ବିଚାର

ଦୁନିଆର ସବୁଠୁ ବଡ ପାପ କଣ ? ଜାଣିଲେ ଆପଣଙ୍କ ହୋସ ଉଡିଯିବ- Krishna Vani

ପାପ ମନୁଷ୍ୟ ପାଇଁ ଏମିତି ଏକ ଶବ୍ଦ ଯାହାକି ଏହାଦ୍ୱାରା ମନୁଷ୍ୟକୁ ଜୀବନ ରେ ବହୁତ କଷ୍ଟର ସାଧନା କରିବାକୁ ପଡିଥାଏ । ପାପ କରିବା ଦ୍ୱାରା ମସନୁଷ୍ୟ ନର୍କ ଗାମୀ ହୋଇଥାଏ । ମନୁଷ୍ୟ ପାପ କରିଥିଲେ ତାକୁ ସ୍ଵୟଂ ଭଗବାନ ବି କ୍ଷମା କରନ୍ତି ନାହିଁ । ମନୁଷ୍ୟ ତ ଛାର ମଣିଷଟିଏ । କ୍ଷମା ଅନିଶାର ଏକ ମହତ ଗୁଣ ହୋଇଥାଏ । କିନ୍ତୁ ପାପ ତ ପାପ ହୋଇଥାଏ ।

ସବୁ ପାପ କ୍ଷମା ଯୋଗ୍ୟ ନୁହେଁ । କ୍ଷମା ବଡଙ୍କୁ ଆବଶ୍ୟକ ହୋଇଥାଏ ଓ ଛୋଟ ମାନଙ୍କୁ ଉତ୍ପାତ । କ୍ଷମା ଏହି ସଂସାରର ମୂଳ ଆଧାର ହୋଇଥାଏ । କ୍ଷମା ସୁଖ ଓ ଶାନ୍ତିର ମଧ୍ୟ ମୂଳ ଆଧାର ହୋଇଥାଏ ।

କ୍ଷମା ଦ୍ୱାରା ମନୁଷ୍ୟକୁ ପ୍ରକୃତ ପରିଚୟ ମିଳିଥାଏ । କ୍ଷମା ଆପଣଙ୍କ ମନରୁ କ୍ରୋଧ ଓ ଶତ୍ରୁତା ଭଳି ଗୁଣକୁ ସମାପ୍ତ କରିଥାଏ । କିନ୍ତୁ କଣ ସବୁ ସ୍ଥାନରେ କ୍ଷମା ଆବଶ୍ୟକ ହୋଇଥାଏ । କଣ ମନୁଷ୍ୟର ପ୍ରତ୍ୟେକ ଅପରାଧ କ୍ଷମା ଯୋଗ୍ୟ ହୋଇଥାଏ ।

କିନ୍ତୁ ଏହା ଉଚିତ ନୁହେଁ । କାହିଁକି ନା କ୍ଷମା କରିଦେବାରୁ ସେହି ଅପରାଧୀ ବା ଦୋଷୀକୁ ଆମେ ଏହାଠାରୁ ଅତ୍ୟଧିକ ବଡ ଅପରଧ କରିବା ପାଇଁ ସୁଯୋଗ ସୃଷ୍ଟି କରିଥାଉ । ମନୁଷ୍ୟ ଜୀବନରେ ଏପରି ଏକ ଅପରାଧ ହୋଇଥାଏ ନାରୀର ଅପମାନ କରିବା ବା ତାର ମନ ଭାଙ୍ଗିବା ।

ଯେଉଁଠାରେ କି କ୍ଷମାର କୌଣସି ଅବସ୍ଥା ନାହିଁ । ଯଦି କୌଣସି ମନୁଷ୍ୟ ଗାଈର ବାଛୁରୀକୁ ତା ଠାରୁ ଅଲଗା କରିଦିଏ ତେବେ ତାକୁ କୋଚିତ କ୍ଷମା କରିହୁଏ କିନ୍ତୁ ଯଦି ସେ ନରଭକ୍ଷୀ ହୋଇଯାଏ ତେବେ ତାର କେବଳ ଦୁଇଟି ସ୍ଥାନ ଥାଏ।

ଗୋଟିଏ ସ୍ଥାନ ପିଞ୍ଜରା ତ ଆଉ ଗୋଟିଏ ମୁ ତୟୁର ଦ୍ୱାର । କିଛି ପରିସ୍ଥିତିରେ କ୍ଷମା ବଦଳରେ ଦଣ୍ଡ ଦେବା ଶ୍ରେୟସ୍କର ହୋଇଥାଏ । କାହିଁକି ନା ଏହି ଦଣ୍ଡର ଭୟ ହିଁ ହୋଇଥାଏ ଯାହାଫଳରେ କି ମନୁଷ୍ୟ କୌଣସି ଅପରାଧ କିମ୍ବା ପାପ କରିବା ପୂର୍ବରୁ ହଜାର ଥର ଏହି ଦଣ୍ଡର ପରିଣତି ବିଷୟରେ ଭାବିବା ପାଇଁ ତାକୁ ବାଧ୍ୟ କରିଥାଏ ଏବଂ ତାକୁ କୌଣସି ପାପ କରିବାରୁ ନିବୃତ ରଖିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button