ବିଚାର

ଏବେ ଆପଣ ଦୁହିଙ୍କ ମଧ୍ୟରେ ଆଗକୁ କଣ ହେବ ବାଛନ୍ତୁ କୌଣସି ଏକ ନମ୍ବର

ବନ୍ଧୁଗଣ ଯଦି ଆପଣ କାହା ସହ ରିଲେସନ ରେ ଅଛନ୍ତି ବା କେହି ଆପଣଙ୍କର ବନ୍ଧୁ ଅଛନ୍ତି ବା ଯିଏ ବି ଆପଣଙ୍କର ନିକଟତର ଅଛନ୍ତି ଆପଣ ଦୁହିଙ୍କର ସମ୍ପର୍କ ଆଗକୁ କିପରି ରହିବ ତାହା ରହିଛି ଆଜିର ଆମର ବିଷୟ ବସ୍ତୁ । ଏଥିପାଇଁ ଆପଣଙ୍କୁ 2ଟି ଘର ର ଚିତ୍ର ମଧ୍ୟରୁ ଯେ କୌଣସି ଗୋଟେ ବାଛିବାକୁ ହେବ । ଆପଣ ଅନ୍ୟ କାହା ସହ ନିଜର ରିଲେସନ ବିଷୟରେ ଜାଣିବାକୁ ଚାହୁଁ ଛନ୍ତି ତାହା ମଧ୍ୟ ଜାଣି ପାରିବେ । ଆଗାମୀ ସମୟରେ ଆପଣ ଓ ତାଙ୍କର ସମ୍ପର୍କ ମଧ୍ୟରେ କଣ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

1- ଯଦି ଆପଣ ପ୍ରଥମ ନମ୍ବର ଟି ବାଛିଛନ୍ତି ତେବେ ଯଦି ଆପଣଙ୍କ ସାଥି ଙ୍କ କଥା ବା କାମରେ ଆପଣ ରାଗି ଯାଉଛନ୍ତି ବା ସେ ରାଗି ଯାଉଛନ୍ତି । ତେବେ ସେ ପୁରୁଣା କଥାକୁ ମନେ ପକାଉଛନ୍ତି । ଏବେ ସେ ଚିନ୍ତାରେ ଅଛନ୍ତି । କାରଣ ସେ ଜାଣି ନ ଥିଲେ ଏମିତି କିଛି ହୋଇଯିବ । ଆପଣଙ୍କୁ ନେଇ ସେ ବହୁତ ଖୁସି ଅଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ସେସ ନ ହେଉ ଏମିତି ସେ ଭାବୁଛନ୍ତି ।

ତାଙ୍କୁ ଲାଗୁଛି ଆପଣ ଦୁଃଖୀ ଅଛନ୍ତି । ସେ ଆପଣଙ୍କ ସହ ଯାହା କରିଛନ୍ତି ଏବେ ଭାବୁଛନ୍ତି । ସେ ଭାବୁଛନ୍ତି ଏମିତି ସେ କାହିଁକି କରିଲେ । ଆପଣ ଦୁହିଙ୍କ ମଧ୍ୟରେ ଏମିତି କିଛି ନା କିଛି ହୋଇଛି । ଆପଣ କେବେ ଭାବି ନ ଥିଲେ ଆପଣଙ୍କ ସାଥି ଏମିତି କରିବେ । ସେ ଯାହା କରିଥାନ୍ତି ଧ୍ୟାନର ସହ କରିଥାନ୍ତି । ଆପଣ ଦୁହିଙ୍କ ମଧ୍ୟରେ ଯାହା ବି ହୋଇଛି କିଛି କ୍ଷଣ ପାଇଁ । ଆପଣ ଦୁହେଁ ପରସ୍ପରକୁ ବୁଝନ୍ତୁ । ଆପଣଙ୍କ ପାଇଁ କଣ ଜରୁରୀ ତାହା ବୁଝନ୍ତୁ । କିଛି ତ କମ୍ପ୍ରମାଇଜ କରିବାକୁ ହେବ । ଏହି ସମ୍ପର୍କରେ ଆପଣଙ୍କର ଭବିଷ୍ୟତ ବହୁତ ଭଲ ରହିବ ।

2- ଆପଣ ଯଦି ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ସାଥି ସବୁ କ୍ଷେତ୍ରରେ ସମୟ ନେଇଥାନ୍ତି । ଯେବେ ଠାରୁ ଆପଣଙ୍କର ତାଙ୍କ ସହ ଦେଖା ହୋଇଛି ବା ସମ୍ପର୍କରେ ଆସିଛନ୍ତି ସେବେ ଠାରୁ ଏମିତି ଚାଲିଛି । ସେ ତାଙ୍କ ମନ ଅନୁସାରେ କାମ କରିଥାନ୍ତି । ସେ ଜାଣିଛନ୍ତି ତାଙ୍କୁ କଣ କରିବାର ଅଛି କଣ ନାହିଁ । ସେ ଜାଣିଛନ୍ତି ସବୁ କାମ ପାଇଁ ସମୟ ଲାଗିବ ।

ବର୍ତ୍ତମାନ ସେ ଆପଣଙ୍କୁ ବ୍ଲକ କରି ଦେଇଛନ୍ତି କଥା ହେଉ ନାହାନ୍ତି । କାରଣ ସେ ନିଜର କ୍ୟାରିୟରକୁ ନେଇ ସିରିଏସ ଅଛନ୍ତି । ସେ ପୂଜା ପାଠରେ ଧ୍ୟାନ ଦେଉଛନ୍ତି । ସେ ନିଜକୁ ଚିନ୍ତରୁ ଦୂରେଇ ରଖୁଛନ୍ତି । ଆପଣଙ୍କ ସାଥି ଆପଣଙ୍କ ବିଷୟରେ ସବୁ କିଛି ଜାଣିଛନ୍ତି । ସେ ଜାଣିଛନ୍ତି ଆପଣ ଏହି ସମ୍ପର୍କରେ କେତେ ସମୟ ଦେଇଛନ୍ତି କେତେ ଚେଷ୍ଟା କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button