ସ୍ୱାସ୍ଥ୍ୟ

୩ ଦିନ ଏହାକୁ କ୍ଷୀରରେ ଫୁଟାଇ ପିଇ ଦିଅନ୍ତୁ, ୧୦୦ ବର୍ଷ ପର୍ଯ୍ୟନ୍ତ ହାଡର କମଜୋରି, ଥକାନ, ଅନିଦ୍ରା ଆଦି ହେବ ନାହିଁ

ଏହାକୁ କ୍ଷୀରରେ ମିଶାଇ ଫୁଟାଇ ପିଇଲେ ଅନିଦ୍ରା, ଥକାନ, ଆଖିର କମଜୋରି, ଶରୀରରେ କ୍ୟାଲସିୟମର କମି ମୂଳରୁ ଖତମ ହୋଇଥାଏ । ହାଡ ଓ ଗଣ୍ଠିରେ ଦରଜ ପୁରା ଖତମ ହୋଇଯିବ । ଏହି କ୍ଷୀରକୁ ବନେଇବା ପାଇଁ ସବୁଠୁ ପ୍ରଥମେ ନେବା ମଖାନା, ମଖାନାରେ ଭରପୁର ମାତ୍ରାରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଜିଙ୍କ ଓ କପର ରହିଥାଏ ।

ଆମର କେସକୁ ସୁସ୍ଥ ରଖିବା ପାଇଁ ମଖାନା ବହୁତ ଭଲ ହୋଇଥାଏ । ମଖାନାରେ ଆଣ୍ଟି ଏଜିଙ୍ଗ ତତ୍ଵ ରହିଥାଏ, ଯାହାକି ଆମ ଶରୀରରେ ଜଲ୍ଦି ବୁଢାପା ଆସିବାକୁ ଦେଇ ନଥାଏ । ମଖାନା ଖାଇବା ଦ୍ଵାରା ଆମର ଡାଇଜେଷ୍ଟିଭ ସିଷ୍ଟମ ଠିକ ରହିଥାଏ ।

ମଖାନାରେ ଏତେ କ୍ୟାଲସିୟମ ଥାଏକି ଆଣ୍ଠୁ ଗଣ୍ଠି ଦରଜ ଓ ପାଦର ଦରଜରୁ ମୁକ୍ତି ମିଳିଥାଏ । ମଖାନାର ସେବନ ସବୁବେଳେ କରିବା ଦରକାର ।ମଖାନା ଖାଇଲେ ଆମର ସୁଗାର ଲେବେଲ କଣ୍ଟ୍ରୋଲ ରହିଥାଏ, ଓ ସ୍ଟ୍ରେସ ଦୂର ହୋଇଥାଏ ।ଚିନ୍ତା ମୁକ୍ତ ହୋଇ ନିଦ ଭଲ ହୋଇଥାଏ ।  ମଖାନାରେ ଯେଉଁ କ୍ୟାଲସିୟମ ରହିଥାଏ ଶରୀରରେ ସବୁ ସମୟରେ ଫୁର୍ତି କରିବେ । ଏଠାରେ ମଖାନା ଗୋଟେ ଗିନା ନିଆଯାଇଛି, ଆପଣ ଚାହିଁଲେ ଏହାର ଗୁଣ୍ଡ ବନେଇକି ରଖିପାରିବେ ।

ନହେଲେ କ୍ଷୀରରେ ଏମିତିବି ପକାଇ ପାରିବେ । କ୍ଷୀର ପିଇବା ମଖାନାକୁ ଚୋବାଇ ଖାଇବା ।ଆମେ କିଛି ପୋସ୍ତକ ନେବା । 2 ଚାମଚ ପୋସ୍ତକ ନେଇପାରିବେ । ପୋସ୍ତକରେ ବହୁତ ମାତ୍ରାରେ କ୍ୟାଲସିୟମ, ଥାଇମିନ  ଥାଏ, ଏହା ସହିତ ଏଥିରେ ଓମେଗା ୩ ଫ୍ୟାଟି ଏସିଡ ବହୁତ କମ ଜିନିଷରେ ରହିଥାଏ । ଏହା ବହୁତ କମ ପରିବାରେ ମିଳିଥାଏ । ଦୁଇ ଚାମଚ ପୋସ୍ତକ ନେବେ, କିଛି ମିଶ୍ରି ନେଇପାରିବେ ଯାହା ଆମର ହିମୋଗ୍ଲୋବିନ ଲେବେଲକୁ ବଢାଇ ଥାଏ । ଏହା ସହିତ ଗରମ ସମୟରେ ମିଶ୍ରି ସେବନ କରିବା ଦ୍ଵାରା ହାତ ଗୋଡର ଜ୍ଵଳା ଶାନ୍ତ ହୋଇଥାଏ ।

ଯଦି କ୍ଷୀର ମିଠା କରିବାକୁ ଚାହିଁବେ ତାହେଲେ ଚିନୀ ପକାଇବେ ନାହିଁ , ଟିକେ ଗୁଡ କି ମିଶ୍ରି ପକାଇ ପାରିବେ ।ଗୁଡରେ ବହୁତ ମାତ୍ରାରେ ଆଇରନ ମିଳିଥାଏ । ଗୋଟେ ଗିନା ମଖାନା ଓ ୨ ଚାମଚ ପୋସ୍ତକ, ଓ କିଛି ମିଶ୍ରି ନେବେ । ଟିକେ ମିଶ୍ରି ନେଇ ଟିକେ କୁଟି ଦିଅନ୍ତୁ କ୍ଷୀରରେ ପକାଇବା ପାଇଁ ।  ଗୋଟେ କପ କ୍ଷୀର ନିଅନ୍ତୁ । ଚେଷ୍ଟା କରିବେ ଗାଈର କ୍ଷୀର ବ୍ୟବହାର କରିବା ପାଇଁ , ଗୋଟେ ଛୋଟ ଚାମଚ ଘିଅ ନେଇ ଟିକେ କଡ଼ାଇରେ ପକାଇ ଗରମ କରନ୍ତୁ । ଘିଅ ଟିକେ ଗରମ ହେଲା ପରେ ଏଥିରେ ଦୁଇ ଚାମଚ ପୋସ୍ତକ ପକାଇ ଦିଅନ୍ତୁ, ଟିକେ ଭାଜୀ ହୋଇଗଲେ ସେଥିରେ ଗୋଟେ କପ କ୍ଷୀର ପକାନ୍ତୁ ।

ଏହି କ୍ଷୀରକୁ ସିମ କରି ଧୀରେ ଧୀରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ରାନ୍ଧିବା । କାରଣ ପୋସ୍ତକ ଏଥିରେ ଭଲସେ ମିସିଯାଉ ।ତାପରେ ମଖାନା ପକାନ୍ତୁଓ ଧୀରେ ଧୀରେ ଗୋଳାନ୍ତୁ । ଚେଷ୍ଟା କରିବେ ଏହାକୁ ଖାଇ ସାରିଲାପରେ ଗରମ ଗରମ ପିଇବେ । କାରଣ ପୋସ୍ତକ ଖାଇବା ଦ୍ଵାରା ଟିକେ ନିଦ ଆସିଥାଏ ଓ ଚିନ୍ତା  ଦୂର ହୋଇଥାଏ  । ଗାଇର କ୍ଷୀର ସେମାନେ ନେବେ ଯେଉଁ ମାନେ ଅଧିକ ମୋଟା ଅଟନ୍ତି କାରଣ ଗାଈର କ୍ଷୀରରେ ବେସୀ ଫ୍ୟାଟ ନଥାଏ । ଯଦି ଗାଈର କ୍ଷୀର ମିଳୁନି ମଇଁଷିର କ୍ଷୀର ନେଇପାରିବେ ।

ଯେଉଁ ଲୋକ ପତଳା ଅଟନ୍ତି ମଇଁଷି କ୍ଷୀର ନେଇପାରିବେ କାରଣ ମଇଁଷି କ୍ଷୀରରେ ଫ୍ୟାଟ ପରିମାଣ ଅଧିକ ରହିଥାଏ ।କ୍ୟାଲସିୟମ ଅଭାବରୁ ବହୁତ ରୋଗ ହୋଇଥାଏ । କ୍ଷୀରରେ ଭରପୁର ମାତ୍ରାରେ କ୍ୟାଲସିୟମ ଥାଏ  ଓ ଏହାକୁ ସମ୍ପୂର୍ଣ ଆହାର କୁହାଯାଏ । ଏହାକୁ ୧୫ ଦିନ ପିଇକି ଦେଖିବେ ଆପଣ ପୂର୍ବ ଅପେକ୍ଷା ବହୁତ ଅନ୍ତର ଅନୁଭବ କରିବେ ଓ ଏଥିରେ ଫୁର୍ତି ମଧ୍ୟ ଲାଗିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button