ଓଡିଶା

ନାମଲେଖା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ – Utkal Mail


ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍କୁଲରେ ନାମ ଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ଏନେଇ ଗଣଶିକ୍ଷା ସଚିବ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି । ଆଧାର କାର୍ଡ ଥାଉ କି ନଥାଉ ସ୍କୁଲରେ ନାମ ଲେଖାଇ ପାରିବେ । ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିବେ । କିଛି ସ୍କୁଲରେ ପ୍ରଧାନଶିକ୍ଷକ ଆଧାର ଦାବୀ କରିବା ଦୃଷ୍ଟିକୁ ଆସିଛି । ସବୁ ପ୍ରଧାନଶିକ୍ଷକଙ୍କୁ ଅବଗତି ପାଇଁ ଡିଇଓଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button