ଓଡିଶା

ଯେତେବେଳେ ମୃତ୍ୟୁର ୧୦ ଦିନ ପରେ ମହିଳାଙ୍କ ଗର୍ଭରୁ ବାହାରିଲା ଶିଶୁ- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଖବର ଅନୁଯାଇ ଗୋଟେ ମହିଳା ଯିଏ ୧୦ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ତାଙ୍କ ଶବ ଗୋଟେ ଶିଶୁ କୁ ଜନ୍ମ ଦେଇଥିଲା । ଏହି ଖବର ମହିଳାଙ୍କ ସମାଧି ଦେଉଥିବା କର୍ମଚାରୀ ମାନେ ଦେଇଛନ୍ତି, ଏହି ଆଶ୍ଚର୍ଯ୍ୟ କରି ଦଉଥିବା ଘଟଣା ଦକ୍ଷିଣ ଆଫ୍ରିକା ର ମଥ୍ୟାସି ଗାଁ ର ଅଟେ । ଏହି ୩୩ବର୍ଷୀୟ ମହିଳା ହସ୍ପିଟାଲ ରେ ୧୦ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିଲେ ଏବଂ ମଲା ବେଳେ ସମସ୍ତେ ଏହା ବି ଜାଣି ଥିଲେ କି ସେହି ମହିଳା ୯ମାସ ଗର୍ଭବତୀ ବି ଥିଲେ ।

ମହିଳାଙ୍କ ନା ନାମବେଲିସୋ ନମାସୋନ୍ତୋ ଅଟେ ବୋଲି କୁହା ଯାଉଛି, ଯାହାର ପାଞ୍ଚୋଟି ଛୁଆ ଥିଲେ ଏହି ଷଷ୍ଠ ଛୁଆ ଟିର ମୃତ୍ୟୁ ହୋଇଯାଇଥିଲା । ଗାଁ ଲୋକ ଏହି ଘଟଣା କୁ ଶୁଣି ଏତେ ଭୟଭୀତ ହୋଇ ଯାଇଥିଲେ କି କେହି ଏ କଥା ଜାଣିବା ପାଇଁ ଚେଷ୍ଟା କଲେ ନି କି ସେହି ଛୁଆ ଝିଅ କି ପୁଅ ଥିଲା ।

ସମାଧି କାର୍ଯ୍ୟକର୍ତ୍ତା କହିଲେ କି ତାଙ୍କ ୨୦ବର୍ଷ କାମରେ ସେ କେବେ ବି କୌଣସି ଶବକୁ ଛୁଆ ଜନ୍ମ କରିବାର ଦେଖି ନାହାଁନ୍ତି, ଏହା ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟ ର ବିଷୟ ଅଟେ । ଏହି ଘଟଣା ପରେ ମସାଣି କର୍ମଚାରୀ ଡଋ ଗଲେ ଏବଂ ସାଙ୍ଗେ ସାଙ୍ଗେ ମା ଓ ଛୁଆ ଦୁହିଁଙ୍କୁ ବଡ କଫନ ରେ ରଖି ପୋତି ଦେଲେ, ମହିଳାର ଘର ଲୋକ ଏହି କଥା ଶୁଣି ଡରି ଯାଇଛନ୍ତି ।

ମହିଳାଙ୍କ ମା କହିଲେ ମୁଁ ମୋ ଝି ମୃତ୍ୟୁ ପରେ ବହୁତ ଦୁଃଖିତ ଥିଲି ଏବଂ ଏହି ଘଟଣା ମତେ ଆହୁରି ଭାଙ୍ଗି ଦେଲା, କିଛି ବିଶେଷଜ୍ଞଙ୍କ ଅନୁଯାଇ ଏହା ସମ୍ଭବ ହୋଇପାରେ ତାଙ୍କ କହିବା ଅନୁଯାଇ ସେ ସନ୍ଦେହ କରୁଛନ୍ତି କି ମହିଳାଙ୍କ ପେଟ ରେ ଗ୍ୟାସ ହୋଇଥିବ ଏବଂ ସେହି ପ୍ରେସରୁ ଛୁଆ ବାହାରକୁ ଆସିଥିବ ଆହୁରି ଗୋଟେ କାରଣ ଏହା ବି ହୋଇପାରେ କି ମୃତ ଶରୀର ମାଂସପେଶୀ ସବୁ ଶିଥିଳ ବା ଢିଲା ହୋଇଯାଇଥାଏ ଏହି କାରଣରୁ ବି ପିଲାଟି ବାହାରକୁ ଆସିଯାଇଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button