କ୍ରାଇମ

ଦୁନିଆର ଏମିତି କିଛି ଅଜବ ଗଜବ ଦେଶ ଯେଉଁଠି ଦେହ ବ୍ୟାପାର ଆଇନ ବିରୁଦ୍ଧ ନୁହେଁ, ଏଠି ଖୁଲମ ଖୁଲା ଚାଲେ ଦେହ ବ୍ୟାପାର

ଆମ ସମାଜ ରେ ଦେହ ବ୍ୟାପାର ଏମିତି ଗୋଟେ ଧନ୍ଧା ଯାହା ଦ୍ଵାରା ଆଜି ବି ଲକ୍ଷ୍ୟ ଲକ୍ଷ୍ୟ ଲୋକ ବାଧ୍ୟ ଅଛନ୍ତି, ଟଙ୍କା ରୋଜଗାର କରିବା ପାଇଁ ଓ ନିଜ ଜୀବନ ଜାପାନ କରିବା ପାଇଁ ବହୁତ ଲୋକ ଏହାକୁ କରିବା ପାଇଁ ବାଧ୍ୟ ହୋଇ ଥାନ୍ତି, ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଦେହ ବ୍ୟାପାର ଆଇନ ବିରୁଦ୍ଧ ରେ ନଥାଏ । ଯେମିତି କି ଆମ ଦେଶରେ ଏହା ଆଇନ ବିରୁଦ୍ଧରେ ଯାଏ ।

ଦୁନିୟାର କିଛି ଦେଶ ଯେଉଁଠି ଦେହ ବ୍ୟାପାର ଆଇନ ବିରୁଦ୍ଧ ରେ ନୁହଁ :

ନିଦରଲ୍ୟାଣ୍ଡ :

ନିଦରଲ୍ୟାଣ୍ଡର ଏମ୍ସଟର୍ଡମ ଗୋଟେ ଏମିତିକା ଜାଗା ଯାହାକୁ ରେଡ ଲାଇଟ ଏରିଆ ମାନନ୍ତି କାହିଁକିନା ଏଠାରେ ଦେହ ବ୍ୟପାର ଖୁଲମ ଖୁଲା ଚାଲି ଥାଏ ଏବଂ ଏହି ଦେଶ ଆଇନ ଏହାକୁ ଭୁଲ ମାନନ୍ତି ନାହିଁ ।

କମ୍ବୋଡିୟା :

କମ୍ବୋଡିୟା ଗୋଟେ ଏମିତିକା ଦେଶ ଯେଉଁଠି ଦେହ ବ୍ୟପାର ଧନ୍ଧା ଏତେ ବ୍ୟାପୀ ଅଛି ଯେ ଦୁନିଆ ର ସବୁ ଠାରୁ ଅଧିକ ଏଡ୍ସ ଏବଂ ଏଚଆଇବି ରୋଗୀ ଏଠାରେ ଅଛନ୍ତି । ଏତେ ସବୁ ହେଲା ପରେ ମଧ୍ୟ ଏହି ଦେଶ ଆଇନ ଦେହ ବ୍ୟପାର ବନ୍ଦ କରୁ ନାହିଁ ଓ ଆଇନ ନଜର ରେ ଏହା ଠିକ ବୋଲି କୁହା ଯାଏ ।

କେନିୟା :

କେନିୟା ରେ ଆଇନ ଦ୍ଵାରା ଦେହ ବ୍ୟାପାର ସଠିକ ବୋଲି କୁହା ଯାଇନି କିନ୍ତୁ ଏହା ଦୁନିୟାର ତୃତୀୟ ଦେଶ ଯେଉଁଠି ସବୁ ଠାରୁ ଅଧିକ ଦେହ ବ୍ୟପାର ହୋଇ ଥାଏ । ଏଠାରେ ଟଙ୍କା ପାଇଁ ଲୋକ ବାଧ୍ୟ ହୋଇ ଲୁଚି ଲୁଚିକା ଏହି କାମ କରନ୍ତି କାହିଁକିନା ଏହା ଆଇନ ବିରୁଦ୍ଧ ଅଟେ ।

ସ୍ପେନ :

ଏହା ଗୋଟେ ଏମିତିକା ଦେଶ ଯେଉଁଠି ଦେହ ବ୍ୟାପାର ଜମା ବି ଆଇନ ବିରୁଦ୍ଧ ରେ ନୁହଁ, ଏଠାରେ କୌଣସି ଲୋକ ନିଜ ଇଛା ରେ ଏହି କାମ କରି ପାରିବ କିନ୍ତୁ ଏଠାରେ ଏହି କାମକୁ ଆଇନ ବିରୁଦ୍ଧ ରେ ସେତେବେଳେ କୁହା ଯାଏ ଯେତେବେଳେ କାହାକୁ ଜବରଦସ୍ତି କରି ଏହି କାମରେ ରଖିବା ଆଇନ ବିରୁଦ୍ଧ ରେ ହୋଇ ଥାଏ ।

ବ୍ରାଜିଲ :

ଆପଣଙ୍କୁ ଏହା କହିଦବା ପାଇଁ ଚାହୁଁଛୁ ଯେ ବ୍ରାଜିଲ ଏବଂ ମେକ୍ସିକୋ ଭଳି ଆମେରିକା ଦେଶ ମଧ୍ୟ ଦେହ ବ୍ୟପାର କୁ ଆଇନ ତରଫରୁ ସଠିକ ବୋଲି କୁହା ଯାଇଛି କିନ୍ତୁ ସେକ୍ସ ରାକେଟ ଚଲେଇବା ବିଶେଷ ରୂପରେ ଅପରାଧ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button