ଜୀବନଶୈଳୀ

Jyotish Shastra – N ନାମର ଲୋକ କେମିତି ହେଇଥାନ୍ତି ? ସ୍ଵଭାବ, ପ୍ରେମ, ଗୁଣ ଅବଗୁଣ, କ୍ୟାରିୟର, ଟଙ୍କା, ଲାଇଫ ପାର୍ଟନର, ଲଭ ଲାଇଫ

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ନିଜ ଲାଇଫ ପାର୍ଟନର ବା ଅନ୍ୟ କାହା ବିଷୟରେ ଜାଣିବା ପାଇଁ ବହୁତ ଇଛା କରିଥାନ୍ତି, ବ୍ୟକ୍ତି ନାମର ପ୍ରଥମ ଅକ୍ଷର ସେହି ବ୍ଯକ୍ତିର ସ୍ଵଭାବ, ଗୁଣ ଓ ବ୍ୟକ୍ତିତ୍ବ ଉପରେ ବହୁତ ପ୍ରଭାବ ପକାଇଥାଏ । ଯଦି ଆପଣ କୌଣସି ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହାଲେ ଆପଣ ଜ୍ୟୋତିଷ୍ୟଶାସ୍ତ୍ରକୁ ଅଧୟନ କରି ସେହି ବ୍ୟକ୍ତି ସହ ଯଦି ବହୁତ କିଛି ତଥ୍ୟ ବିଷୟରେ ଜାଣିପାରିବେ ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ N ନାମର ବ୍ୟକ୍ତିବିଶେଷ ମାନଙ୍କ ବିଷୟରେ କହିବାକୁ ଯାଉଛୁ । N ନାମ ବ୍ୟକ୍ତି ବିଶେଷଙ୍କ ଅଭ୍ଯାସ, ପ୍ରେମ, ସ୍ଵଭାବ,ଗୁଣ ଓ ଲଭ ଲାଇଫ ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ନାମର ବ୍ୟକ୍ତିବିଶେଷଙ୍କ ବିଷୟରେ ।

ସ୍ଵଭାବ- ଏହି ନାମର ବ୍ୟକ୍ତିବିଶେଷ ମାନେ ସମସ୍ତ କଥାକୁ ସାମ୍ନା ବାଲାର ମୁହଁ ଉପରେ କହିଦିଅନ୍ତୁ । ଏମାନେ କାହାକୁ ହେଲେ ଭୟ କରନ୍ତି ନାହିଁ । ଏମାନଙ୍କର କଥା ବାରତା ଦ୍ଵାରା ଅନ୍ୟ ଲୋକମାନେ ଏମାନଙ୍କ ଉପରେ ପ୍ରଭାବିତ ହୋଇଥାନ୍ତି । ଏହି ନାମର ଲୋକମାନଙ୍କ ଜୀବନ ସବୁବେଳେ ସୁଖମୟ ରହିଥାଏ । ଏମାନଙ୍କ ମନରେ ଯେତେ ଦୁଃଖ ଥିଲେ ମଧ୍ୟ ଏମାନେ ନିଜ କଷ୍ଟ ଓ ଦୁଃଖ ବିଷୟରେ ଅନ୍ୟ କାହାକୁ କୁହନ୍ତି ନାହିଁ । ଦେବୀ ଦେବତା ମାନଙ୍କର ବିଶେଷ କୃପା ମଧ୍ୟ ଏମାନଙ୍କ ଉପରେ ରହିଥାଏ ।


ଲଭ ଲାଇଫ- N ନାମର ବ୍ୟକ୍ତିବିଶେଷ ମାନେ ସଚଟ ପ୍ରେମ ଉପରେ ବିଶ୍ଵାସ କରିନଥାନ୍ତି । ଏମାନେ ସମାଜର ଅବସ୍ଥା ଦେଖି ସଚଟ ପ୍ରେମକୁ ଅଧିକ ଗୁରୁତ୍ଵ ଦେଇନଥାନ୍ତି । ଏମାନଙ୍କ ମନ ବହୁତ ସଫା ଥାଏ ସେଥିପାଇଁ ଏମାନଙ୍କୁ ବହୁତ ଶୀଘ୍ର ପାର୍ଟନର ମିଳିଯାଇଥାଏ । ଏମାନେ ବହୁତ ଭୋଲା ଭାଲା ଦେଖାଯାଉଥିଲେ ମଧ୍ୟ ଏମାନଙ୍କୁ ଧୋକା ଦେବା ବହୁତ କଷ୍ଟକର ହୋଇଥାଏ । ଏମାନେ ଯାହାକୁ ସଚଟ ମନରେ ପ୍ରେମ କରନ୍ତି ସେମାନଙ୍କ ପାଇଁ ଏମାନେ ସବୁକିଛି କରିବା ପାଇଁ ପ୍ରସ୍ତୁତ ଥାନ୍ତି ।

ସମ୍ପର୍କ- ଏହି ନାମର ବ୍ୟକ୍ତିବିଶେଷ ମାନେ ଅନ୍ୟ କାହାର ଅଧୀନରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ । ଏମାନେ ସବୁବେଳେ ନିଜ କଷ୍ଟରେ ସଫଳତା ପାଇବା ପାଇଁ ଇଛା କରିଥାନ୍ତି ଓ ନିଜ ଷ୍ଟାଇଲରେ ଜୀବନକୁ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏହି ନାମର ବ୍ୟକ୍ତି ମାନଙ୍କ ମନରେ କୌଣସି କପଟ ନଥାଏ ।


ଗୁଣ- ଏମାନଙ୍କ ଗୁଣ ବାସ୍ତବରେ ବହୁତ ଭଲ ଥାଏ । ଏମାନେ ନିଜର ସମସ୍ତ କାର୍ଯ୍ୟକୁ କେବେହେଲେ ଅଧୁରା କରିରଖନ୍ତି ନାହିଁ । ଏମାନେ ନିଜ ଘର ଲୋକଙ୍କୁ ବହୁତ ଅଧିକ ଭଲ ପାଇଥାନ୍ତି । ବାହାର କାମ କରିବା ସହିତ ଏମାନେ ନିଜ ଘର କାମରେ ମଧ୍ୟ ସହାୟତା କରିଥାନ୍ତି । ଏମାନଙ୍କର ଏହି ଗୁଣ ପାଇଁ ଏମାନେ ଘରେ ବହୁତ ସମ୍ମାନ ପାଇଥାନ୍ତି ।


ବନ୍ଧୁଗଣ ଏହି ନାମର ବ୍ୟକ୍ତିବିଶେଷ ମାନଙ୍କର ସ୍ଵଭାବ, ଗୁଣ ଓ ବ୍ୟକ୍ତିତ୍ବ ଅନ୍ୟ ଲୋକଙ୍କ ଅପେକ୍ଷା ବହୁତ ଅଧିକ ଭଲ ଏବଂ ଆକର୍ଷିତ ଥାଏ । ଏମାନେ ଅନ୍ୟ କୌଣସି ଲୋକଙ୍କ ଉପରେ ଅତି ସହଜରେ ବିଶ୍ଵାସ କରିନଥାନ୍ତି ଓ ଏମାନେ କୌଣସି ସ୍ଥାନରେ ଠକାମିରେ ପଡିନାଥାନ୍ତି । କାରଣ ଏମାନେ ସମାଜକୁ ଦେଖି ନିଜକୁ ସମାଜ ସହ ଚଳାଇ ଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button