ରାଶିଫଳ

ଏହି ୪ ଟି ରାଶିର ଆସିଲା ଖୁସିର ଦିନ, ଆସନ୍ତା କାଲି ଠାରୁ ଶନି ମହାରାଜ କରିଦେବେ ମଲାମାଲ

ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ର ର ଚଳନ ସର୍ଵଦା ବଦଳି ଯାଉଥାଏ। ଏହାର ପରିବର୍ତ୍ତନ ଫଳ ରେ କିଛି ରାଶି ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିଥାଏ ।

ଯାହା ଦ୍ୱାରା ସେମାନଙ୍କ ଜୀବନରେ ଖୁସି ଆସିଥାଏ ଏବଂ ଯଦି ଏହାର ପ୍ରଭାବ ଖରାପ ହୁଏ ତେବେ ସେହି ରାଶି ଗୁଡିକ ଙ୍କ ଜୀଵନ ରେ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେବେ ଆସନ୍ତୁ ଦେଖିନେବା କି କେଉଁ ରାଶି ମାନଙ୍କ ଉପରେ ଶନି ମହାରାଜଙ୍କ କୃପା ଦୃଷ୍ଟି ରହିବ ଏବଂ ଶୁଭ ସମୟ ମଧ୍ୟ ରହିବ। ଆସନ୍ତୁ ଜାଣିନେବା ସେହି ରାଶି ମାନଙ୍କ ବିଷୟରେ।

୧- ପ୍ରଥମ ରାଶି ହେଉଛି ମେଷ ରାଶି ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମହାରାଜା ଶନି ଦେଵଙ୍କ ଆଶୀର୍ବାଦ ରହିବ। ତା ସହିତ ଜୀଵନ ରେ ଅନେକ ଖୁସି ଏବଂ ସୁଖ ଶାନ୍ତି ମଧ୍ୟ ଆସିବ। ସବୁ କାର୍ଯ୍ୟ ରେ ସଫଳତା ମିଳିବ ଏବଂ ଧନ ର ମଧ୍ୟ ପ୍ରାପ୍ତ ହେବ।

୨- ଦ୍ଵିତୀୟ ରେ ହେଉଛି ମିଥୁନ ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ମହାରାଜା ଶନିଦେଵ ଙ୍କ ଆଶୀର୍ବାଦ ରହିବ ଏବଂ ସେମାନେ ମଧ୍ୟ ନିଜ ଜୀଵନ ରେ ଥିବା ସମସ୍ତ ସମସ୍ୟା ରୁ ମୁକ୍ତି ପାଇଁ ପାରିବେ। ବ୍ୟବସାୟ ରେ ଉନ୍ନତି ହେବ।

 

୩- ତୃତୀୟ ରାଶି ହେଉଛି କନ୍ୟା ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ଶନିଦେବଙ୍କ କୃପା ଯୋଗୁଁ ସେମାନେ ନିଜ ଜୀଵନ ରେ ଥିବା ସବୁ ସମସ୍ୟା ରୁ ମୁକ୍ତି ହେବେ। ନିଜ ଶତ୍ରୁ କୁ ପରାସ୍ତ କରିବେ ଏବଂ ନିଜ କଥାରେ ସମସ୍ତ ଙ୍କୁ ପ୍ରଭାବିତ କରି ପାରିବେ।

 

୪- ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ଶନି ଦେବ ଙ୍କ ଆଶୀର୍ବାଦ ରହିବ। କୋର୍ଟ କଚେରି କାର୍ଯ୍ୟ ରେ ସଫଳତା ମିଳିବ। ଶତ୍ରୁ ପରାସ୍ତ ହେବେ। ପାରିବାରିକ ଏବଂ ଦାମ୍ପତ୍ୟ ଜୀଵନ ସୁଖମୟ ହେବ ଏବଂ ଜୀଵନ ର ସମସ୍ତ ସମସ୍ୟା ଦୂର ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button