ଜୀବନଶୈଳୀ

ରାତିରେ ଭୟଙ୍କର ନିଦ ଆସିବ, ଅନିଦ୍ରା ରୋଗର ସମାଧାନ ରାତିରେ କେବଳ ଏକ ଗ୍ଲାସ ପିଇକି ଦେଖନ୍ତୁ ଏହାର ଚମତ୍କାର

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଅନାଇନ୍ଦ୍ର ରୋଗକୁ ଗୋଟେ ମିନିଟରେ ଶେଷ କରିଦେବ । ଦର୍ଶକ ବନ୍ଧୁ ପ୍ରଥମ ରେମିଡି ପ୍ରସ୍ତୁତ କରିବା ପାଇଁ ଆପଣକୁ ଆବଶ୍ୟକ କ୍ଷୀର ଓ ଡାଲଚିନି ଗୁଣ୍ଡ ଏକ କପ୍ ଗରମ୍ କ୍ଷୀରରେ ଏକ ଚମଚ୍ ଡାଲଚିନି ଗୁଣ୍ଡ ପକାଇ ଏହାକୁ ଭଲ ଭଲଭାବେ ମିଶାଇ ଏହାର ସେବନ କରନ୍ତୁ |

ଦେଖିବେ ଆପଣଙ୍କୁ ବହୁତ୍ ଭଲ ନିଦ ଆସିବ ଦ୍ୱିତୀୟ ରେମିଡ଼ି ପ୍ରସ୍ତୁତ କରିବା ଆପଣଙ୍କୁ ଆବଶ୍ୟକ ଜାଇଫଳ ଏବଂ ଏକ ଗ୍ଲାସ୍ କ୍ଷୀର ପ୍ରଥମେ ଆପଣ ଏକ ଗ୍ଲାସ୍ କ୍ଷୀର ନିଅନ୍ତୁ ତାପରେ ଆପଣ ସେଥିରେ ଏକ ଚତୁର୍ଥ ଅଂଶ ଜାଇଫଳ ସେଥିରେ ଗୁଣ୍ଡ କରି ପକାଇ ଦିଅନ୍ତୁ |

ଏବେ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ ଦେଖିବେ ଆପଣଙ୍କୁ କୁମ୍ବକର୍ଣ୍ଣ ପରି ନିଦ ଆସିବ ।ଶେଷ ରେମିଡି ପ୍ରସ୍ତୁତ କରିବା ଆପିଁ ଆପଣଙ୍କୁ ଆବଶ୍ୟକ ଏକ ଗ୍ଲାସ୍ ଉଷୁମ କ୍ଷୀର ଓ ଏକ ଚାମଚ୍ ମହୁ ଏବେ ଆପଣ ଏକ ଗ୍ଲାସ୍ ଉଷୁମ କ୍ଷୀରରେ |

ଏକ ଚାମଚ୍ ମହୁ ମିଶାଇ ଏହା ସେବନ ରାତିରେ ଶୋଇବା ପୁର୍ବରୁ କରନ୍ତୁ ଦେଖିବେ ଆପଣଙ୍କୁ ବହୁତ୍ ଭୟଙ୍କର ନିଦ ଆସିବ ଯାହା ଫଳରେ ଆପଣଙ୍କ ଅନିନ୍ଦ୍ର ଭଳି ସମସ୍ୟା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ ।b

 

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button