ଦେଶ ବିଦେଶ
ରାତି ରେ ଶୋଇବା ଆଗରୁ ମାତ୍ର ୨ ଟା ଲବଙ୍ଗ ଖାଇ କି ସୋଇ ଯାଆନ୍ତୁ, ସକାଳେ ହେବ ଆଶ୍ଚର୍ଯ୍ୟଜନକ ଫାଇଦା

ହୁଏତ ଆପଣ ମାନେ ଜାଣି ନଥିବେ କିନ୍ତୁ ଆୟୁର୍ବେଦ ର ଚମତ୍କାରୀ ଉପଯୋଗୀତା ଯାହା ପୁରାଣ ସମୟ ରୁ ଚାଲି ଆସୁଛି । ଆୟୁର୍ବେଦ ରେ ସବୁ ପ୍ରକାର ତତ୍ୱ ରହିଛି ଓ ସବୁ ରୋଗ ର ପ୍ରତିକାର । ଆସନ୍ତୁ ଜାଣିବା ଲବଙ୍ଗ ବିଷୟରେ ଯାହା କୁ ଆମେ ରୋଷେଇ ରେ ଗୋଟେ ମସଲା ଭାବ ରେ ବେବହାର କରୁ, ଏହାର ର ପ୍ରୟୋଗ ରେ କରିବା ବହୁତ ସ୍ୱାଦିଷ୍ଟ ଆଉ ସୁଗନ୍ଧ ମୟ ହୋଇଥାଏ । ଲବଙ୍ଗ ଭିତରେ ପ୍ରଚୁର ମାତ୍ରା ରେ ଏମିତି ପୋଷକ ତତ୍ୱ ରହିଛି ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ ଅଟେ ।ଆଜି ଆମେ ଆପଣ ଙ୍କୁ ଏମିତି ଏକ ଜବରଦସ୍ତ ଫାଇଦା ବିଷୟରେ କହିବି ଯାହା ଆପଣ ଆଗରୁ ଜାଣି ନଥିବେ: