ରାଶିଫଳ

ଶୁକ୍ର ମିଥୁନ ରାଶିରେ କରିବେ ପ୍ରବେଶ, ସୁନା ପରି ଚମକିବା ଏହି ରାଶିର ଭାଗ୍ୟ

ନମସ୍କାର ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଗ୍ରହ ସମୟ ର ସାଥ ସାଥ ରେ ନିଜର ଚଳନ ରେ ପରିବର୍ତ୍ତନ କରିଥାନ୍ତି ଏବଂ ସେହି କାରଣ ଯୋଗୁଁ ୧୨ଟି ରାଶି ଉପରେ ଶୁଭ ଅଶୁଭ ର ପ୍ରଭାବ ପଡ଼ିଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ର ଜୀଵନ ରେ ରାଶି ର ଗ୍ରହ ର ଚଳନ ସଠିକ ଥାଏ ତେବେ ତା ଜୀଵନ ରେ ସକରାତ୍ମକ ଜିନିଷ ହୋଇଥାଏ ଏବଂ ଯଦି କୌଣସି ବ୍ୟକ୍ତି ର ଜୀଵନ ରେ ରାଶି ରେ ଗ୍ରହ ଚଳନ ସଠିକ ରହି ନଥାଏ ତେବେ ତା ଜୀଵନ ରେ ବହୁତ ସମସ୍ୟା ଗୁଡିକ ମଧ୍ୟ ଆସିଥାଏ ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୯ ମଇ ୨୦୧୯ ରେ ଶୁକ୍ର ଗ୍ରହ ବୃଷଭ ରାଶି ରୁ ବାହାର କରି ମିଥୁନ ରାଶି ଉପରେ ପ୍ରବେଶ କରୁଛନ୍ତି ଏବଂ ଏହା ଜୁନ ୨୨ ପର୍ଯ୍ୟନ୍ତ ରହିବେ ।

ତେବେ ଚାଲନ୍ତୁ ଜାଣି ନେବା କେଉଁ ରାଶି ମାନଙ୍କ ଉପରେ କଣ ପ୍ରଭାବ ପଡୁଛି ଚାଲନ୍ତୁ ଜାଣିନେବା ।ତେବେ ଆସନ୍ତୁ ଜାଣିନେବା କେଉଁ ରାଶି ମାନଙ୍କ ଉପରେ ଏହାର ପ୍ରଭାବ ଭଲ ରହିବ ।

୧- ପ୍ରଥମ ରେ ହେଉଛି ମେଷ । ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀଵନ ରେ ନୂତନ ପରିବର୍ତ୍ତନ ଆସିବ । ଭାଇ ଭଉଣୀ ଙ୍କ ଭିତରେ ସଂପର୍କ ଭଲ ରହିବ । ବ୍ୟବସାୟ ରେ ଉନ୍ନତି ହେବ ।

୨- ଦ୍ଵିତୀୟ ରାଶି ହେଉଛି ବୃଷଭ ରାଶି ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଖୁସି ରେ ରହିବେ । ପ୍ରେମ ସମ୍ପର୍କ ଭଲ ରହିବ । ନିଜ କଥାରେ ଅନ୍ୟ କୁ ପ୍ରଭାବିତ କରିବେ ଏବଂ କାର୍ଯ୍ୟ ରେ ସଫଳତା ହାସଲ କରିବେ ।

୩- ତୃତୀୟ ରାଶି ହେଉଛି ମିଥୁନ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀଵନ ରେ ମଧ୍ୟ ପରିବର୍ତ୍ତନ ଆସିବ । ଆପଣଙ୍କ ବୈବାହିକ ଜୀଵନ ସୁଖମୟ ହେବ । ଜୀବନ ସାଥି ସହ ଭଲ ରେ ରହିବେ ।

୪- ଚତୁର୍ଥ ରେ ହେଉଛି ସିଂହ ରାଶି । ଆପଣ ଙ୍କ ବ୍ୟବସାୟ ରେ ଉନ୍ନତି ହେବ । ଚାଲି ରହିଥିବା ମତ ଭେଦ ର ଅନ୍ତ ହେବ । ପରିବାର ର ଆର୍ଥିକ ସ୍ଥିତି ଭଲ ରହିବ ।

୫- ପଞ୍ଚମ ରେ ହେଉଛି କନ୍ୟା ରାଶି । ଆପଣ ନିଜର ସବୁ କାର୍ଯ୍ୟ ରେ ସଫଳ ହେବେ । ଚାକିରୀ ବ୍ୟବସାୟ ରେ ମଧ୍ୟ ଉନ୍ନତି କରିବେ । ଘରେ ଶାନ୍ତି ଏବଂ ସୁଖ ମୟ ପରିସ୍ଥିତି ରହିବ । ପରିବାର ଲୋକ ଖୁସିରେ ରହିବେ ।

୬-ଷଷ୍ଠ ରେ ହେଉଛି ତୁଳା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ ମିଳିବ । ଜୀଵନ ରେ ଖୁସି ଆସିବ । କାର୍ଯ୍ୟ କ୍ଷେତ୍ର ରେ ସଫଳ ମିଳିବ ।

୭- ସପ୍ତମ ରେ ହେଉଛି ଧନୁ ରାଶି ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଜୀଵନ ରେ ଅନେକ ପରିବର୍ତ୍ତନ ଦେଖିବେ । ଜୀଵନ ରେ ଲାଗି ରହିଥିବା ସମସ୍ୟା ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ପ୍ରାପ୍ତ ହେବ ।

୮- ଅଷ୍ଟମ ରେ ହେଉଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀଵନ ରେ ମଧ୍ୟ ବହୁ ପରିବର୍ତ୍ତନ ଆସିବ । ପ୍ରେମ ସମ୍ପର୍କ ସୁଖମୟ ରହିବ । ପାରିବାରିକ ବାତାବରଣ ଭଲ ରହିବ । ଆପଣ ନିଜ କାର୍ଯ୍ୟ ରେ ସଫଳ ହେବେ ।

ତେବେ ଆସନ୍ତୁ ଅନ୍ୟ ରାଶି ଗୁଡିକ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ରେ ହେଉଛି କର୍କଟ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଅନେକ ସମସ୍ୟା ଏବଂ ଅଯଥା ଖର୍ଚ୍ଚ ର ସାମ୍ନା କରିବେ । ଧନ ହାନି ର ସମ୍ଭାବନା ରହିଛି । ବ୍ୟବସାୟ ରେ କ୍ଷତି ମଧ୍ୟ ହୋଇ ପାରେ ।

୨- ଦ୍ଵିତୀୟ ରେ ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ଭଲ ରହିବ ନାହିଁ । ଅନେକ ସମସ୍ୟା ଦେଖାଯିବ ଜୀବନରେ । କିଛି ଦୁର୍ଘଟଣା ମଧ୍ୟ ଘଟିପାରେ । କୌଣସି କଥା କୁ କିମ୍ବା ବାଦ ବିବାଦ କୁ ବଢ଼ାନ୍ତୁ ନାହିଁ ।

୩- ତୃତୀୟ ରେ ହେଉଛି ମକର ରାଶି । ଏହି ରାଶି ମାନେ ମଧ୍ୟ କିଛି ସମସ୍ୟା ର ସାମନା କରିବେ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । କୌଣସି ଏଵଂ କାହା କଥାରେ ଆସନ୍ତୁ ନାହିଁ । ଜୀଵନ ରେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

୪- ଚତୁର୍ଥ ରେ ହେଉଛି ମୀନ ରାଶି । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ସମସ୍ୟା ର ସାମ୍ନା କରିବେ । ଧନ ହାନି ର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ କାହା ଠାରୁ ମଧ୍ୟ ଉଧାର ନିଅନ୍ତୁ ନାହିଁ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button