ବଞ୍ଚିଥିବା ପର୍ଯ୍ୟନ୍ତ ଗୋଟେବି ଦାନ୍ତ ହଲିବ ନାହିଁ, କଳା ହଳଦିଆ ଦାନ୍ତ ମୋତି ଭଳି ଧଳା ହେବ
ଆପଣ ମାନେ ଜାଣିଥିବେ କି ସମସ୍ୟା ମଣିଷ ଶରୀରରେ ସବୁବେଳେ ଦେଖିବକୁ ମିଳିଥାଏ ଆଉ ସେହି ସମସ୍ୟା ଗୁଡିକ ମଧ୍ୟରେ କେତେକ ଆପଣ ଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥାଏ ଓ ଆପଣ ଙ୍କୁ କଷ୍ଟ ଦେଉଥିବା ବେଳେ କେତେକ ଆପଣ ଙ୍କ ପାଇଁ ସାଧାରଣ ସମସ୍ୟା ହୋଇଥାଏ ଯାହା ଯାହା ଆପଣ ଙ୍କ ପାଇଁ ବଡ଼ ସମସ୍ୟା ଆଣି ଦେଇଥାଏ |ତେବେ ସେହିଭଳି ଏକ ସମସ୍ୟା ହେଉଛି ଆପଣ ଙ୍କର ଦାନ୍ତ ଜନିତ ସମସ୍ୟା ଯାହା ଆପଣ ଅତ୍ୟଧିକ ପରିମାଣରେ ନିଶା ଦ୍ରବ୍ୟ ର ସେବନ କରିବା ଫଳରେ ମଧ୍ୟ ଏହିଭଳି କିଛି ସମସ୍ୟା ସୃଷ୍ଟି ସୃଷ୍ଟି ହୋଇଥାଏ ଯାହା ଦ୍ୱାରା ଦାନ୍ତ ରେ ହଳଦିଆ ଓ କଳା ଦାଗ ଭଳି କିଛି ସମସ୍ୟା ଦେଖିବାକୁ ମିଳିଥାଏ | ଆସନ୍ତୁ ତାହେଲେ ଦାନ୍ତ ଜନିତ ସମସ୍ୟା ର ଘରେଇ ଉପଚାର ବିଷୟରେ ଜାଣିବା |
ଆବଶ୍ୟକୀୟ ଉପକରଣ :-ସୋରିଷ ତେଲ, ହଳଦୀ, ଲୁଣ, ଗୋବର ଘୋଷି, ଫିଟିକିରି, ଆମ୍ବପତ୍ର, ଲେମ୍ବୁ

ପ୍ରସ୍ତୁତି ପ୍ରଣାଳୀ ଓ ବ୍ୟବହାର :-1-ପ୍ରଥମ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଆପଣ ଙ୍କର ଘରେ ମିଳୁଥିବା ସୋରିଷ ତେଲ ଯାହାକୁ ଆପଣ ମାନେ ରୋଷେଇ ପାଇଁ ବ୍ୟବହାର କର ନ୍ତି ଓ ତାହା ପରେ ସେଥିରେ ଆପଣ ମାନେ ଅଳ୍ପ ହଳଦୀ ଗୁଣ୍ଡ ମିଶାଇବେ ଓ କିଛିଲୁଣ ମଧ୍ୟ ଦେବେ | ଆଉ ସେହି ଉପକରଣ ଗୁଡିକୁ ଭଲ ଭାବରେ ମିକ୍ସ କରିଦେଲେ ଆଉ ତାହା କୁ ଆପଣ ମାନେ ଅପଣଙ୍କର ଦାନ୍ତ ର ମାଢି ରେ ବ୍ୟବହାର କରିବେ |

2-ଦ୍ଵିତୀୟ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ମାନେ ଗୋବର ରେ ଘୋଷି କୁ ବ୍ୟବହାର କରିବେ ଆଉ ସେହି ଘୋଷିରେ ଆପଣ ମାନେ ଫିଟିକିରି ଆଣିକି ଗୁଣ୍ଡ କରିକି ପକାଇବେ ଓ ସେଥିରେ ଟିକିଏ ଲୁଣ ମଧ୍ୟ ମିଶାଇବା | ଆଉ ସେ ସବୁକୁ ନେଇକି ଦାନ୍ତ ରେ ଘୋଷିବେ ଯାହା ଦ୍ୱାରା ଦାନ୍ତ ର ହଳଦିଆ ଦାଗ ସଫା ହୋଇଯିବ ବୋଲି ମଧ୍ୟ କୁହାଯାଉଛି |

3-ତୃତୀୟ ଉପଚାର ଟି ହେଉଛି ଆମ୍ବ ପତ୍ର, ତେବେ ଆପଣ ମାନେ ଯଦି ଆମ୍ବ ପତ୍ର କୁ ନେଇକି ତାହାକୁ ଚୋବାଇବେ ଓ ସେଥିରୁ ବାହାରୁଥିବା ଖୋଦଡା ଅଂଶ କୁ ଆପଣ ଙ୍କର ଦାନ୍ତ ଘୋଷିବା ପାଇଁ ବ୍ୟବହାର କରିବେ ତାହେଲେ ଦାନ୍ତ ରେ ଥିବା କଳା ଅଂଶ ଉଠିଯିବ ଆଉ ଧଳା ହୋଇଯିବ ଦାନ୍ତ ବୋଲି କୁହାଯାଉଛି |

4-ଶେଷ ଉପାୟ ଟି ପାଇଁ ଆପଣ ମାନେ ଲେମ୍ବୁ ଚୋପା କୁ ନେଇକି ସେଥିରେ ଲୁଣ ଲଗାଇ ଦାନ୍ତ କୁ ସଫା କରିଲେ ଦାନ୍ତ ରେ ସମସ୍ତ ଦାଗ ଦୂର ହେବ ବୋଲି କୁହାଯାଉଛି | ତେବେ ଏହା ଥିଲା ଦାନ୍ତ ଜନିତ ସମସ୍ୟା କୁ ଦୂର କରିବାର ସହଜ କେତେକ ଘରେଇ ଉପଚାର |



