ଜୀବନଶୈଳୀ

ବହୁତ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏହି ୫ ଟି ରାଶିର ପୁରୁଷ

ଯଦି କୌଣସି ଝିଅ କାହାକୁ ଭଲପାଏ ତେବେ ସେ ତା ସମ୍ପର୍କକୁ ନେଇ ବହୁତ ସିରିୟସ ଥାଏ ଓ ସେ ନିଜର ପାର୍ଟନର ସହିତ ବିବାହ କରିବାର ନିର୍ଣ୍ଣୟ ନିଏ ତେବେ ବିବାହ କରିବା ଆଗରୁ ନିଜ ପାର୍ଟନରଙ୍କ ରାଶି ନିଶ୍ଚୟ ଜାଣି ନେବା ଉଚିତ କାହିଁକି ନା ଯଦି ଆପଣଙ୍କୁ ନିଜ ପାର୍ଟନରର ରାଶି ଜଣା ଅଛି ତେବେ ଆପଣ ଏହି କଥାକୁ ଜାଣିପାରିବେ ଆପଣଙ୍କ ବୟପ୍ରେଣ୍ଡ୍ କେମିତି ଅଟେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେଖାଯାଏ ଏମିତି ୫ ଟି ରାଶି ଅଛି ଯେଉଁ ପୁଅ ମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି , ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଆପଣଙ୍କ ପାର୍ଟନର ଆପଣଙ୍କୁ ସାରାଜୀବନ ଭଲ ପାଉ ତେବେ ଏହି ୫ ଟି ରାଶିର ପୁଅମାନେ ଅଛନ୍ତି, ତେବେ ଏହି ପୁଅମାନେ ଆପଣଙ୍କ ପାଇଁ ଉତ୍ତମ ଅଟନ୍ତି । ଆସନ୍ତୁ ଜାଣିବା ଏହି 5 ଟି ରୋମାଣ୍ଟିକ ରାଶି ବିଷୟରେ

ବୃଷ ରାଶି

ବୃଷ ରାଶିର ପୁଅମାନେ ବହୁତ ବିଶ୍ଵାସୀ ଓ କେୟାରିଙ୍ଗ ହୋଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଓ ପିଲାଙ୍କର ଯାହା ଦରକାର ସବୁ ପୂରଣ କରିଥାଆନ୍ତି । ଏହି ରାଶିର ପୁଅମାନେ କେବେ ବି ଧୋକ ଦିଅନ୍ତି ନାହିଁ ଓ ନା କେବେ ଦୁଃଖ ଦିଅନ୍ତି । ଯେଉଁ ପର୍ଯ୍ୟନ୍ତ ଏହି ପୁଅଙ୍କୁ ରଗା ନ ଯାଏ ସେ ପର୍ଯ୍ୟନ୍ତ ଶାନ୍ତ ରହିଥାନ୍ତି । ଏହି ରାଶିର ପୁଅମାନଙ୍କୁ ବହୁତ ସରଳ ଭାବରେ କାବୁରେ ଆଣିହେବ । ଯେଉଁ ଝିଅକୁ ଏହିଭଳି ସ୍ବାମୀ ମିଳିଯିବ ସେହି ଝିଅର ଜୀବନ ଖୁସିରେ କଟିବ ।

ସିଂହ ରାଶି

ଯେଉଁ ପୁରୁଷଙ୍କ ରାଶି ସିଂହ ହୋଇଥାଏ ସେମାନେ ସବୁଠୁ ଭଲ ସ୍ବାମୀ ବୋଲି ପ୍ରମାଣିତ ହୋଇଥାନ୍ତି ଏହି ରାଶିଥିବା ପୁରୁଷ ସୁନ୍ଦରୀ ମହିଳା ଉପରେ ବହୁତ ଶୀଘ୍ର ଆକର୍ଷିତ ହୋଇଥାନ୍ତି କିନ୍ତୁ ଏହି ରାଶିର ପୁରୁଷ ମାନେ ନିଜ ସ୍ତ୍ରୀର ଯତ୍ନ ଗୋଟେ ବାପା ଭଳି ନେଇଥାନ୍ତି । ଯେଉଁ ମହିଳାମାନଙ୍କର ସ୍ବାମୀଙ୍କ ରାଶି ସିଂହ ହୋଇଥାଏ ତାଙ୍କୁ ନିଜ ସ୍ବାମୀଙ୍କର ପ୍ରଶଂସା କରିବା ଦରକାର କାହିଁକି ନା ଏହି ରାଶିର ପୁରୁଷଙ୍କୁ ନିଜର ପ୍ରଶଂସା ଶୁଣିବା ପାଇଁ ବହୁତ ଭଲ ଲାଗିଥାଏ ଭଲପାଇବା ସମ୍ପର୍କରେ ଏହି ରାଶିର ପୁଅମାନେ ସବୁଠୁ ଆଗରେ ଥାଆନ୍ତି ।

ତୁଳା ରାଶି

ତୁଳା ରାଶି ଥିବା ପୁଅମାନେ ଅଧିକ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ବିବାହର ବର୍ଷ ବର୍ଷ ପରେ ମଧ୍ୟ ସମ୍ପର୍କରେ ପ୍ରେମ ଓ ବିଶ୍ଵାସ ରଖିବା ତାଙ୍କୁ ବହୁତ ଭଲ ସେ ଜଣାଥାଏ । ଏମାନେ ନିଜ ସ୍ତ୍ରୀକୁ କେତେବେଳେ ଗୋଲାପ ଦେଇ ଖୁସି କରିଥାନ୍ତି ତ କେବେ ବେଡ଼ ଟି ଦେଇ ସର୍ପ୍ରାଇଜ କରିଥାନ୍ତି । ଏହି ରାଶିର ପୁରୁଷ ନିଜ ସମ୍ପର୍କ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି ସେଥିପାଇଁ ସବୁ ଝିଅମାନଙ୍କୁ ଏହି ରାଶିର ପୁଅ ମାନେ ଅଧିକ ପସନ୍ଦ ହୋଇଥାନ୍ତି ।

ଧନୁ ରାଶି

ଧନୁ ରାଶିର ପୁରୁଷ ଜଣେ ଭଲ ସ୍ବାମୀ ପ୍ରମାଣିତ ହୋଇଥାନ୍ତି ଓ ଏହି ରାଶିର ପୁରୁଷ ଅଧିକ ରୋମାଣ୍ଟିକ ହୋଇଥାଆନ୍ତି । ଏମାନେ ଭଲ ପ୍ରେମୀ ଓ ଭଲ ଚିନ୍ତାଧାରା ରଖିଥିବା ପିତା ବି ହୋଇଥାନ୍ତି କିନ୍ତୁ ଧନୁ ରାଶିର ପୁରୁଷଙ୍କ ବିଷୟରେ ଏହା ମଧ୍ୟ କୁହା ଯାଏ କି ଏମାନେ ସମ୍ପର୍କରେ ବହୁତ ଶୀଘ୍ର ଥକି ପଡନ୍ତି ଓ ନୂଆ ସାଥିର ଖୋଜରେ ଲାଗି ରହିଥାନ୍ତି , ସେଥିପାଇଁ ସ୍ତ୍ରୀଙ୍କୁ ସବୁବେଳେ ଏହା ଚେଷ୍ଟା କରିବା ଦରକାର କି ତାଙ୍କ ସମ୍ପର୍କରେ କୌଣସି ପ୍ରକାରର ଦୂରତା ନ ଆସୁ । ଏମାନେ ନିଜ ସ୍ୱାମୀକୁ ସବୁବେଳେ ଖୁସି ରଖନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button