ରାଶି – ଆପଣଙ୍କର ବାଣୀ ମଧୁର ରହିବ । ଆପଣଙ୍କୁ ସମସ୍ତ ସହଯୋଗ ମିଳିବ। ସମାଜରେ ଆପଣଙ୍କ କାର୍ଯ୍ୟ ଦ୍ୱାରା ଆପଣଙ୍କ ସମ୍ମାନ ବୃଦ୍ଧି ହେବ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କର ଲାଭ ହେବ।
କିଛି ପୁରୁଣା ଇଛା ଏବେ ପୂର୍ଣ୍ଣ ହେବ। ଧାର୍ମିକ କାର୍ଯ୍ୟ ରେ ରୁଚି ବଢିବ। ଯାହା କାର୍ଯ୍ୟ ଆପଣ କରିବେ ସେଥିରେ ଆପଣ ସଫଳ ହେବେ। କୁମ୍ଭ ରାଶି – ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ମନ ପ୍ରସନ୍ନ ରହିବ। ସବୁ ସମସ୍ୟା ଆପଣଙ୍କର ଦୂର ହେବ। କୌଣସି ଜାଗା ବା ବାହନ ଆପଣ କିଣି ପାରନ୍ତି ।
ଚାକିରୀରେ ପଦୋନ୍ନତି ହୋଇପାରେ । କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି । ମୀନ ରାଶି – ଭଗବାନଙ୍କ ପ୍ରତି ଆପଣଙ୍କ ର ଭକ୍ତି ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆପଣଙ୍କ ବ୍ୟବହାର ଲୋକଙ୍କୁ ଆକର୍ଷିତ କରିବ। ପରିବାରରେ ସୁଖ, ଶାନ୍ତି ବୃଦ୍ଧି ହେବ। ଧନ ଲାଭ ର ଯୋଗ ଅଛି । ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ମଧ୍ୟ ଆପଣ ଅନେକ ଉନ୍ନତି କରିବେ ।