ବିଚାର

ଆପଣ ଭାବି ବି ପାରିବେନି କେଉଁଠି ଲୁଚି ବସିଥିଲା ଏହି ଭୟଙ୍କର Cobra, ହଠାତ ଫଣା ଟେକି କଲା ଗର୍ଜନ, ଆଉ ତା’ପରେ ଯାହା ହେଲା ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ଲୋକମାନେ ନିଜର ସୁବିଧା ପାଇଁ ଜଂଗଲ କୁ ନଷ୍ଟ କରି ଦେଉଛନ୍ତି ଏବଂ ନିଜର ଘର କିମ୍ବା କାରଖାନା ଆଦି ବନାଉଛନ୍ତି ତେବେ ଏହା ଦ୍ୱାରା ଜଂଗଲ ରେ ରହୁଥିବା ପଶୁ ମାନେ ବହୁତ ହଇରାଣ ମଧ୍ୟ ହେଉଛନ୍ତି । କାରଣ ଜଂଗଲ କାଟିବା ଦ୍ୱାରା ସେମାନେ ବେଘର ହୋଇ ଏଠି ସେଠି ବୁଲନ୍ତି ଏବଂ ସହର କୁ ଆସି ଯାଆନ୍ତି କେତେବେଳେ କାହା ଘରେ ପଶି ଯାଆନ୍ତି ଏବଂ ସେମାନେ ଏହି ଜଂଗଲି ପଶୁ କିମ୍ବା ସାପ ଆଦି କୁ ଦେଖି ଭୟବିତ ହୋଇ ସେମାନଂକୁ ମାରି ଦିଅନ୍ତି ।

ତେବେ କିନ୍ତୁ ଏପରି କରିବା ବଦଳରେ ସେମାନଙ୍କୁ ଉଦ୍ଧାର କରି ଜଂଗଲ ଭିତରେ ଛାଡ଼ିଦେବା ଏବଂ ପ୍ରୟାସ କରିବା କି ଜଂଗଲ ଗଠନ କରି ପାରିବା । ତେବେ ସେହି ଭଳି ଜଣକ ଘରେ ସାପ ବାହାରି ଥିଲା କିନ୍ତୁ ସେ ଅନ୍ୟ ମାନଙ୍କ ଭଳି ତାକୁ ନ ମାରି ବରଂ ଉଦ୍ଧାର କରି ଜଂଗଲ କୁ ଛାଡି ଦେଇଥିଲେ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋଚନା କରିବା ।

ତେବେ ଘଟଣା ଟି ହେଉଛି ଯୋନପୁର ର ଗୋଟିଏ ଗାଁ ର ସେଠି ଜଣଙ୍କ ଘର ବାହାରେ ଥିବା ଏକ ଇଟା ଫାଙ୍କରେ ରେ ଏକ କୋବ୍ରା ବା ନାଗ କୁ ଦେଖିଥିଲେ ଏବଂ ପରେ ଲୋକମାନେ ମୁରଲୀ ବାଲେ ହୋସଲା ଙ୍କୁ ଡାକିଥିଲେ ଯିଏ କି ଜଣେ ସାପ ଉଦ୍ଧାର କାରୀ । ତେବେ ସେ ସେଠାରେ ପହଁଚି ପ୍ରଥମେ ଘର ବାହାର ରେ ଥିବା ଇଟା ଫାଙ୍କା ସ୍ଥାନ ରୁ ସେହି କୋବ୍ରା ଟିକୁ ବାହାର କରିବାକୁ ଚେଷ୍ଟା କରୁଥିଲେ ।

ତେବେ ସେହି ସାପ ଟି ରାତି ସମୟରେ ନିଜର ଆହାର ଖୋଜି ହିଁ ଦିନ ବେଳା ଏହି ଇଟା ଭିତରେ ପଶି ଯାଇଥିଲା । ତେବେ ତାକୁ ବହୁତ ଆରାମ ରେ ବାହାର କରି ଥିଲେ ଏବଂ ଏକ ଡ଼ବା ଭିତରେ ପୁରାଇ ତାକୁ ଜଂଗଲ ରେ ଛାଡି ଦେଇଥିଲେ । ଏହା ଛଡା ତାଙ୍କ କହିବା କଥା ହେଉଛି ଏହି କୋବ୍ରା ସାପ ଅନେକ ସ୍ଥାନରେ ମିଳିଥାନ୍ତି କିନ୍ତୁ କିଛି ଲୋକ ଏହାକୁ ମାରି ଦିଅନ୍ତି ଏବଂ କିଛି ଲୋକ ନିଜର ମନୁଷ୍ୟତା କୁ ଦେଖାଇ ତାକୁ ଉଦ୍ଧାର କରିବା କଥା ଭାବିଥାନ୍ତି ।

ତେବେ ଏହା ଛଡା ସେ କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କାମୁଡ଼ିଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କାମୁଡ଼ିଲେ ତାକୁ ପ୍ରଥମେ ଯେପରି ବିଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।

ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ଆଶା କରୁଛୁ ଏହି ଖବର ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button