ଜୀବନଶୈଳୀ

ଇଏ ଦୁନିୟାର ଏକମାତ୍ର ଏମିତି କା କଳାକାର, ଯିଏ ସିଲେଇ ମଶିନ ରେ କରୁଛନ୍ତି ଭିନ୍ନ ପ୍ରକାରର ପେନ୍ଟିଙ୍ଗ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଚିତ୍ରକାର ବିଷୟରେ କହିବାକୁ ଯାଉଛୁ ଯିଏ ଦୁନିଆରେ ବିଚିତ୍ର ଅଟନ୍ତି, ଏହି ପେନ୍ଟର କୁ ଦୁନିୟାର ଏକମାତ୍ର ‘ନିଡଲ ମେନ’ କୁହା ଯାଏ, ଯିଏ ସିଲେଇ ମେଶୀନ ରେ ଏମିତି କିଛି ସୁନ୍ଦର ଫଟୋ ବନାନ୍ତି, ଯାହା ଦେଖିଲା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହା ଦୁନିୟାର ଅଦ୍ଭୁତ ଓ ସୁନ୍ଦର କଳାକୃତି ଅଟେ । ତେବେ ଆପଣ କେବେବି ବି ଏମିତିକା କୌଣସି କଳାକାର ବିଷୟରେ ଆଗରୁ ଶୁଣି ନଥିବେ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଅଦ୍ଭୁତ କଳାକାର ବିଷୟରେ କହିବୁ ।

କହି ଦବାକୁ ଚାହୁଞ୍ଚୁ ଯେ ଏହି ପେନ୍ଟର ନା ଅରୁଣ ବଜାଜ ଅଟେ, ସେ ପଞ୍ଜାବ ପଟିଆଲା ନିବାସୀ ଅଟନ୍ତି । ସେ ବିଶ୍ଵର ଏକମାତ୍ର ଏମିତିକା କଳାକାର ଯିଏ ସିଲେଇ ମେଶିନ ରେ ଅଲଗା ପ୍ରକାର ପେନ୍ଟିଂ କରନ୍ତି । ଖବର ଅନୁଯାଇ ଅରୁଣ ସିଲେଇ ମେଶିନ ସାହାଯ୍ୟ ରେ କେତେ ପ୍ରସିଦ୍ଧ ବ୍ୟକ୍ତିଙ୍କ ଫଟୋ ବନେଇଛନ୍ତି, ଏହି ପ୍ରସିଦ୍ଧ ଲୋକଙ୍କ ମଧ୍ୟରେ ପ୍ରଧାନ ମନ୍ତ୍ରୀ ମଧ୍ୟ ଅଛନ୍ତି ।

ଅରୁଣ ନିଜ ଅଜବ କଳା ପାଇଁ ଅନେକ ବିଶ୍ଵ ରିକର୍ଡ ବନେଇଛନ୍ତି, ତାଙ୍କ ନା ଇଣ୍ଡିଆ ବୁକ ଅଫ ରିକର୍ଡ ରୁ ଆରମ୍ଭ କରି ୟୁନିକ ୱର୍ଲ୍ଡ ରେକର୍ଡ ଏବଂ ଲିମକା ୱର୍ଲ୍ଡ ରେକର୍ଡ ରେ ଲେଖା ଯାଇଛି । ଅରୁଣ ଇଶ୍ଵର କୃଷ୍ଣଙ୍କର ଗୋଟେ ସୁନ୍ଦର ଫଟୋ ବନେଇଛନ୍ତି, ଯାହା ପାଇଁ ତାଙ୍କୁ ଅନେକ ପ୍ରକାର ପୁରସ୍କାର ମଧ୍ୟ ମିଳିଛି ।

ଏହି ଫଟୋ କୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ତିନି ବର୍ଷ ସମୟ ତଥା ୨୮ଲକ୍ଷ ୩୬ହଜାର ମିଟର ସୂତା ଲାଗିଲା । ଏହା ବିଶ୍ଵ ର ପୂର୍ବ ଏମିତି ଫଟୋ ଯାହା ଲକ୍ଷେ ସୂତା ଉପଯୋଗ କରି ସିଲେଇ ମେଶିନ ରେ ତିଆରି କରା ଗଲା । ମିଡିଆ ରିପୋର୍ଟ ଅନୁଯାଇ ଅରୁଣ ୧୨ବର୍ଷ ରୁ ସିଲେଇ କାମ କରୁଛନ୍ତି ।

ଅରୁଣଙ୍କ ବାପା ଟେଲର ଥିଲେ, କିନ୍ତୁ ଯେତେବେଳେ ଅରୁଣ ୧୬ବର୍ଷ ର ଥିଲେ ସେତେବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇ ଯାଇଥିଲା । ତା ପରେ ସେ ତାଙ୍କ ବାପାଙ୍କ ଦୋକାନ ସମ୍ଭାଳୁଛନ୍ତି ଏହି ପାଇଁ ତାଙ୍କୁ ନିଜ ସ୍କୁଲ ମଧ୍ୟ ଛାଡିବାକୁ ପଡିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button