ଦେଶ ବିଦେଶ

Interesting Gk Questions- ସ୍ଵାମୀ ପ୍ରତିଦିନ ଓ ସ୍ତ୍ରୀ ବର୍ଷରେ ଥରେ ପିନ୍ଧିଥାଏ, କୁହନ୍ତୁ ତାହା କଣ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନ ରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଛି।ସାଧାରଣ ଜ୍ଞାନ ପଢିବା ଦ୍ୱାରା ଆମେ ବିଭିନ୍ନ ଘଟଣା ସମ୍ପର୍କରେ ଜାଣି ପାରିଥାଉ।ଏହା ଦ୍ୱାରା ଆମେ ବିଭିନ୍ନ ଦେଶ ବିଦେଶର ସାଧାରଣ ଜ୍ଞାନ ସମ୍ପର୍କରେ ଅବଗତ ହୋଇପାରୁ।ସାଧାରଣ ଜ୍ଞାନ ବିଶେଷ କରି କର୍ମ କ୍ଷେତ୍ରରେ କାର୍ଯ୍ୟ ରେ ଲାଗିଥାଏ।ଆପଣ ଯେ କୋୖଣସି କର୍ମ କ୍ଷେତ୍ରକୁ ଚାକିରୀ କରିବା ପାଇଁ ଗଲେ ସେଠାରେ ପ୍ରଥମେ ସେମାନେ ଆପଣଙ୍କର ଇଣ୍ଟରଭ୍ୟୁ ନେଇଥାନ୍ତି।ଏହି ଇଣ୍ଟରଭ୍ୟୁ ରେ ପ୍ରାୟତଃ ସାଧାରଣ ଜ୍ଞାନ ର ପ୍ରଶ୍ନ ହିଁ ପଚାରିଥାନ୍ତି ।ଏପରି କିଛି ପ୍ରଶ୍ନ ପଚାରିଥାନ୍ତି ଯାହାର ଉତ୍ତର ଦେବା ମଧ୍ୟ କଷ୍ଟକର ହୋଇଥାଏ।

ଦେଶର ସବୁଠାରୁ ବଡ଼ ପଦବୀ ବା ପ୍ରସାଶନିକ ସେବା(ଆଇ.ଏ.ଏସ)ରେ ଯୋଗ ଦେବା ପାଇଁ ମଧ୍ୟ ଇଣ୍ଟରଭ୍ୟୁ କରାଯାଇଥାଏ।ପ୍ରଥମେ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ଏକ ଇଣ୍ଟରଭ୍ୟୁ କରାଯାଇଥାଏ।ଏହି ଇଣ୍ଟରଭ୍ୟୁ ରେ ବହୁତ ପ୍ରକାର କଷ୍ଟ ସାଧ୍ୟ ପ୍ରଶ୍ନର ସାମ୍ନା କରିବାକୁ ପଡିଥାଏ।ଏପରି କିଛି ପ୍ରଶ୍ନ ପଡିଥାଏ ଯାହାକୁ ଆମେ ପ୍ରଥମ ରୁ ଜାଣି ନ ଥାଉ।ତେବେ ବନ୍ଧୁ ଗଣ ଆଜି ଆମେ ଆପଣଙ୍କୁ ସେହିପରି କିଛି ପ୍ରଶ୍ନ ର ଉତ୍ତର ଜଣେଇବାକୁ ଯାଉଛୁ ଯାହା ଆପଣ ପ୍ରଥମେ କେବେ ଦେଖି ନ ଥିବେ କିମ୍ବା ଜାଣି ନ ଥିବେ।ତେବେ ଆସନ୍ତୁ ଦେଖିବା ସାଧାରଣ ଜ୍ଞାନ ର ପ୍ରଶ୍ନ ଓ ଏହାର ଉତ୍ତର।

୧.ଗୋଟିଏ ଟେବୁଲ ଉପରେ ଗୋଟିଏ ଟୋକେଇରେ ୭ଟି କଦଳୀ ଅଛି ତାକୁ ୮ଜଣ ଙ୍କ ମଧ୍ୟରେ କିପରି ବାଣ୍ଟିବା?
ଉତ୍ତର-ଗୋଟିଏ ଟେବୁଲ ଉପରେ ଅଛି ଏବଂ ଆଉ ଟୋକେଇରେ ବି ୭ ଟା ଅଛି । ସବୁ ଗୋଟିଏ ଗୋଟିଏ ବାଣ୍ଟି ନେବେ।

୨.ପତି ନିଜ ପତ୍ନୀର କେଉଁ ରୂପକୁ ଦେଖିପାରି ନ ଥାଏ ?
ଉତ୍ତର-ବିଧବା ରୂପ।

୩.କେଉଁଠାରେ ଭାରତୀୟ ଙ୍କୁ ଅଧିକ ରିଜେକ୍ଟ କରାଯାଇଥାଏ ?
ଉତ୍ତର-ଆମେରିକା।

୪.କେଉଁ ଫଳ ର ମଞ୍ଜି କୁ କୁକୁର ଖାଇବା ପରେ ସେ ମରିଯାଇଥାଏ?
ଉତ୍ତର-ସେଓ ବା ନାସପାତି।

୫.ଗାଈର ସବୁଠୁ ବେଶି ପସନ୍ଦ ହେଉଥିବା ରଙ୍ଗ କଣ ଅଟେ?
ଉତ୍ତର-ସବୁଜ ରଙ୍ଗ।

୬.ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ?
ଉତ୍ତର-ଜବାହରଲାଲ ନେହେରୁ।

୭.ପୃଥିବୀର ସବୁଠୁ ଲମ୍ବା ନଦୀର ନାମ କଣ?
ଉତ୍ତର-ନୀଳ ନଦୀ।

୮.ତାହା କଣ ଯାହା ଖାଇବା ପୂର୍ବରୁ ଦେଖାଯାଇ ନ ଥାଏ ?
ଉତ୍ତର-ଧକ୍କା ଖାଇବା।

୯.କବାଡ଼ି କେଉଁ ଦେଶର ରାଷ୍ଟ୍ରୀୟ ଖେଳ ଅଟେ?
ଉତ୍ତର-ବାଂଲାଦେଶ।

୧୦.ପତି ପ୍ରତିଦିନ କିନ୍ତୁ ପତ୍ନୀ ବର୍ଷରେ ଥରେ ପିନ୍ଧିଥାଏ ତା ନାମ କଣ ?
ଉତ୍ତର- ପଇତା

ତେବେ ବନ୍ଧୁଗଣ ଆଶା କରୁଛି ଏହା ଦ୍ୱାରା ଆପଣ ବହୁତ କିଛି ଶିଖିବାକୁ ପାଇଥିବେ ଯାହା ଦ୍ୱାରା ଆପଣ ଭବିଷ୍ୟତରେ ଯେ କୌଣସି ପରୀକ୍ଷା ରେ ପଚରା ଯାଇଥିବା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button