ବିଚାର

କାହାର ନାମ ଭାବି ବାଛନ୍ତୁ ଯେ କୌଣସି 1 ବହି ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? Love Quiz

ନମସ୍କାର ବନ୍ଧୁଗଣ ତେବେ ପ୍ରତେକ ମଣିଷ ଜୀବନରେ କିଛି ନା କିଛି ଇଚ୍ଛା ରହିଥାଏ । ଯାହାକୁ ପୁରା କରିବା ପାଇଁ ମଣିଷ ଅନେକ ପ୍ରୟାସ କରିଥାଏ । କିନ୍ତୁ କିଛି କ୍ଷେତ୍ରରେ ମଣିଷର ସବୁ ଇଚ୍ଛା କମ ସମୟରେ ପୂରଣ ହୋଇଥାଏ ତ ଆଉ କିଛି କ୍ଷେତ୍ରରେ ଅନେକ ସମୟ ଲାଗିଥାଏ । ଆଜି ଆମେ ଆପଣ ମାନଙ୍କର ୫ଟି କାର୍ଡର ଚିତ୍ର ନେଇ ଆସିଛି । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବରର କାର୍ଡ ଚୟନ କରିବାକୁ ପଡିବ । ଏହା ଦ୍ଵାରା ଆପଣ ନିଜର ଇଚ୍ଛା କେବେ ପୂରଣ ହେବ ତାହା ଜାଣି ପାରିବେ । ତେବେ ଆସନ୍ତୁ ଗେମ ଆରମ୍ବ କରିବା

୧-ଯଦି ଆପଣ ପ୍ରଥମ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କର ଇଚ୍ଛା ବହୁତ ଜଲ୍ଦି ପୁରା ହେବାକୁ ଯାଉଛି । ସେହି ସମୟ ସୀମା ୧୦ ଦିନ ବା ୧୦ ସପ୍ତାହ ହୋଇପାରେ । ଏମିତି ବି ହୋଇପାରେ କିଛି ଲୋକଙ୍କର ୧୦ ମିନିଟରେ ବା ୧୦ ଘଣ୍ଟା ମଧ୍ୟରେ ପୁରା ହୋଇପାରେ । ତାଙ୍କ ମନରେ ଆପଣ ସବୁବେଳେ ରହିଥାନ୍ତି ଏବଂ ଆପଣଙ୍କୁ ସେ କେବେ ମଧ୍ୟ ଭୁଲି ପାରିବେନି ।

୨- ଯଦି ଆପଣ ଦିତୀୟ କାର୍ଡ ପସନ୍ଦ କରିଛନ୍ତି ତେବେ ଆପଣ ଯାହା ଇଚ୍ଛା କରୁଛନ୍ତି ଅଳ୍ପ ସମୟ ଲାଗିପାରେ । କିନ୍ତୁ ଯେଉଁ କାମ ସହ ଆପଣ ଇଚ୍ଛା କରୁଛନ୍ତି ତାହା ସହ ଜଡିତ କାମକୁ ନେଇ ଆପଣ ଖୁସି ନୁହନ୍ତି । ଆପଣ ଅନେକ ସମୟରେ ଦୁଖୀ ରହୁଛନ୍ତି । ଯାହା ଆପଣଙ୍କ ପାଖରେ ନାହି ତାହ ନେଇ ଦୁଖ କରିବା ଅନୁଚିତ । ଆପଣଙ୍କୁ ଯାହା ମିଳିଛି ତାହାର ନିରାଦର କରି ଖୁସି ରୁହନ୍ତୁ । ଆପଣଙ୍କର ସମୟ ସୀମା ଦୁଇ ସପ୍ତାହ ବା ମାସ ଲାଗିପାରେ ଯାହା ଦ୍ଵାରା ଆପଣଙ୍କର ସବୁ କାମ ପୁରା ହେବ ।

୩- ଯଦି ଆପଣ ତୃତୀୟ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କର ୧୫ ଦିନ ମଧ୍ୟ ରେ ସବୁ ଇଚ୍ଛା ପୁରା ହେବ । ଆପଣ ଅଧା କାମ ପୁରା ହୋଇ ସରାଇଛି । ଆଉ ଅଧା କାମ ବହୁତ ଜଲ୍ଦି ପୁରା ହେବାକୁ ଯାଉଛି । ଆପଣ ଯେତେ ପରିଶ୍ରମ କରିବା କଥା କରି ସାରିଛନ୍ତି ତେଣୁ ଅଧିକ ଆଉ କିଛି କରିବା ଦରକାର ନାହି । ଆପଣଙ୍କ ପାଇଁ ତାଙ୍କ ହୃଦୟରେ ସ୍ନେହ ଏବଂ ଶ୍ରଦ୍ଧା ରହିଛି ।

୪- ଯଦି ଆପଣ ଚତୁର୍ଥ କାର୍ଡ ଚୟନ କରିଛନ୍ତି ତେବେ ଆପଣଙ୍କର ସବୁ କାମ ପୁରା ହେବା ପାଇଁ ସମୟ ଲାଗିପାର୍ତେ । ତରବର ନ ହୋଇ ଧର୍ଯ୍ୟର ସହ କାମ କରନ୍ତୁ । ଆପଣଙ୍କୁ ୮ ମାସ ଲାଗିପାରେ ଆପଣଙ୍କର କାମ ପୁରା କରିବା ପାଇଁ । ଏହା ଦ୍ଵାରା ଆପଣଙ୍କର ବହୁତ ଭଲ ରେଜଲ୍ଟ ଦେଖିବାକୁ ପାଇବେ । ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ଲୁଚି ରହିଛି ।

୫- ଯଦି ଆପଣ ପଞ୍ଚମ କାର୍ଡ ପସନ୍ଦ କରିଛନ୍ତି ତେବେ ଆପଣଙ୍କର ସବୁ ଇଚ୍ଛା ପୁରା ହେବା ପାଇଁ ପାଖାପାଖି ଗୋଟେ ବର୍ଷ ବା ୧୦ ମାସ ବା ୧୦ ସପ୍ତାହ ଲାଗିପାରେ । ଚାକିରି କ୍ଷେତ୍ରରେ ଆପଣ ଚିନ୍ତିତ ଥିଲେ କିଛି ସମୟ ଲାଗିପାରେ । ଆପଣଙ୍କ ଜୀବନରେ ଖୁଶିର ସମୟ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କୁ ଆପଣଙ୍କ ପ୍ରେମ ମିଳିବାକୁ ଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button