ବିଚାର

ପୂଜା ଘରୁ ଯେତେ ଶୀଘ୍ର ସମ୍ଭବ ଏହି ମୂର୍ତ୍ତିକୁ ବାହାର କରିଦିଅନ୍ତୁ। ବହୁତ ଖତରନାକ ଅଟେ। ନଚେତ ଶୀଘ୍ର ମୃତ୍ୟୁ ହୋଇଯିବ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପୂଜା ଘରୁ ଯେତେ ଶୀଘ୍ର ସମ୍ଭବ ଏହି ମୂର୍ତ୍ତିକୁ ବାହାର କରିଦିଅନ୍ତୁ। ବହୁତ ଖତରନାକ ଅଟେ। ନଚେତ ଶୀଘ୍ର ମୃତ୍ୟୁ ହୋଇଯିବ। ବନ୍ଧୁଗଣ ପୂଜା ଘରେ ଭୁଲରେ ମଧ୍ୟ ଏହି ୭ ଟି ମୂର୍ତି ରଖନ୍ତୁ ନାହିଁ ନଚେତ ଆପଣ ବର୍ବାଦ ହୋଇଯାଇ ପାରନ୍ତି। ଆଜି ଆମେ ଏହି ପୋଷ୍ଟରେ ଜାଣିବା ପୂଜା ଘରେ କେଉଁ ୭ ଟି ମୂର୍ତି ନରହିବା ଦରକାର। ଯଦି ୭ ଟି ମୂର୍ତି ଘରେ ଅଛି ତେବେ ଆଜି ହିଁ ବାହାର କରିଦିଅନ୍ତୁ ଏବଂ ତାହାକୁ କୌଣସି ମନ୍ଦିର କିମ୍ବା ଅନ୍ୟ ଜାଗାରେ ରଖିଦିଅନ୍ତୁ। ନଚେତ ଆପଣଙ୍କର ଅନେକ କ୍ଷତି ହୋଇପାରେ ଏବଂ ପୂଜାରେ ଓଲଟା ଫଳ ମିଳିପାରେ। ତେବେ ଆସନ୍ତୁ ଜାଣିବା ସେହି ୭ ଟି ମୂର୍ତି ବିଷୟରେ ଜାଣିବା।

ଘରର ପୂଜା ଘର ସର୍ବଦା ଐଶ୍ଵଣ୍ୟ କୋଣରେ ରହିବା ଉଚିତ। ଏଥି ଦ୍ୱାରା ସର୍ବଦା ଘରେ ସକରାତ୍ମକ ଉର୍ଜାର ବାସ ହୋଇଥାଏ। ସେଠାରେ କେବେବି ଏହି ୭ ଟି ମୂର୍ତି ରଖନ୍ତୁ ନାହିଁ। କାରଣ ପୂଜା ଘର ସକରାତ୍ମକ ଉର୍ଜାର ଗୋଟିଏ ମାତ୍ର କେନ୍ଦ୍ର।

ନଟରାଜ ଶଙ୍କର ମୂର୍ତି। ଏହାର ଅର୍ଥ ହେଉଛି ତାଣ୍ଡବ ନୃତ୍ୟ କରୁଥିବା ଭଗବାନ ଶିବଙ୍କର ରୂପ। ଯାହା ଭଗବାନ ଶିବ ତାଣ୍ଡବ ନୃତ୍ୟ କରୁଥିବା ସମୟରେ ନଟରାଜ ଭଳି ହୋଇଯାଇଥିଲେ। ସେଥିପାଇଁ ଏହି ମୂର୍ତିକୁ ଘରେ ରଖନ୍ତୁ ନାହିଁ। ନଚେତ ଘରେ ତାଣ୍ଡବ ହୋଇପାରେ। ଘରେ ଝଗଡା ହୋଇପାରେ। ସେଥିପାଇଁ ଏହି ମୂର୍ତ୍ତିକୁ କେବେବି ପୂଜା ଘରେ ରଖନ୍ତୁ ନାହିଁ।

ମା କାଳୀଙ୍କ ରୂପ। ଯେତେବେଳେ ରାକ୍ଷସ ମାନଙ୍କୁ ଧ୍ୱଂସ କରିବା ପାଇଁ ମା ଦୁର୍ଗା କାଳୀ ରୂପ ନେଇଥିଲେ ସେତେବେଳେ ସେ ବିଧ୍ୱଂସ ରୂପ ଧାରଣ କରିଥିଲେ। ଯେଉଁ ସମୟରେ କି ମା କାଳୀ ଅତ୍ୟନ୍ତ କ୍ରୋଧ ଅବସ୍ଥାରେ ଥିଲେ। ତେଣୁ ଏହି ମୂର୍ତ୍ତିକୁ ଘରର ପୂଜା ସ୍ଥାନରେ ରଖନ୍ତୁ ନାହିଁ।

ଶନିଦେବଙ୍କ ମୂର୍ତି। ଏମିତିରେ ତ ଦୁନିଆରେ ସମସ୍ତେ ଶନିଦେବଙ୍କୁ ନ୍ୟାୟବାନ ଦେବତା ଭାବରେ ମାନିଥାଆନ୍ତି କିନ୍ତୁ ଶନିଦେବଙ୍କ ପତ୍ନୀ ତାଙ୍କୁ ଅଭିଶାପ ଦେଇଛନ୍ତି କି ଆପଣଙ୍କ ଦୃଷ୍ଟି ଯାହା ଉପରେ ପଡିବ ସେ ବିନାଶ ହୋଇଯିବ। ସେଥିପାଇଁ ଯଦି ଘରେ ଶନିଦେବଙ୍କ ମୂର୍ତି କିମ୍ବା ଫୋଟ ଘରେ ରଖିଛନ୍ତି ତେବେ ତାହାକୁ ଆଜି ହିଁ ଘରୁ ବାହାର କରିଦିଅନ୍ତୁ।

ଭୈରବନାଥଙ୍କର ମୂର୍ତି। ଭୈରବନାଥଙ୍କୁ ତନ୍ତ୍ର ସାଧକ କୁହାଯାଏ। ସାଧାରଣ ଲୋକେ ତାଙ୍କର ପୂଜା କରିବାର ବିଧି ବିଧାନ ଜାଣି ନଥାନ୍ତି। ତେଣୁ ଘରେ ତାଙ୍କର ମୂର୍ତି କିମ୍ବା ଫୋଟ ରଖିବା ଉଚିତ ନୁହେଁ।

ମା ଲକ୍ଷ୍ମୀଙ୍କର ଠିଆ ହୋଇଥିବା ମୂର୍ତି ବା ଫୋଟ। ଏମିତିରେ ତ ମା ଲକ୍ଷ୍ମୀ ଘରକୁ ସୁଖ ସମୃଦ୍ଧି ଆସିବାର ଗୋଟିଏ ମାତ୍ର ଦେବୀ ଅଟନ୍ତି। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀ ଆପଣଙ୍କ ଘରେ ରୁହନ୍ତୁ ତେବେ ତାଙ୍କର ଠିଆ ହୋଇଥିବା ମୂର୍ତ୍ତି ବଦଳରେ ବସିଥିବା ମୂର୍ତ୍ତିକୁ ରଖନ୍ତୁ।

ରାହୁ କିମ୍ବା କେତୁଙ୍କ ଫୋଟ। ସମୁଦ୍ର ମନ୍ଥନ ସମୟରେ ରାହୁ ଏବଂ କେତୁ ଅମୃତ ପାନ କରିଥିଲେ କିନ୍ତୁ ଏମାନଙ୍କୁ ବିଧ୍ୱଂସକ ମାନାଯାଏ ସେଥିପାଇଁ ଏହି ଦୁଇଜଣଙ୍କର ଫୋଟ କିମ୍ବା ମୂର୍ତି ଘରେ ରଖନ୍ତୁ ନାହିଁ।

ଘରେ କେବେବି ଗୋଟିଏ ଭଗବାନଙ୍କର ୩ ଟି ଫୋଟ କିମ୍ବା ମୂର୍ତି ରଖିବା ଉଚିତ ନୁହେଁ। ଯଦି ଘରେ ଏପରି କିଛି ଫୋଟ ରଖିଛନ୍ତି ତେବେ ଆଜି ହିଁ ତାହାକୁ ଘରୁ ସେହି ସ୍ଥାନରୁ ବାହାର କରିଦିଅନ୍ତୁ ଏବଂ ଅନ୍ୟ କୌଣସି ମନ୍ଦିରରେ ଯାଇ ଦେଇ ଆସନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button