ଶୀତ ରାତିରେ ଏମିତି କରି ସାଥୀଙ୍କୁ ରୋମାଣ୍ଟିକ କରନ୍ତୁ, ଦି’ ଗୁଣା ମିଳିବ ଶାରୀରିକ ସୁଖର ଫାଇଦା

ନବବିବାହିତ ଦମ୍ପତ୍ତି ହୁଅନ୍ତୁ ଅବା ଲିଭ୍ ଇନରେ ରହୁଥିବା କପୁଲ ସମସ୍ତେ ନିଜ ସେକ୍ସ ଲାଇଫକୁ ବେଶ୍ ରୋମାଣ୍ଟିକ ଓ ଅନୁଭବୀ କରିବାକୁ ଚାହୁଁଛନ୍ତି। ଆପଣ ବି ଚାହୁଁଥିବେ କିଛି ଏମିତି ଉପାୟରେ ସାଥୀଙ୍କ ସହ ଯୌନ ଜୀବନ ବିତାଇବାକୁ। ତେବେ ଆଉ ଡେରି କାହିଁକି ଏହି ଆଲେଖ୍ୟ ସେହି ଉତ୍ସାହୀ କପୁଲଙ୍କ ପାଇଁ ଉତ୍ସର୍ଗୀକୃତ ଯେଉଁମାନେ ୱିଣ୍ଟର ସେକ୍ସକୁ ହଟ୍ କରିବାକୁ ଚାହୁଁଛନ୍ତି।
ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗ୍ରୀଷ୍ମ ଅପେକ୍ଷା ଶୀତ ଋତୁ ସମୟରେ କପୁଲମାନେ ସେକ୍ସ ପ୍ରତି ଦୁଇଗୁଣା ଆକର୍ଷିତ ହୋଇଥାନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇଥାଏ ଯାହା ସେମାନଙ୍କ ଯୌନ ଜୀବନ ଉପରେ ପ୍ରଭାବ ପକାଇଥାଏ। ଏହି ଆଗ୍ରହ ହିଁ ଉଭୟଙ୍କୁ ନିବିଡ଼ରୁ ନିବିଡିତର କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ନିମ୍ନ ଲିଖିତ ଟିପ୍ସ ବି ମନେ ରଖିବାକୁ ପଡ଼ିବ।

ପ୍ରେମିକା, ପତ୍ନୀ କିମ୍ବା ଆପଣଙ୍କ ଯୌନ ସାଥୀଙ୍କୁ ନେଇ ରାଜ୍ୟ ବାହରକୁ ବୁଲି ଯାଆନ୍ତୁ। ଭଲ ପର୍ଯ୍ୟଟନ ଓ ହିଲ୍ ଷ୍ଟେସନକୁ ବାଛିଲେ ଆହୁରୀ ଭଲ। ସେକ୍ସ ପୂର୍ବରୁ ଶୀତର ମଜା ନିଅନ୍ତୁ ମାଘ ମାଷର ଜାଡ଼ରେ ଥରନ୍ତୁ ଏବଂ ରାତିରେ ସେକ୍ସର ଭରପୁର ମଜା ନିଅନ୍ତୁ।
ରେଗୁରାଲ କାଓଗାର୍ଲ, ଡଗି ପୋଜିସନ ଅପେକ୍ଷା ଅନ୍ୟ କିଛି ପୋଜିସନ ବା ପୋଜ୍ ଆପଣାନ୍ତୁ ଦେଖିବେ ଭରପୁର ଏକ୍ସାଇଟମେଣ୍ଟ ବି ବଢ଼ିବ। କିଛି ଏମିତି ପୋଜ୍ ଆପଣାନ୍ତୁ ଯାହା ଦୁଇ ଦେହ ଭଲ ସେ ମିଶିପାରିବ। କହିବାର ଅର୍ଥ ଦେହକୁ ଦେହ ଲାଗାଇ ତାତି ବଢ଼ାଇଲା ଭଳିଆ ପୋଜିସନର ତରିକା ଆପଣାନ୍ତୁ।
ବାହାରକୁ ବୁଲି ଯାଇଥିଲେ ମନେ ରଖିବେ କିଛି ସମୟ ରାତିରେ ଆକାଶ ତଳେ ଉଭୟେ କାଠ ଜାଳି ନିଆଁ ପୁଅନ୍ତୁ ଏହା ଶୀତର ରକ୍ଷା କରିବା ସହ ଦେହର ତାତିକୁ ବି ବଢାଇବରେ ସାହାଯ୍ୟ କରିବ ଯାହା ସେକ୍ସ ତାତି ପାଇଁ ବେଶ ଦରକାରୀ। ରୁମରେ ରହୁଥିଲେ ଅଧିକ ପରିମାଣର କ୍ୟାଣ୍ଡେଲ ଲଗାନ୍ତୁ ଫିଲ୍ କରନ୍ତୁ କ୍ୟାଣ୍ଡେଲ ଲାଇଟ ହନିମୁନ୍ ଟୁର୍ ରେ ଆପଣ ଅଛନ୍ତି ବୋଲି।