ଦେଶ ବିଦେଶ

ଜାଣନ୍ତୁ ଥାଇଲାଣ୍ଡ ସମ୍ବନ୍ଧୀୟ ଏମିତି କିଛି ଆଶ୍ଚର୍ଯ୍ୟକର ତଥ୍ୟ, ଯାହା ଜାଣି ହୋସ ଉଡିଯିବ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଦେଶ ବିଷୟରେ କହିବାକୁ ଯାଉଛୁ ଯାହା ଟୁରିଷ୍ଟ ପ୍ଲେସ ଅନୁଯାଇ ପୁରା ଦୁନିଆରେ ପ୍ରଚଳିତ ଅଟେ, ଥାଇଲାଣ୍ଡ ଏମିତି ଗୋଟେ ଦେଶ ଯେଉଁଠି ଆପଣ କେବଳ ୧୮ ହଜାର ଟଙ୍କାରେ ବୁଲି ପାରିବେ, ଏଠି ଚ୍ୱିଙ୍ଗଗମ କିମ୍ବା ପାନ ଖାଇ ରାସ୍ତାରେ ପକାଇଲେ ଆପଣଙ୍କୁ ୩୬ ହଜାର ଟଙ୍କା ଜୁରୁମାନା ଦବାକୁ ପଡିଥାଏ । ଏହା ଏମିତି ଗୋଟେ ଦେଶ ଯେଉଁଠି କେବେ ଅନ୍ଧାର ହୁଏ ନାହିଁ କାହିଁକିନା ଦିନ ଠାରୁ ଅଧିକ ରାସ୍ତା ଭିଡ ରାତିରେ ହୋଇଥାଏ ।

Image Courtesy: Google

ଥାଇଲାଣ୍ଡ ଏମିତି ଗୋଟେ ଦେଶ ଯାହା ପ୍ରଥମେ ବହୁତ ଗରିବ ଥିଲା କିନ୍ତୁ ଯେବେ ଠାରୁ ଏଠାରେ ବେଶ୍ୟାବୃତି ଚାଲିଛି ଏଠି ଲୋକ ବହୁତ ମାତ୍ରାରେ ଆସନ୍ତି ଓ ସୁନ୍ଦର ଜାଗା ଓ ସୁନ୍ଦର ଝିଅଙ୍କ ସହ ଛୁଟି ମନେଇ ଫେରି ଯାନ୍ତି, ଯେବେ ଠାରୁ ଏଠି ବେଶ୍ୟାବୃତି ବେଆଇନ ହୋଇଛି ଏଠି ସବୁକିଛି ଖୁଲମ ଖୁଲା ହୋଇଥାଏ ସେଥିପାଇଁ ଏଠାରେ ଦିନରେ ଦୁଇ ଗୁଣ ଓ ରାତିରେ ଚାରି ଗୁଣ ବ୍ୟବସାୟ ହୋଇଥାଏ । ଥାଇଲାଣ୍ଡ ବାନକୋକ ବିଷୟରେ ଆପଣ ମାନେ ଜାଣିଥିବେ ଏଠାରେ ଲୋକ ନିଜ ଜୀବନ ନିଜ ଇଛା ଅନୁଯାଇ ବଞ୍ଚିଥାନ୍ତି, ଏହାକୁ ଅଡଲ୍ଟ ଶହର ମଧ୍ୟ କୁହାଯାଏ ।

Image Courtesy: Google

ଥାଇଲଣ୍ଡ ର ଥାଇ ଭଟ ଆମ ଭାରତୀୟ ଟଙ୍କା ଅନୁଯାଇ ୨ ଟଙ୍କା ୩୫ ପଇସା ଅଟେ ତେବେ ଆପଣ ମାତ୍ର କିଛି ହଜାର ଟଙ୍କାରେ ଥାଇଲାଣ୍ଡ ବୁଲି ଆସି ପାରିବେ । ବାନକୋକ ର ନାନା ପ୍ଲାଜା ଏହା ଆଡଲ୍ଟ ହବ ବୋଲି କୁହାଯାଏ ଏହା ସବୁ ଠାରୁ ଅଶ୍ଳୀଳ ଜାଗା ଅଟେ । ତେବେ ଥାଇଲାଣ୍ଡରେ ଲୋକ ଘର ବନେଇଲେ ଗୋଟେ ଘର ଭୁତ ପାଇଁ ବନେଇ ଥାନ୍ତି, ଏଠି ଲୋକଙ୍କ ଭିତରେ ଭୁତ ପ୍ରେତ ପାଇଁ ଅନୁଭୂତି ଅଟେ, ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇବେ ଯେ ଥାଇଲାଣ୍ଡରେ ମଧ୍ୟ ଶିବ ଲୀଙ୍ଗ ଭଳି ଲୀଙ୍ଗ ପୂଜା ହୋଇଥାଏ କିନ୍ତୁ ଏହି ଲୀଙ୍ଗ ଦେଖିବା ପାଇଁ ଶିବଲିଙ୍ଗ ଠାରୁ ବହୁତ ଅଲଗା ହୋଇଥାଏ ।

Image Courtesy: Google

ଥାଇଲାଣ୍ଡ ଗୋଟେ ଜାଗାରେ ଏମିତି ଗୋଟେ ପ୍ରଥା ଅଛି ଯାହା ଅନୁଯାଇ ଗୋଟେ ପୁରୁଷ ୪ଟି ସ୍ତ୍ରୀ ରଖିବା ପାଇଁ ବାଧ୍ୟ ହୋଇଥାଏ ନଚେତ ତାଙ୍କୁ ସମାଜରୁ ବାସନ୍ଦ କରି ଦିଆ ଯାଇଥାଏ । ଥାଇଲାଣ୍ଡରେ ଆପଣ କେବଳ ୧୮୦୦୦ ଟଙ୍କା ରେ ୫ ଦିନ ରହି ପାରିବେ ଆପଣଙ୍କୁ ଥାଇଲାଣ୍ଡ ପାଇଁ ଦିଲ୍ଲୀ ବା ମୁମ୍ବାଇରୁ କେବଳ ୫୦୦୦ଟଙ୍କା ରେ ଫ୍ଲାଇଟ ମିଳିଯିବ ତେବେ ଦୁନିଆରେ ସବୁଠାରୁ ଅଧିକ ଟୁରିଷ୍ଟ ଥାଇଲାଣ୍ଡ ଯାଇଥାନ୍ତି ସେଥିପାଇଁ ଥାଇଲାଣ୍ଡ ଦୁନିଆର ସବୁଠାରୁ ନଂ୧ ଟୁରିଷ୍ଟ ପ୍ଲେସ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button